Jump to content

ପଲ୍ଲବୀ ବାତ୍ରା

ଉଇକିପିଡ଼ିଆ‌ରୁ
ପଲ୍ଲବୀ ବାତ୍ରା
ଜନ୍ମ
ବୃତ୍ତିଅଭିନେତ୍ରୀ
ପ୍ରସିଦ୍ଧିଲୈଲା, ଛାପାକ୍, ରାଜି

ପଲ୍ଲବୀ ବାତ୍ରା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ କଥାଚିତ୍ର, ଆଡ଼୍-ଫିଲ୍ମ, ଥିଏଟର ଆଦିରେ କାମ କରନ୍ତି । ଏହା ବ୍ୟତୀତ, ସେ ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କାମ କରନ୍ତି ।[][][][]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ କଥାଚିତ୍ର/ଧାରାବାହିକ/ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକା
୨୦୨୨ ମେଡ୍ ଇନ୍ ହେଭେନ୍ ସିଜିନ୍ ୨ ନିଖତ୍
୨୦୨୧ ଅନ୍‌ପସ୍‌ଡ୍ ୨ - ଗୋଣ୍ଡ୍ କେ ଲଡ୍ଡୁ ରିତୁ
୨୦୨୦ ଛପାକ୍ ହର୍‌ଦୀପ୍ କୌର୍
୨୦୨୦ ଆସ୍କନ୍ ବୋହୂ
୨୦୨୦ ଲଭ୍ ଆଜ୍‌କଲ୍ ୨ ଭାବି
୨୦୧୯ ଲୈଲା (ନେଟ୍‌ଫ୍ଲିକ୍ସ ଅରିଜିନାଲ୍) କନିକା
୨୦୧୯ ଫ୍ଲିପ୍ (ଇରୋଜ୍ ନାଓ ଅରିଜିନାଲ୍) ସଶ୍ୱେତା
୨୦୧୮ ରାଜି[][] ମିତାଲି
୨୦୧୭ଫୁକ୍‌ରେ ରିଟର୍ଣ୍ଣସ୍ନମିତା
୨୦୧୬ତୁ ହୈ ମେରା ସଣ୍ଡେପେପ୍ପି
୨୦୧୪ପି.କେ.
୨୦୧୪କୁକୁ ମାଥୁର୍ କି ଝଣ୍ଡ୍ ହୋ ଗୟିରୋଜି
୨୦୧୩ଏକ୍ ଥି ଡାଏନ୍ସଙ୍ଗୀତା
୨୦୧୧ନୋ ୱାନ୍ କିଲ୍‌ଡ୍ ଜେସିକାସମ୍ବାଦ ଉପସ୍ଥାପିକା
୨୦୦୩୯/୧୧: ଦି ଲାଷ୍ଟ୍ ଫଲ୍ପଲ୍ଲବୀ
  1. Samay, Sahara. "Kuku Mathur trailer". Sahara Samay. Archived from the original on 2018-05-07. Retrieved 2024-06-09.
  2. Nahta, Komal. "Review: Ek Thi Daayan".
  3. Entertainment, A2Z. "Kuku official trailer". Archived from the original on 2014-04-19. Retrieved 2024-06-09.{{cite web}}: CS1 maint: numeric names: authors list (link)
  4. Opines, India. "Trailer". Archived from the original on 2025-02-26. Retrieved 2024-06-09.
  5. "Alia shoots for Raazi in 'cinematographer's delight'". The Times of India.
  6. "Bollywood Hungama". Bollywood Hungama.

ବାହାର ଲିଙ୍କ୍

[ସମ୍ପାଦନା]