ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ
Jump to navigation
Jump to search
ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ | |
---|---|
![]() Narrow passage to Jallianwala Bagh Garden through which the shooting was conducted | |
Lua error in ମଡ୍ୟୁଲ:Location_map at line 501: Unable to find the specified location map definition: "Module:Location map/data/India Punjab" does not exist. Location of Amritsar in India | |
ସ୍ଥାନ | Amritsar, British India |
Coordinates | 31°38′34″N 74°51′29″E / 31.64286°N 74.85808°ECoordinates: 31°38′34″N 74°51′29″E / 31.64286°N 74.85808°E |
ତାରିଖ | ୧୩ ଅପ୍ରେଲ ୧୯୧୯ 17:37 (IST) |
ଲକ୍ଷ୍ୟ | Crowd of nonviolent protesters, along with Baisakhi pilgrims, who had gathered in Jallianwala Bagh, Amritsar |
ଆକ୍ରମଣ ପ୍ରକାର | Massacre |
ଅସ୍ତ୍ରଶସ୍ତ୍ରs | Lee-Enfield rifles |
ମୃତ୍ୟୁ | 379–1000[୧] |
ଅମାରାତ୍ମକ କ୍ଷତି | ~ 1,100 |
Perpetrators | British Indian Army |
Number of participants | ୫୦ |
ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ, ଯାହା ଅମୃତସର ହତ୍ୟାକାଣ୍ଡ, ଭାବେ ମଧ୍ୟ ପରିଚିତ, ୧୩ ଅପ୍ରେଲ୍ ୧୯୧୯ ଦିନ ଘଟିଥିଲା, ଯେଉଁଥିରେ କଲୋନେଲ୍ ରେଗିନାଲ୍ଡ ଡାୟାର୍ଙ୍କ ନେତୃତ୍ୱରେ ବ୍ରିଟିଶ୍ ଭାରତୀୟ ସେନା, ଅମୃତସର, ପଞ୍ଜାବର ଜାଲିଆନାୱାଲା ବାଗ୍ଠାରେ ଏକତ୍ରିତ ହୋଇଥିବା ଭାରତୀୟଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ବେସାମରିକ ଭାରତୀୟମାନେ ଦୁଇ ଜାତୀୟ ନେତା ସତ୍ୟ ପାଲ୍ ଓ ସୈଫୁଦିନ୍ କିଚ୍ଲୁଙ୍କ ଗିରଫ୍ ଓ ଦେଶାନ୍ତରୀକରଣ ପ୍ରତିବାଦରେ ଏକତ୍ରିତ ହୋଇଥିଲେ । ଏହା ଏବେ ମଧ୍ୟ ତର୍କର ବିଷୟ ଯେ, ଭାରତୀୟମାନେ ଡାୟାର୍ଙ୍କ ´´´କୌଣସି ସଭା ହୋଇ ପାରିବ ନାହିଁ´´´ର ଘୋଷଣାନାମା ବିଷୟରେ ଜାଣିଥିଲେ ନା ନାହିଁ । ମାତ୍ର ରାଜା ରାମଙ୍କ ମତରେ ଭାରତୀୟମାନେ ସ୍ୱଇଚ୍ଛାରେ ଏକତ୍ରିତ ହୋଇଥିଲେ, ଯାହା ଭାରତୀୟ ଜାତୀୟତାବାଦର ପ୍ରାରମ୍ଭ ଥିଲା ।[୨]
ଆଧାର[ସମ୍ପାଦନା]
- ↑ "1919 Jallianwalla Bagh massacre". Discover Sikhism. Retrieved 7 June 2016.
- ↑ Raja Ram, The Jallianwala Bagh Massacre: A Premeditated Plan, p. 160.