Jump to content

ନିମ୍ରତ କୌର ଆଲୁୱାଲିଆ

ଉଇକିପିଡ଼ିଆ‌ରୁ
(Nimrit Kaur Ahluwaliaରୁ ଲେଉଟି ଆସିଛି)
ନିମ୍ରତ କୌର ଆଲୁୱାଲିଆ
୨୦୨୩ ମସିହାରେ ଆଲୁୱାଲିଆ
ଜନ୍ମ (1994-12-11) ୧୧ ଡିସେମ୍ବର ୧୯୯୪ (ବୟସ ୨୯)[]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୮–ଏବେଯାଏଁ
ପ୍ରସିଦ୍ଧିଛୋଟି ସର୍ଦ୍ଦାରଣୀ
ବିଗ୍ ବସ୍ ୧୬

ନିମ୍ରତ କୌର ଆଲୁୱାଲିଆ (ଜନ୍ମ: ୧୧ ଡିସେମ୍ବର ୧୯୯୪), ଜଣେ ଭାରତୀୟ ଅଭିନେତ୍ରୀ ଯିଏ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଜଗତରେ କାମ କରନ୍ତି ।[] ସେ କଲର୍ସ ଟିଭିର ଧାରାବାହିକ ଛୋଟି ସାର୍ଦ୍ଦାରିଣୀରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ରିଆଲିଟି ସୋ ବିଗ୍ ବସ୍ ୧୬ରେ ଅଂଶଗ୍ରହଣ ପାଇଁ ମଧ୍ୟ ସେ ଜଣାଶୁଣା ।

ଓକିଲାତିରେ ଶିକ୍ଷାଗତ ସ୍ନାତକ ପରେ, ସେ ଜଣେ ମଡେଲ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୧୮ ମସିହାରେ ଫେମିନା ମିସ୍ ମଣିପୁରର ବିଜୟିନୀ ହୋଇ ଫେମିନା ମିସ୍ ଇଣ୍ଡିଆ ୨୦୧୮ରେ ଅଂଶଗ୍ରହଣ କରିଥିଲେ ଓ ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ଥିଲେ ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ତାଙ୍କ କଲେଜ ଶିକ୍ଷା ସମୟରେ, ସହପାଠୀମାନଙ୍କ ଅତ୍ୟାଚାର ପାଇଁ ମାନସିକ ସ୍ତରରେ ସେ ପ୍ରଭାବିତ ହୋଇଥିଲେ ।[]

୨୦୧୮ ମସିହାରେ ଫେମିନା ମିସ୍ ମଣିପୁର ଜିତିବା ପରେ ସେ ବି ପ୍ରାକଙ୍କ ମ୍ୟୁଜିକ୍ ଭିଡିଓ ମସ୍ତାନୀରେ ଅଭିନୟ କରିଥିଲେ ଏବଂ ମନୋରଞ୍ଜନ ଶିଳ୍ପରେ କରିବା ଆରମ୍ଭ କରିଥିଲେ ।[]

୨୦୧୮ ମସିହାରେ ସେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ପ୍ରିୟକାନ୍ତ ଲାଇସରାମଙ୍କଦ୍ୱାରା ନିର୍ମିତ କଥାଚିତ୍ର, ହୁ ସେଡ୍ ବଏଜ୍ କାଣ୍ଟ ଓୟାର୍ ମେକ୍ଅପ୍‌ରେ ଅଭିନୟ କରିଥିଲେ ।[]

୨୦୧୯ ମସିହାରେ, ସେ ହିନ୍ଦୀ ଧାରାବାହିକ ଛୋଟି ସର୍ଦ୍ଦାରଣୀରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୨୨ ମସିହାରେ ଏହି ଧାରାବାହିକ ଶେଷ ହେବା ଭିତରେ ସେ ଅନେକ ଲୋକପ୍ରିୟତା ପାଇଥିଲେ ।[][] ୨୦୨୧ ମସିହାରେ ସେ ବନ୍ନେଟ୍ ଦୋସାଞ୍ଜଙ୍କ ମ୍ୟୁଜିକ୍ ଭିଡିଓ ସିରିଅସ୍‌ରେ ଅଭିନୟ କରିଥିଲେ ।[]

୨୦୨୨ ମସିହାରେ ସେ କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ ବିଗ୍‌ବସ୍‌ର ୧୬ତମ ସଂସ୍କରଣରେ ଅଶଂଗ୍ରହଣ କରିଥିଲେ ଏବଂ ୨୦୨୩ ମସିହାଯାଏଁ ସେ ବିଗ୍‌ବସ୍ ଘରେ ରହିଥିଲେ ।[୧୦] ଏହି କାର୍ଯ୍ୟକ୍ରମରେ ସେ ଷଷ୍ଠ ସ୍ଥାନରେ ରହିଥିଲେ ।[୧୧]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୧୯–୨୦୨୨ ଛୋଟି ସର୍ଦ୍ଦାରଣୀ ମେହେର କୌର ଢିଲୋଁ/ସେହେର କୌର ଗିଲ୍ [୧୨] [୧୩]
୨୦୨୨–୨୦୨୩ ବିଗ୍ ବସ୍ ୧୬ ପ୍ରତିଯୋଗୀ ଷଷ୍ଠ ସ୍ଥାନ [୧୪]

ଅତିଥି କଳାକାର

[ସମ୍ପାଦନା]
ବର୍ଷ କାର୍ଯ୍ୟକ୍ରମ ଭୂମିକା ଆଧାର
୨୦୧୯ ବିଗ୍ ବସ୍ ୧୩ ମେହେର [୧୫]
୨୦୨୦ ବିଗ୍ ବସ୍ ୧୪
ନାତି ପିଙ୍କି କି ଲମ୍ବି ଲଭ୍ ଷ୍ଟୋରୀ
୨୦୨୧ କ୍ତି -

ସ୍ତିତ୍ୱ କେ ଏହସାସ୍ କିଅ

ଇଶ୍କ ମେଁ ମରଜାୱାଁ ୨ ସେହର
ଉଦାରିଆଁ
ଦି ବିଗ୍ ପିକ୍ଚର୍ [୧୬]
୨୦୨୨ ଇଣ୍ଡିଆନ୍ ଗେମ୍ ସୋ ନିଜେ
ଖତରା ଖତରା ଖତରା [୧୭]

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ବର୍ଷ ଆଖ୍ୟା ଗାୟକ (ଗଣ) ଆଧାର
୨୦୧୮ ମସ୍ତାନୀ ବି ପ୍ରାକ ଓ ଜାନି [୧୮]
୨୦୧୯ ସିରିଅସ୍ ବନ୍ନେଟ୍ ଦୋସାଞ୍ଜ [୧୮]
୨୦୨୩ ଜିହାଲ୍-ଏ-ମିସ୍କିନ୍ ଶ୍ରେୟା ଘୋଷାଲ ଓ ବିଶାଲ ମିଶ୍ର [୧୯]
ସୋଣିୟେ ଟୋନି କକ୍କର, କମଲ କହଲୋନ୍ [୨୦]
ଯାନେ ଯା ଷ୍ଟେବିନ୍ ବେନ୍, ଆସିସ୍ କୌର

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
ବର୍ଷ ପୁରସ୍କାର ବର୍ଗ କାମ ଫଳାଫଳ ଆଧାର
୨୦୨୧ ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମୀ ଆୱାର୍ଡ଼ସ୍ ଶ୍ରେଷ୍ଠ ଅଭିନେତ୍ରୀ (ଡ୍ରାମା) ଛୋଟି ସର୍ଦ୍ଦାରଣୀ ମନୋନୀତ [୨୧]
ଆଇକନିକ୍ ଗୋଲ୍ଡ ଆୱାର୍ଡ଼ ଆଇକନିକ୍ ପାଥ୍ ବ୍ରେକିଂ ଆକ୍ଟ୍ରେସ୍ ବିଜୟୀ [୨୨]
୨୦୨୩ ଭାରତୀୟ ଟେଲି ପୁରସ୍କାର ଫ୍ୟାନ୍ ଫେଭୋରାଇଟ୍ ଆକ୍ଟ୍ରେସ୍ [୨୩]

ଅନ୍ୟାନ୍ୟ ପୁରସ୍କାର

  • ଫେମିନା ମିସ୍ ମଣିପୁର (୨୦୧୮)[]
  1. Bureau, ABP News (2022-12-11). "Nimrit Kaur Ahluwalia Receives Wishes on her 28th Birthday From Rumoured Boyfriend Mahir Pandhi. Watch". news.abplive.com (in ଇଂରାଜୀ). Retrieved 2022-12-20.
  2. "Choti Sardarni's Nimrit Kaur Ahluwalia opens up on mental health; writes 'There were endless days of not wanting to wake up and feeling claustrophobic'". The Times of India. June 7, 2021.
  3. "Nimrit Kaur Ahluwalia Shares Her Transformational Journey After Femina Miss India 2018 - Beauty Pageants - Indiatimes".
  4. "Exclusive - I was fat-shamed and bullied in college, says Choti Sardarni's Nimrit Kaur Ahluwalia". The Times of India (in ଇଂରାଜୀ). 2020-04-09. Retrieved 2023-07-18.
  5. "'Masstaani': B Praak's latest has a strong message". The Times of India. Retrieved 25 July 2018.
  6. "2018 Manipuri film Who Said Boys Can't Wear Makeup is no less than a revolution" (PDF). Imphal Times. 16 April 2023. Retrieved 15 August 2023.
  7. Maheshwri, Neha. "Exclusive! I had to be fair to myself: Nimrit Kaur Ahluwalia on quitting Choti Sarrdaarni - Times of India". The Times of India.
  8. ୮.୦ ୮.୧ "Actress Nimrit Kaur Ahluwalia says social media should never become criteria for judging TV actors". PINKVILLA. October 12, 2021. Archived from the original on May 30, 2023. Retrieved January 26, 2024.
  9. "Nimrit Kaur Ahluwalia to grace the 'Khatra Khatra Khatra' show - Beauty Pageants - Indiatimes". Femina Miss India.
  10. "Bigg Boss 16 contestant Nimrit Kaur Ahluwalia: Here's all you need to know about the Choti Sardarni actress - Times of India". The Times of India (in ଇଂରାଜୀ). Retrieved 2022-09-30.
  11. "Bigg Boss 16: After Nimrit Kaur Ahluwalia's Surprise Exit, Here Are The 5 Finalists". NDTV.com. Retrieved 2023-02-07.
  12. "Avinesh Rekhi, Nimrit Kaur Ahluwalia and Hitesh Bharadwaj at the launch of Choti Sarrdaarni". The Times Of India. Archived from the original on 29 June 2019.
  13. Maheshwri, Neha. "Exclusive! I had to be fair to myself: Nimrit Kaur Ahluwalia on quitting Choti Sarrdaarni - Times of India". The Times of India.
  14. Yadav, Monica (1 October 2022). "Bigg Boss 16: Sajid Khan, Tina Datta, Abdu Rozik, Nimrat Kaur Ahluwalia & more confirmed contestants from Salman Khan's reality show". Bollywood Hungama (in ଇଂରାଜୀ). Retrieved 1 October 2022.
  15. "Bigg Boss 13 Day 81 highlights: Rubina Dilaik, Nimrit Ahluwalia, other TV stars join Christmas celebrations". Firstpost (in ଇଂରାଜୀ). 26 December 2019. Retrieved 2022-12-20.
  16. "The Big Picture: Nimrit Kaur Ahluwalia and Priyanka Chahar Choudhary challenge Ranveer Singh to enact to television dialogues; watch the Bollywood actor's killer expressions - Times of India". The Times of India (in ଇଂରାଜୀ). Retrieved 2022-12-20.
  17. "Nimrit Kaur Ahluwalia to grace the 'Khatra Khatra Khatra' show - Beauty Pageants - Indiatimes". Femina Miss India.
  18. ୧୮.୦ ୧୮.୧ "Did you know 'Bigg Boss 16' contestant Nimrit Kaur Ahluwalia has done Punjabi music videos? - Times of India". The Times of India (in ଇଂରାଜୀ). Retrieved 2023-01-24.
  19. "Nimrit Kaur Ahluwalia and Rohit Zinjurke promote their new song Zihaal-e-Miskin". The Times of India. ISSN 0971-8257. Retrieved 2023-05-26.
  20. "Nimrit Kaur Ahluwalia featuring 'Soniye' is out now! - Indiatimes". Femina Miss India. Retrieved 2023-08-22.
  21. "Indian Television Academy Awards Popular Actress Ashi Singh, Helly Shah, Mallika Singh, Shivangi Khedkar, and Rupali Ganguly are nomminess" (in ଇଂରାଜୀ). 19 February 2021.
  22. "Iconic Gold Awards 2021: Hina Khan, Surbhi Chandna, Shivangi Joshi Win Big; Check Out the Full Winners' List!". Latestly. Retrieved 26 September 2021.
  23. "Indian Telly Awards 2023". www.indiantellyawards.com. Archived from the original on 2023-09-02. Retrieved 2023-04-27.

ବାହାର ଲିଙ୍କ୍

[ସମ୍ପାଦନା]