ମୃତ୍ୟୁଞ୍ଜୟ ରଥ
ଦେଖଣା
(Mrutyunjay Rathରୁ ଲେଉଟି ଆସିଛି)
ମୃତ୍ୟୁଞ୍ଜୟ ରଥ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାଳକାଟି, ଖୋର୍ଦ୍ଧା | ୧୪ ମଇ ୧୮୮୨
ମୃତ୍ୟୁ | ୧୯୨୪[୧] |
ଭାଷା | ଓଡ଼ିଆ, ଇଂରାଜୀ |
ନାଗରିକତା | ଭାରତୀୟ |
ମୃତ୍ୟୁଞ୍ଜୟ ରଥ ( ୧୪ ମଇ ୧୮୮୨ - ୧୯୨୪)[୨] ଜଣେ ସଂସ୍କୃତ ପଣ୍ଡିତ,[୩] ଭାଷାବିତ ଓ ଅନୁବାଦକ ଥିଲେ ।[୪] ମାତ୍ର ୩୭ବର୍ଷର ଜୀବନକାଳ ମଧ୍ୟରେ ସେ ଅନେକ ସଂସ୍କୃତ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିଥିଲେ ।[୫] ଅନୁବାଦ ଭିନ୍ନ ସେ ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ ।
ମୃତ୍ୟୁଞ୍ଜୟ ୧୮୮୨ ମସିହା ମଇ ମାସ ୧୪ ତାରିଖରେ ବାଳକାଟିଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୪ ମସିହାରେ, ୩୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।
ରଚନାବଳୀ
[ସମ୍ପାଦନା]ସଂସ୍କୃତ ଭାଷାରୁ ଅନୁବାଦ
[ସମ୍ପାଦନା]- ବିକ୍ରମୋର୍ବଶୀ
- ମୁଦ୍ରାରାକ୍ଷାସ
- ମୃଚ୍ଛକଟିକ
- ବେଣୀ ସଂହାର
- କୁମାର ସଂଭବ
- ମାଳତୀ ମାଧବ
ଉପନ୍ୟାସ
[ସମ୍ପାଦନା]- ଅଦ୍ଭୁତ ପରିଣାମ[୬]
ଅନ୍ୟାନ୍ୟ
[ସମ୍ପାଦନା]- ନାରୀ ଦର୍ପଣ
- କର୍ମଯୋଗୀ ଗୌରୀଶଙ୍କର
- ଶାରଳା ଚରିତ
- ସରଳ ଓଡ଼ିଆ ଅଭିଧାନ
- ସୁଖବୋଧ ବ୍ୟାକରଣ[୭]
ଆଧାର
[ସମ୍ପାଦନା]- ↑ Orissa Reference: Glimpses of Orissa. TechnoCAD Systems. 2001.
- ↑ Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
- ↑ Janaki Ballabha Mohanty (1988). An Approach to Oriya Literature: An Historical Study. Panchashila.
- ↑ Ganeswar Mishra (1981). Voices Against the Stone: A Brief Survey of Oriya Fiction. Agradut.
- ↑ Unilit. Andhra Viswa Sahiti. 1967.
- ↑ Sisir Kumar Das (2005). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 508–. ISBN 978-81-7201-798-9.
- ↑ "ଆଜି ଜନ୍ମଦିନ". No. ସମ୍ବାଦ ୧୪/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ. Archived from the original on 2020-05-14. Retrieved 14 May 2020.