ନଗେନ୍ଦ୍ରନାଥ ଚୌଧୁରୀ
ଦେଖଣା
(Nagendranath Choudhuryରୁ ଲେଉଟି ଆସିଛି)
ନଗେନ୍ଦ୍ରନାଥ ଚୌଧୁରୀ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ଶରତ ଚନ୍ଦ୍ର ସିଂହ ଦେଓ |
ପର ଅଧିକାରୀ | ଭୂପିନ୍ଦର ସିଂହ |
ନିର୍ବାଚନ ମଣ୍ଡଳୀ | କେସିଙ୍ଗା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୪ ଅକ୍ଟୋବର ୧୯୨୯ |
ମୃତ୍ୟୁ | ୯ ସେପ୍ଟେମ୍ବର ୧୯୯୩ | (ବୟସ ୬୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଜୀବନ ସାଥୀ | ଗୋଲକମଣି ଚୌଧୁରୀ |
ବାପା/ବୋଉ | ଗୋକୁଳାନନ୍ଦ ଚୌଧୁରୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନଗେନ୍ଦ୍ରନାଥ ଚୌଧୁରୀ (୧୪ ଅକ୍ଟୋବର ୧୯୨୯ - ୯ ସେପ୍ଟେମ୍ବର ୧୯୯୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନଗେନ୍ଦ୍ରନାଥ ଚୌଧୁରୀ ୧୯୨୯ ମସିହାର ଅକ୍ଟୋବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋକୁଳାନନ୍ଦ ଚୌଧୁରୀ ଓ ପତ୍ନୀଙ୍କ ନାମ ଗୋଲକମଣି ଚୌଧୁରୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନଗେନ୍ଦ୍ରନାଥ ଚୌଧୁରୀ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ନଗେନ୍ଦ୍ରନାଥ ଚୌଧୁରୀ ୧୯୯୩ ମସିହାର ସେପ୍ଟେମ୍ବର ୯ ତାରିଖରେ ୬୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Nagendranath Choudhury". odishaassembly.nic.in. Odisha Assembly. Retrieved 4 June 2021.