ମିଠୁ ଚକ୍ରବର୍ତ୍ତୀ
ଦେଖଣା
(Mithu Chakrabartyରୁ ଲେଉଟି ଆସିଛି)
ମିଠୁ ଚକ୍ରବର୍ତ୍ତୀ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୫-ଏବେଯାଏଁ |
ବୈବାହିକ-ସାଥୀ | ସବ୍ୟସାଚୀ ଚକ୍ରବର୍ତ୍ତୀ (ବିବାହ - ୧୯୮୬) |
ସନ୍ତାନ | ଗୌରବ ଚକ୍ରବର୍ତ୍ତୀ ଅର୍ଜୁନ ଚକ୍ରବର୍ତ୍ତୀ |
ସମ୍ପର୍କୀୟ | ରିଧିମା ଘୋଷ (ବୋହୂ) |
ମିଠୁ ଚକ୍ରବର୍ତ୍ତୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା ଧାରାବାହିକ, କଥାଚିତ୍ର ଓ ମଞ୍ଚରେ ଅଭିନୟ କରିଛନ୍ତି ।[୧] ସେ ବଙ୍ଗଳା ଅଭିନେତା ସବ୍ୟସାଚୀ ଚକ୍ରବର୍ତ୍ତୀଙ୍କ ପତ୍ନୀ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ତେନିଦା ଆଣ୍ଡ୍ କୋ.
- ମିଷ୍ଟ୍ରେସ୍ ଚାଟାର୍ଜୀ ଭର୍ସେସ୍ ନର୍ୱେ
- ମିନି
- ବର୍ଣ୍ଣପରିଚୟ
- ଅନୁରୁପ/ମିରର୍ ଇମେଜ୍
- କ୍ରିସ୍କ୍ରସ୍
- ମାଛେର୍ ଝୋଲ୍
- ପରି
- ବିବାହ ଡାଏରିସ୍
- ଏମ୍.ଏସ୍. ଧୋନି: ଦି ଅନ୍ଟୋଲ୍ଡ ଷ୍ଟୋରୀ
- ରୂପକଥା ନୋଏ
- ତୋର ନାମ୍
- ମୁକ୍ତଧାରା
- ଚାପଲିନ୍
- ଅଜବ ପ୍ରେମ ଏବଂ
- ଇଚ୍ଛେ
- ଦି ବଙ୍ଗ୍ କନେକ୍ସନ୍
- ଅନୁରଣନ
- ଏକ୍ ଟୁକ୍ରୋ ଚାନ୍ଦ
- ବାଲେଗୁଙ୍ଗେ କୋର୍ଟ
- ଦୋସାର୍
- ଏକ୍ ଯେ ଆଛେ କନ୍ୟା
- ବକ୍ସ ନଂ. ୧୩୧୩
- ଆମ୍ରା
- ତୀନ୍ ଏକ୍କେ ତୀନ୍
- ଆମି ଆଡ଼ୁ
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଚ୍ୟାନେଲ୍ | ମନ୍ତବ୍ୟ |
---|---|---|---|
୨୦୦୫–୨୦୦୭ | ଏକ୍ଦିନ୍ ପ୍ରତିଦିନ | ଜୀ ବାଂଲା | |
୨୦୦୯–୨୦୧୦ | ଏଖାନେ ଆକେଶ ନୀଲ୍ | ଷ୍ଟାର୍ ଜଲ୍ସା | |
୨୦୧୦–୨୦୧୧ | ଗାନେର ଓପାରେ | ||
୨୦୧୧–୨୦୧୨ | ଅଦ୍ୱିତୀୟ | ||
ନାୟିକା | ସନନ୍ଦ ଟିଭି | ||
୨୦୧୨ | ଘୋରେ ଫେରାର ଗାଆଁ | ଷ୍ଟାର୍ ଜଲ୍ସା | ପରେ, ନମିତା ଚକ୍ରବର୍ତ୍ତୀ ଏହି ଭୂମିକାରେ କାମ କରିଥିଲେ |
୨୦୧୩ | ରୋଶ୍ନୀ | ଇଟିଭି ବାଂଲା | |
୨୦୧୨–୨୦୧୪ | ଅଗ୍ନିପରୀକ୍ଷା | ଜୀ ବାଂଲା | |
୨୦୧୩– ୨୦୧୭ | ବୋଧୁବୋରୋନ | ଷ୍ଟାର୍ ଜଲ୍ସା | |
୨୦୧୮–୨୦୨୦ | ଇରାବୋତିର୍ ଚୁପ୍କୋଥା | ||
୨୦୨୨–୨୦୨୪ | ହରଗୌରୀ ପିସ୍ ହୋଟେଲ୍ | ପରେ, ତୁଲିକା ବାସୁ ଏହି ଭୂମିକାରେ କାମ କରିଥିଲେ |
ଅଭିନୀତ ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଓଟିଟି |
---|---|---|
୨୦୧୮ | ଇନ୍ ଦେୟାର୍ ଲାଇଫ୍ | ଆଡ୍ଡାଟାଇମ୍ସ |
ଦି ବିଗ୍ ବଙ୍ଗ୍ କନେକ୍ସନ୍ | ସୋନିଲାଇଭ୍ | |
୨୦୧୯ | ପାପ୍ (ୱେବ୍ ସିରଜ୍), ସିଜିନ୍ ୧ | ହୋଇଚଇ |
୨୦୨୧ | ଶେଇ ଯେ ହୋଲୁଦ୍ ପଖି | |
ପାପ୍ (ୱେବ୍ ସିରଜ୍), ସିଜିନ୍ ୨ | ||
୨୦୨୨ | ସର୍ | କ୍ଲିକ୍ |
ଉତ୍ତରଣ | ହୋଇଚଇ | |
୨୦୨୩ | ଇନ୍ଦୁ ବାଲା ଭାତେର୍ ହୋଟେଲ୍ |
ଆଧାର
[ସମ୍ପାଦନା]- ↑ "Sabyasachi and Mithu in a short film - Times of India". The Times of India (in ଇଂରାଜୀ). Retrieved 12 January 2022.
- ↑ চক্রবর্তী, মিঠু. "Sabyasachi Chakraborty: কুরুশের কাঁটার মতোই আমার সারাক্ষণের সঙ্গী 'হ্যালো', সব্যসাচীর জন্মদিনে লিখলেন মিঠু". www.anandabazar.com (in Bengali). Retrieved 12 January 2022.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମିଠୁ ଚକ୍ରବର୍ତ୍ତୀ