Jump to content

ମିଟାପିଭାଟ

ଉଇକିପିଡ଼ିଆ‌ରୁ
ମିଟାପିଭାଟ
Clinical data
Trade namesPyrukynd
SynonymsAG-348
AHFS/Drugs.commonograph
data
Routes of
administration
By mouth
Legal status
Legal status
Chemical and physical data
FormulaC24H26N4O3S
Molar mass୪୫୦.୫୬ g·mol−1
3D model (JSmol)
  • O=C(N1CCN(CC2CC2)CC1)C1=CC=C(NS(=O)(=O)C2=CC=CC3=C2N=CC=C3)C=C1
  • InChI=1S/C24H26N4O3S/c29-24(28-15-13-27(14-16-28)17-18-6-7-18)20-8-10-21(11-9-20)26-32(30,31)22-5-1-3-19-4-2-12-25-23(19)22/h1-5,8-12,18,26H,6-7,13-17H2
  • Key:XAYGBKHKBBXDAK-UHFFFAOYSA-N

ମିଟାପିଭାଟ (ଇଂରାଜୀ ଭାଷାରେ Mitapivat), ପିରୁକିଣ୍ଡ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପାଇରୁଭେଟ କାଇନେଜ ଅଭାବ ଥିବା ହେମୋଲାଇଟିକ ରକ୍ତହୀନତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା ବୟସ୍କମାନଙ୍କ ପାଇଁ ଅନୁମୋଦିତ ।[] ଏହା ପାଟିରେ ଦିଆଯାଏ | []

ଟାସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବାରେ ଅସୁବିଧା, ପିଠି ଯନ୍ତ୍ରଣା, ଅଇ, ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[] [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।| [] ଏହା ଏକ ପାଇରୁଭେଟ କାଇନେଜ ସକ୍ରିୟକାରୀ ବା ଆକ୍ଟିଭେଟର୍ ।[]

୨୦୨୨ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ମିଟାପିଭାଟକୁ ଅନୁମୋଦନ କରାଯାଇଥିଲା [] [] ଯୁକ୍ତରାଷ୍ଟ୍ରରେ ୪ ସପ୍ତାହର ଚିକିତ୍ସା ସୁଦ୍ଧା ପ୍ରାୟ ୨୭,୦୦୦ଡଲାର ଅଟେ [] ୨୦୨୨2 ସୁଦ୍ଧା ବ୍ରିଟେନରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ []

  1. 1 2 3 4 5 6 7 "Pyrukynd- mitapivat tablet, film coated Pyrukynd- mitapivat kit". DailyMed. 23 February 2022. Archived from the original on 3 March 2022. Retrieved 3 March 2022.
  2. 1 2 3 4 "Pyrukynd EPAR". European Medicines Agency (EMA). 14 September 2022. Archived from the original on 6 December 2022. Retrieved 5 December 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  3. "Pyrukynd Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 11 December 2022.
  4. "Mitapivat". SPS - Specialist Pharmacy Service. 3 November 2019. Archived from the original on 12 August 2022. Retrieved 11 December 2022.