ମେଘା ଚକ୍ରବର୍ତ୍ତୀ
ଦେଖଣା
(Megha Chakrabortyରୁ ଲେଉଟି ଆସିଛି)
ମେଘା ଚକ୍ରବର୍ତ୍ତୀ | |
---|---|
ଜନ୍ମ | କଲିକତା, ପଶ୍ଚିମ ବଙ୍ଗ, ଭାରତ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୪–ଏବେଯାଏଁ |
ପ୍ରସିଦ୍ଧି |
|
ମେଘା ଚକ୍ରବର୍ତ୍ତୀ ବଙ୍ଗଳା କଥାଚିତ୍ର ଜଗତ ଓ ଦୂରଦର୍ଶନ ଧାରାବାହିକରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ ।[୧] ସେ ବିଭିନ୍ନ ଧରାବାହିକରେ କାମ କରିଛନ୍ତି; ତନ୍ମଧ୍ୟରୁ ଇମ୍ଲି ଧାରାବାହିକରେ ଇମ୍ଲି ରାଥୋଡ଼ ଭୂମିକା ପାଇଁ ସେ ଜଣାଶୁଣା ।
ଅଭିନୟ ଜୀବନ
[ସମ୍ପାଦନା]ସେ ବଙ୍ଗଳା ଦୂରଦର୍ଶନ ଧାରାବାହିକ ଜୋତୋ ହସି ତାତୋ ରାନ୍ନା ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୨] ସେ ହିନ୍ଦୀ ଧରାବାହିକ ବଡ଼ି ଦେବରାଣୀରେ କାମ କରିଥିଲେ ।[୩] ଏହାପରେ, ସେ ଖ୍ୱାବୋଁ କି ଜମିନ୍ ପାର୍[୪] ଓ ପେଶ୍ୱା ବାଜିରାଓ[୫] ଭଳି ଧାରାବାହିକରେ କାମ କରିଥିଲେ ଏବଂ କ୍ରିଷ୍ଣା ଚଲି ଲଣ୍ଡନ ଜରିଆରେ ଲୋକପ୍ରିୟତା ପାଇଥିଲେ ।[୬] ସେ କଥାଚିତ୍ର ଡେଜର୍ଟି ଟିଅର୍ସରେ ଗୁଲାଲ୍ ଭୂମିକା ମଧ୍ୟ କାମ କରିଥିଲେ ।[୭][୮]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମେ ପଶ୍ଚିମବଙ୍ଗର କଲିକତାରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୦୧୪ ମସିହାରେ ମୁମ୍ବାଇ ଯାଇଥିଲେ ।[୯]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୪ | ଆକ୍ସନ୍ | ରିନି | |
୨୦୧୮ | କନ୍ଫେସନ୍ | ମହିମା | କ୍ଷୁଦ୍ର ଚଳଚ୍ଚିତ୍ର |
୨୦୨୧ | ଡେଜର୍ଟି ଟିର୍ସ | ||
୨୦୨୩ | ଦି ରେଲ୍ୱେ ମେନ୍ |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ଆଧାର |
---|---|---|---|
୨୦୧୩ | ଜୋତୋ ହସି ତୋତୋ ରାନ୍ନା | ||
୨୦୧୫ | ବଡ଼ି ଦେବରାଣୀ | ରୀତି ପୋଦ୍ଦାର | [୧୦] |
୨୦୧୬–୨୦୧୭ | ଖ୍ୱାବୋଁ କି ଜମିନ୍ ପାର୍ | ନିୟତି ବାଜପେୟୀ | [୧୧][୧୨] |
୨୦୧୭ | ପେଶ୍ୱା ବାଜିରାଓ | ମସ୍ତାନୀ | [୧୩] |
୨୦୧୮–୨୦୧୯ | କ୍ରିଷ୍ଣା ଚଲି ଲଣ୍ଡନ | ଡ. କ୍ରିଷ୍ଣା ଦୁବେ ଶୁକ୍ଳା/ଡ. କ୍ରିଷ୍ଣା ଦୁବେ ସାହାୟେ | [୧୪][୧୫] |
୨୦୨୦–୨୦୨୧ | କାଟେଲା ଆଣ୍ଡ୍ ସନ୍ସ | ଗରିମା ରାଜୱନ୍ତ/ଗୁନ୍ନୁ | [୧୪][୧୫] |
୨୦୨୨–୨୦୨୩ | ଇମ୍ଲି | ଇମ୍ଲି ଅଥର୍ବ ରାଣା | [୧୪][୧୫] |
୨୦୨୨ | ସ୍ୱରାଜ – ଭାରତ କେ ସ୍ୱତନ୍ତ୍ରତା ସଂଗ୍ରାମ କି ସମଗ୍ର ଗାଥା | ଦେବି ଚୌଧୁରଣୀ | |
୨୦୨୪–ଏବେଯାଏଁ | ମିଶ୍ରି | ବାଣୀ |
ଅଭିନୀତ ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | କାର୍ଯ୍ୟକ୍ର | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ |
---|---|---|---|---|
୨୦୨୧ | ଦିଲ୍-ଇ-କାଉଚ୍ | ନିମା | ୟୁ-ଟ୍ୟୁବ୍ | ଶାହିଲ ପଲ୍ଙ୍କ ସହିତ ସହ-ପ୍ରଯୋଜକ |
ଅଭିନୀତ ମ୍ୟୁଜିକ୍ ଭିଡିଓ
[ସମ୍ପାଦନା]ବର୍ଷ | ମ୍ୟୁଜିକ୍ ଭିଡିଓ | ମ୍ୟୁଜିକ୍ ଲାବେଲ୍ | ମନ୍ତବ୍ୟ |
---|---|---|---|
୨୦୨୧ | ହୋ ତୁମ୍ କାହାଁ | ମିସ୍ମ୍ୟାନେଜ୍ଡ୍ କମ୍ପାନୀ | ଶାହିଲ ପଲ୍ଙ୍କ ସହିତ ସହ-ପ୍ରଯୋଜକ |
୨୦୨୨ | ତେରେ ବାଦ୍ ଫିର୍ କିସି ସେ | ବାବା ବିଟ୍ସ୍ |
ଆଧାର
[ସମ୍ପାଦନା]- ↑ "When actor Megha Chakraborty was given a Rs 100 note signed by Santa Claus". The Indian Express (in Indian English). 17 October 2016. Retrieved 30 August 2019.
- ↑ Biswas, Jaya (2 June 2018). "I would like to make a career in Bengali films: Megha Chakraborty". The Times of India. Retrieved 29 August 2018.
- ↑ Baddhan, Raj (6 June 2015). "Overnights: 'Badii Devrani' tops &TV UK ratings". BizAsia | Media, Entertainment, Showbiz, Events and Music (in ବ୍ରିଟିଶ୍ ଇଂରାଜୀ). Retrieved 30 August 2019.
- ↑ Razzaq, Sameena (27 November 2016). "I love partying and going for long drives, says Megha Chakraborty". The Asian Age. Retrieved 30 August 2019.
- ↑ "Sony TV's Peshwa Bajirao has finally found his Mastani". PINKVILLA (in ଇଂରାଜୀ). 28 June 2017. Archived from the original on 30 August 2019. Retrieved 30 August 2019.
- ↑ "Megha Chakraborty: Age doesn't matter to me". mid-day (in ଇଂରାଜୀ). 13 June 2018. Retrieved 30 August 2019.
- ↑ "Desert Tears". The Film Catalogue (in ଇଂରାଜୀ). Retrieved 30 August 2019.
- ↑ "Desert Tears – Adler & Associates Entertainment, Inc" (in ଆମେରିକୀୟ ଇଂରାଜୀ). Retrieved 30 August 2019.
- ↑ Service, Tribune News. "Adopt, don't buy… Megha Chakraborty urges fans". The Tribune (in ଇଂରାଜୀ). Archived from the original on 2 March 2023. Retrieved 10 September 2021.
- ↑ "Megha Chakraborty transforms into a Marwari bahu - Times of India". The Times of India (in ଇଂରାଜୀ). Retrieved 30 August 2019.
- ↑ "Megha Chakraborty takes a street dog home - Times of India". The Times of India (in ଇଂରାଜୀ). Retrieved 30 August 2019.
- ↑ Razzaq, Sameena (27 November 2016). "Friendship in dreamland". Deccan Chronicle (in ଇଂରାଜୀ). Archived from the original on 27 November 2016. Retrieved 30 August 2019.
- ↑ "Megha Chakraborty roped in as Mastani for Peshwa Bajirao - Times of India". The Times of India (in ଇଂରାଜୀ). Retrieved 30 August 2019.
- ↑ ୧୪.୦ ୧୪.୧ ୧୪.୨ "Megha Chakraborty: I do not use glycerin to emote on screen". mid-day (in ଇଂରାଜୀ). 18 January 2019. Retrieved 30 August 2019.
- ↑ ୧୫.୦ ୧୫.୧ ୧୫.୨ "Megha Chakraborty: Compared to other soaps, 'Krishna Chali London' wasn't promoted well - Times of India". The Times of India (in ଇଂରାଜୀ). Retrieved 30 August 2019.
ବାହାର ଲିଙ୍କ୍
[ସମ୍ପାଦନା]- ଫେସବୁକରେ ମେଘା ଚକ୍ରବର୍ତ୍ତୀ
- ଇଣ୍ଟରନେଟ ମୁଭି ଡାଟାବେସରେ ମେଘା ଚକ୍ରବର୍ତ୍ତୀ