ନାଥୁ ଧୋବି
Appearance
(Nathu Dhobiରୁ ଲେଉଟି ଆସିଛି)
ନାଥୁ ଧୋବି | |
---|---|
ଜନ୍ମ | ପଞ୍ଜାବ ରାଜ୍ୟ, ବ୍ରିଟିଶ ଭାରତ |
ଆନ୍ଦୋଳନ | ଭାରତୀୟ ସ୍ୱାଧୀନତା ଆନ୍ଦୋଳନ |
ଅମର ଶହୀଦ ନାଥୁ ଧୋବି ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏକି ମୁଖ୍ୟତଃ ନାଥୁ ଧୋବି ନାମରେ ଜଣାଶୁଣା । ୧୯୧୯ ମସିହାରେ ଘଟିଥିବା ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡରେ ସେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୧][୨]
ଆଧାର
[ସମ୍ପାଦନା]- ↑ Badri Narayan, ed. (2006). Women Heroes and Dalit Assertion in North India. Sage Publication. p. 102. ISBN 9780761935377.
- ↑ Arunkumar,Sanjaykumar, ed. (2005). Volume 1 of Dalit Studies. Deshkal Publication. p. 57. ISBN 9788190286503.