ମୃତ୍ୟୁଞ୍ଜୟ ରଥ

ଉଇକିପିଡ଼ିଆ‌ରୁ
(Mrutyunjay Rathରୁ ଲେଉଟି ଆସିଛି)
ମୃତ୍ୟୁଞ୍ଜୟ ରଥ
ଜନ୍ମ ଓ ଜନ୍ମସ୍ଥାନ(1882-05-14)୧୪ ମଇ ୧୮୮୨
ବାଳକାଟି, ଖୋର୍ଦ୍ଧା
ମୃତ୍ୟୁ୧୯୨୪[୧]
ଭାଷାଓଡ଼ିଆ, ଇଂରାଜୀ
ନାଗରିକତାଭାରତୀୟ

ମୃତ୍ୟୁଞ୍ଜୟ ରଥ ( ୧୪ ମଇ ୧୮୮୨ - ୧୯୨୪)[୨] ଜଣେ ସଂସ୍କୃତ ପଣ୍ଡିତ,[୩] ଭାଷାବିତ ଓ ଅନୁବାଦକ ଥିଲେ ।[୪] ମାତ୍ର ୩୭ବର୍ଷର ଜୀବନକାଳ ମଧ୍ୟରେ ସେ ଅନେକ ସଂସ୍କୃତ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିଥିଲେ ।[୫] ଅନୁବାଦ ଭିନ୍ନ ସେ ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ ।

ମୃତ୍ୟୁଞ୍ଜୟ ୧୮୮୨ ମସିହା ମଇ ମାସ ୧୪ ତାରିଖରେ ବାଳକାଟିଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୪ ମସିହାରେ, ୩୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।

ରଚନାବଳୀ[ସମ୍ପାଦନା]

ସଂସ୍କୃତ ଭାଷାରୁ ଅନୁବାଦ[ସମ୍ପାଦନା]

  • ବିକ୍ରମୋର୍ବଶୀ
  • ମୁଦ୍ରାରାକ୍ଷାସ
  • ମୃଚ୍ଛକଟିକ
  • ବେଣୀ ସଂହାର
  • କୁମାର ସଂଭବ
  • ମାଳତୀ ମାଧବ

ଉପନ୍ୟାସ[ସମ୍ପାଦନା]

  • ଅଦ୍ଭୁତ ପରିଣାମ[୬]

ଅନ୍ୟାନ୍ୟ[ସମ୍ପାଦନା]

  • ନାରୀ ଦର୍ପଣ
  • କର୍ମଯୋଗୀ ଗୌରୀଶଙ୍କର
  • ଶାରଳା ଚରିତ
  • ସରଳ ଓଡ଼ିଆ ଅଭିଧାନ
  • ସୁଖବୋଧ ବ୍ୟାକରଣ[୭]

ଆଧାର[ସମ୍ପାଦନା]

  1. Orissa Reference: Glimpses of Orissa. TechnoCAD Systems. 2001.
  2. Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
  3. Janaki Ballabha Mohanty (1988). An Approach to Oriya Literature: An Historical Study. Panchashila.
  4. Ganeswar Mishra (1981). Voices Against the Stone: A Brief Survey of Oriya Fiction. Agradut.
  5. Unilit. Andhra Viswa Sahiti. 1967.
  6. Sisir Kumar Das (2005). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 508–. ISBN 978-81-7201-798-9.
  7. "ଆଜି ଜନ୍ମଦିନ". No. ସମ୍ବାଦ ୧୪/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ. Archived from the original on 2020-05-14. Retrieved 14 May 2020.