ପଲ୍ଲବୀ ବାତ୍ରା
ଦେଖଣା
(Pallavi Batraରୁ ଲେଉଟି ଆସିଛି)
ପଲ୍ଲବୀ ବାତ୍ରା | |
---|---|
ଜନ୍ମ | |
ବୃତ୍ତି | ଅଭିନେତ୍ରୀ |
ପ୍ରସିଦ୍ଧି | ଲୈଲା, ଛାପାକ୍, ରାଜି |
ପଲ୍ଲବୀ ବାତ୍ରା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ କଥାଚିତ୍ର, ଆଡ଼୍-ଫିଲ୍ମ, ଥିଏଟର ଆଦିରେ କାମ କରନ୍ତି । ଏହା ବ୍ୟତୀତ, ସେ ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କାମ କରନ୍ତି ।[୧][୨][୩][୪]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର/ଧାରାବାହିକ/ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା |
---|---|---|
୨୦୨୨ | ମେଡ୍ ଇନ୍ ହେଭେନ୍ ସିଜିନ୍ ୨ | ନିଖତ୍ |
୨୦୨୧ | ଅନ୍ପସ୍ଡ୍ ୨ - ଗୋଣ୍ଡ୍ କେ ଲଡ୍ଡୁ | ରିତୁ |
୨୦୨୦ | ଛପାକ୍ | ହର୍ଦୀପ୍ କୌର୍ |
୨୦୨୦ | ଆସ୍କନ୍ | ବୋହୂ |
୨୦୨୦ | ଲଭ୍ ଆଜ୍କଲ୍ ୨ | ଭାବି |
୨୦୧୯ | ଲୈଲା (ନେଟ୍ଫ୍ଲିକ୍ସ ଅରିଜିନାଲ୍) | କନିକା |
୨୦୧୯ | ଫ୍ଲିପ୍ (ଇରୋଜ୍ ନାଓ ଅରିଜିନାଲ୍) | ସଶ୍ୱେତା |
୨୦୧୮ | ରାଜି[୫][୬] | ମିତାଲି |
୨୦୧୭ | ଫୁକ୍ରେ ରିଟର୍ଣ୍ଣସ୍ | ନମିତା |
୨୦୧୬ | ତୁ ହୈ ମେରା ସଣ୍ଡେ | ପେପ୍ପି |
୨୦୧୪ | ପି.କେ. | |
୨୦୧୪ | କୁକୁ ମାଥୁର୍ କି ଝଣ୍ଡ୍ ହୋ ଗୟି | ରୋଜି |
୨୦୧୩ | ଏକ୍ ଥି ଡାଏନ୍ | ସଙ୍ଗୀତା |
୨୦୧୧ | ନୋ ୱାନ୍ କିଲ୍ଡ୍ ଜେସିକା | ସମ୍ବାଦ ଉପସ୍ଥାପିକା |
୨୦୦୩ | ୯/୧୧: ଦି ଲାଷ୍ଟ୍ ଫଲ୍ | ପଲ୍ଲବୀ |
ଆଧାର
[ସମ୍ପାଦନା]- ↑ Samay, Sahara. "Kuku Mathur trailer". Sahara Samay.
- ↑ Nahta, Komal. "Review: Ek Thi Daayan".
- ↑ Entertainment, A2Z. "Kuku official trailer". Archived from the original on 2014-04-19. Retrieved 2024-06-09.
{{cite web}}
: CS1 maint: numeric names: authors list (link) - ↑ Opines, India. "Trailer".
- ↑ "Alia shoots for Raazi in 'cinematographer's delight'". The Times of India.
- ↑ "Bollywood Hungama". Bollywood Hungama.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପଲ୍ଲବୀ ବାତ୍ରା