Jump to content

ମିଠୁ ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
ମିଠୁ ଚକ୍ରବର୍ତ୍ତୀ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ
ବୈବାହିକ-ସାଥୀସବ୍ୟସାଚୀ ଚକ୍ରବର୍ତ୍ତୀ (ବିବାହ - ୧୯୮୬)
ସନ୍ତାନଗୌରବ ଚକ୍ରବର୍ତ୍ତୀ
ଅର୍ଜୁନ ଚକ୍ରବର୍ତ୍ତୀ
ସମ୍ପର୍କୀୟରିଧିମା ଘୋଷ (ବୋହୂ)

ମିଠୁ ଚକ୍ରବର୍ତ୍ତୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା ଧାରାବାହିକ, କଥାଚିତ୍ର ଓ ମଞ୍ଚରେ ଅଭିନୟ କରିଛନ୍ତି ।[] ସେ ବଙ୍ଗଳା ଅଭିନେତା ସବ୍ୟସାଚୀ ଚକ୍ରବର୍ତ୍ତୀଙ୍କ ପତ୍ନୀ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ତେନିଦା ଆଣ୍ଡ୍ କୋ.
  • ମିଷ୍ଟ୍ରେସ୍ ଚାଟାର୍ଜୀ ଭର୍ସେସ୍ ନର୍‌ୱେ
  • ମିନି
  • ବର୍ଣ୍ଣପରିଚୟ
  • ଅନୁରୁପ/ମିରର୍ ଇମେଜ୍
  • କ୍ରିସ୍‌କ୍ରସ୍
  • ମାଛେର୍ ଝୋଲ୍
  • ପରି
  • ବିବାହ ଡାଏରିସ୍
  • ଏମ୍.ଏସ୍. ଧୋନି: ଦି ଅନ୍‌ଟୋଲ୍ଡ ଷ୍ଟୋରୀ
  • ରୂପକଥା ନୋଏ
  • ତୋର ନାମ୍
  • ମୁକ୍ତଧାରା
  • ଚାପଲିନ୍
  • ଅଜବ ପ୍ରେମ ଏବଂ
  • ଇଚ୍ଛେ
  • ଦି ବଙ୍ଗ୍ କନେକ୍ସନ୍
  • ଅନୁରଣନ
  • ଏକ୍ ଟୁକ୍ରୋ ଚାନ୍ଦ
  • ବାଲେଗୁଙ୍ଗେ କୋର୍ଟ
  • ଦୋସାର୍
  • ଏକ୍ ଯେ ଆଛେ କନ୍ୟା
  • ବକ୍ସ ନଂ. ୧୩୧୩
  • ଆମ୍‌ରା
  • ତୀନ୍ ଏକ୍କେ ତୀନ୍
  • ଆମି ଆଡ଼ୁ

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଚ୍ୟାନେଲ୍ ମନ୍ତବ୍ୟ
୨୦୦୫–୨୦୦୭ଏକ୍‌ଦିନ୍ ପ୍ରତିଦିନଜୀ ବାଂଲା
୨୦୦୯–୨୦୧୦ଏଖାନେ ଆକେଶ ନୀଲ୍ଷ୍ଟାର୍ ଜଲ୍‌ସା
୨୦୧୦–୨୦୧୧ଗାନେର ଓପାରେ
୨୦୧୧–୨୦୧୨ଅଦ୍ୱିତୀୟ
ନାୟିକାସନନ୍ଦ ଟିଭି
୨୦୧୨ଘୋରେ ଫେରାର ଗାଆଁଷ୍ଟାର୍ ଜଲ୍‌ସା ପରେ, ନମିତା ଚକ୍ରବର୍ତ୍ତୀ ଏହି ଭୂମିକାରେ କାମ କରିଥିଲେ
୨୦୧୩ରୋଶ୍ନୀଇଟିଭି ବାଂଲା
୨୦୧୨–୨୦୧୪ଅଗ୍ନିପରୀକ୍ଷାଜୀ ବାଂଲା
୨୦୧୩– ୨୦୧୭ବୋଧୁବୋରୋନଷ୍ଟାର୍ ଜଲ୍‌ସା
୨୦୧୮–୨୦୨୦ ଇରାବୋତିର୍ ଚୁପ୍‌କୋଥା
୨୦୨୨–୨୦୨୪ହରଗୌରୀ ପିସ୍ ହୋଟେଲ୍ ପରେ, ତୁଲିକା ବାସୁ ଏହି ଭୂମିକାରେ କାମ କରିଥିଲେ

ଅଭିନୀତ ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଓଟିଟି
୨୦୧୮ଇନ୍ ଦେୟାର୍ ଲାଇଫ୍ଆଡ୍ଡାଟାଇମ୍ସ
ଦି ବିଗ୍ ବଙ୍ଗ୍ କନେକ୍ସନ୍ସୋନିଲାଇଭ୍
୨୦୧୯ପାପ୍ (ୱେବ୍ ସିରଜ୍), ସିଜିନ୍ ୧ହୋଇଚଇ
୨୦୨୧ଶେଇ ଯେ ହୋଲୁଦ୍ ପଖି
ପାପ୍ (ୱେବ୍ ସିରଜ୍), ସିଜିନ୍ ୨
୨୦୨୨ସର୍କ୍ଲିକ୍
ଉତ୍ତରଣହୋଇଚଇ
୨୦୨୩ଇନ୍ଦୁ ବାଲା ଭାତେର୍ ହୋଟେଲ୍
  1. "Sabyasachi and Mithu in a short film - Times of India". The Times of India (in ଇଂରାଜୀ). Retrieved 12 January 2022.
  2. চক্রবর্তী, মিঠু. "Sabyasachi Chakraborty: কুরুশের কাঁটার মতোই আমার সারাক্ষণের সঙ্গী 'হ্যালো', সব্যসাচীর জন্মদিনে লিখলেন মিঠু". www.anandabazar.com (in Bengali). Retrieved 12 January 2022.

ବାହାର ଲିଙ୍କ୍

[ସମ୍ପାଦନା]