PETA (ବହୁବିକଳ୍ପ)
ଦେଖଣା
peta (ବହୁବିକଳ୍ପ) ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
ପେଟା (Peta) ବୋଧେ ତଲାଲିଖିତ ଶବ୍ଦସବୁକୁ ବୁଝାଇଥାଏ:
- peta-, ଏକ SI ଉପସର୍ଗ ଯାହା ୧୦୧୫କୁ ବୁଝାଇଥାଏ
- ପିଟା, ଗ୍ରୀସ, ଗ୍ରୀସର ଏକ ସହର
- ପେତ, ପାଳି ଭାଷାରେ ପ୍ରେତକୁ ବୁଝାଇଥାଏ, ବୌଦ୍ଧବାଦରେ ଏହାର ଅର୍ଥ ଏକ ଭୋକିଲା ଭୁତ
- ପିଟା ଉଇଲସନ, ଜଣେ ଅଷ୍ଟ୍ରେଲିଆ ଅଭିନେତ୍ରୀ
- ପିଟା ଟଡ଼, ଇଂରେଜ ଗ୍ଲାମର ମଡ଼େଲ
- ପିଟା (Peta), ଏକ ଇଜିପ୍ଟର ଶବ୍ଦ ଯାହାର ଅର୍ଥ ତ୍ରିଭୁଜ
PETA ଏକ ସଂକ୍ଷିପ୍ତ ଶବ୍ଦ ଯାହା ତଲାଲିଖିତ ଶବ୍ଦସବୁକୁ ବୁଝାଇପାରେ:
- ପିପଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମାଲ୍ସ, ଏକ ଆମେରିକୀୟ ପଶୁ ନ୍ୟାୟ ସଙ୍ଗଠନ
- PETA (ଇଣ୍ଡୋନେସିଆ), ୧୯୪୩ରେ ଗଠିତ ଇଣ୍ଡୋନେସିଆ ଅଧିକାର କରୁଥିବା ଏକ ଜାପାନୀ ଜନ-ସେନା
- Pulse Ejector Thrust Augmentor, ଏକ ପ୍ରକାରର ପଲ୍ସ ଜେଟ ଇଞ୍ଜିନ
- People Eating Tasty Animals, ପଶୁ ନ୍ୟାୟ ସଙ୍ଗଠନମାନଙ୍କର ବିରୋଧରେ ସଙ୍ଗଠିତ ଏକ ସଙ୍ଗଠନ
ଆହୁରି ଦେଖନ୍ତୁ
[ସମ୍ପାଦନା] ଏହି ବହୁବିକଳ୍ପ ପୃଷ୍ଠାରେ ଏକା ନାଆଁ ଥିବା ଲେଖାଗୁଡ଼ିକର ତାଲିକା ଦିଆଗଲା । ଯଦି ପୃଷ୍ଠା ଭିତରର ଲିଙ୍କଟିଏ ଆପଣଙ୍କୁ ଏଠାକୁ ବାଟ କଢ଼ାଇଲା, ଆପଣ ଏହି ଉପର ଲିଙ୍କରୁ ଖୋଜୁଥିବା ଲେଖାଟି ପାଇ ପାରନ୍ତି । |