ମିଟାପିଭାଟ
ଦେଖଣା
(Mitapivatରୁ ଲେଉଟି ଆସିଛି)
Clinical data | |
---|---|
Trade names | Pyrukynd |
Synonyms | AG-348 |
AHFS/Drugs.com | monograph |
data | |
Routes of administration | By mouth |
Legal status | |
Legal status | |
Chemical and physical data | |
Formula | C24H26N4O3S |
Molar mass | ୪୫୦.୫୬ g·mol−1 |
3D model (JSmol) | |
| |
|
ମିଟାପିଭାଟ (ଇଂରାଜୀ ଭାଷାରେ Mitapivat), ପିରୁକିଣ୍ଡ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପାଇରୁଭେଟ କାଇନେଜ ଅଭାବ ଥିବା ହେମୋଲାଇଟିକ ରକ୍ତହୀନତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଏହା ବୟସ୍କମାନଙ୍କ ପାଇଁ ଅନୁମୋଦିତ ।[୧] ଏହା ପାଟିରେ ଦିଆଯାଏ | [୨]
ଟାସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବାରେ ଅସୁବିଧା, ପିଠି ଯନ୍ତ୍ରଣା, ଅଇ, ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[୨] [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।| [୨] ଏହା ଏକ ପାଇରୁଭେଟ କାଇନେଜ ସକ୍ରିୟକାରୀ ବା ଆକ୍ଟିଭେଟର୍ ।[୨]
୨୦୨୨ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ମିଟାପିଭାଟକୁ ଅନୁମୋଦନ କରାଯାଇଥିଲା [୨] [୧] ଯୁକ୍ତରାଷ୍ଟ୍ରରେ ୪ ସପ୍ତାହର ଚିକିତ୍ସା ସୁଦ୍ଧା ପ୍ରାୟ ୨୭,୦୦୦ଡଲାର ଅଟେ [୩] ୨୦୨୨2 ସୁଦ୍ଧା ବ୍ରିଟେନରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Pyrukynd EPAR". European Medicines Agency (EMA). 14 September 2022. Archived from the original on 6 December 2022. Retrieved 5 December 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Pyrukynd- mitapivat tablet, film coated Pyrukynd- mitapivat kit". DailyMed. 23 February 2022. Archived from the original on 3 March 2022. Retrieved 3 March 2022.
- ↑ "Pyrukynd Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 11 December 2022.
- ↑ "Mitapivat". SPS - Specialist Pharmacy Service. 3 November 2019. Archived from the original on 12 August 2022. Retrieved 11 December 2022.