Jump to content

ମାଇଟୋକ୍ସାଣ୍ଟ୍ରୋନ

ଉଇକିପିଡ଼ିଆ‌ରୁ
(Mitoxantroneରୁ ଲେଉଟି ଆସିଛି)
ମାଇଟୋକ୍ସାଣ୍ଟ୍ରୋନ
Clinical data
Trade namesNovantrone, Onkotrone, others
SynonymsMitozantrone
AHFS/Drugs.commonograph
MedlinePlusa608019
Pregnancy
category
  • US: D (Evidence of risk)
    Routes of
    administration
    Mainly intravenous
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailabilityn/a
    Protein binding78%
    MetabolismLiver (CYP2E1)
    Elimination half-life75 hours
    ExcretionKidney
    Identifiers
    • 1,4-dihydroxy-5,8-bis[2-(2-hydroxyethylamino)
      ethylamino]-anthracene-9,10-dione
    Chemical and physical data
    FormulaC22H28N4O6
    Molar mass୪୪୪.୪୯ g·mol−1
    3D model (JSmol)
    • O=C2c1c(c(NCCNCCO)ccc1NCCNCCO)C(=O)c3c2c(O)ccc3O
    • InChI=1S/C22H28N4O6/c27-11-9-23-5-7-25-13-1-2-14(26-8-6-24-10-12-28)18-17(13)21(31)19-15(29)3-4-16(30)20(19)22(18)32/h1-4,23-30H,5-12H2 checkY
    • Key:KKZJGLLVHKMTCM-UHFFFAOYSA-N checkY
      (verify)

    ମାଇଟୋକ୍ସାଣ୍ଟ୍ରୋନ, ମାଇଟୋଜାଣ୍ଟ୍ରୋନ୍ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା କର୍କଟ ଏବଂ ମଲ୍ଟିପ୍ଲ ସ୍କ୍ଲେରୋସିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] କର୍କଟ ରୋଗର ବିଭିନ୍ନ ପ୍ରକାରଗୁଡିକ ମଧ୍ୟରେ ତୀବ୍ର ମାୟେଲଏଡ ଲିଉକେମିଆ, ପ୍ରୋଷ୍ଟେଟ କର୍କଟ, ସ୍ତନ କର୍କଟ ଏବଂ ଅଣ-ହଜକିନ୍ସ ଲିମ୍ଫୋମା ରୋଗମାନଙ୍କର ଚିକିତ୍ସାରେ ଏହା ଦିଆଯାଏ ।[] [] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, କେଶହାନୀ, ସଂକ୍ରମଣ, ଜ୍ୱର, ଫୁଲା ଏବଂ ଅଣନିଶ୍ୱାସ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ, ନ୍ୟୁରୋପାଥି, ଅସ୍ଥି ମଜ୍ଜା ଦମନ ଏବଂ ହୃଦଘାତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଆନ୍ଥ୍ରାସେନେଡିଓନ ଆଣ୍ଟିନିଓପ୍ଲାଷ୍ଟିକ୍ କର୍ମ ନିର୍ବାହକ ବା ଏଜେଣ୍ଟ ।[]

    ୧୯୮୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମାଇଟୋକ୍ସାଣ୍ଟ୍ରୋନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ପ୍ରତି ୨୦ ମିଗ୍ରା ଭାଏଲ ପାଇଁ ପ୍ରାୟ ୫୧ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦ ଡଲାର ଅଟେ ।[]

    1. 1 2 3 4 5 6 7 8 "MitoXANTRONE Monograph for Professionals". Drugs.com (in ଇଂରାଜୀ). Archived from the original on 7 May 2021. Retrieved 18 November 2021.
    2. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 948. ISBN 978-0857114105.
    3. "Mitoxantrone Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 18 November 2021.