ମୌଣ୍ଡାଦାନ ଚେଟ୍ଟି ଭାଷା
ଦେଖଣା
(Maundadan Chetti languageରୁ ଲେଉଟି ଆସିଛି)
ମୌଣ୍ଡାଦାନ ଚେଟ୍ଟି ଭାଷା | |
---|---|
Native to | ଭାରତ |
ଅଞ୍ଚଳ | ନୀଳଗିରି ଜିଲ୍ଲା, ତାମିଲନାଡ଼ୁ |
ମାତୃଭାଷୀ | e25 |
ଦ୍ରାବିଡ଼
| |
ତାମିଲ ଲିପି (ଅଧିକାଂଶ) ଓ ମାଲାୟାଲମ ଲିପି | |
ଭାଷା କୋଡ୍ | |
ISO ୬୩୯-୩ | cty |
ଗ୍ଲୋଟୋଲୋଗ | maun1243 ମୌଣ୍ଡାଦାନ ଚେଟ୍ଟି |
ମୌଣ୍ଡାଦାନ ଚେଟ୍ଟି ଭାଷା ବା ଚେଟ୍ଟି ଏକ ଭାରତୀୟ ଭାଷା । ଏହା ତାମିଲନାଡ଼ୁର ନୀଳଗିରି ଜିଲ୍ଲାରେ ଏବଂ ଭାରତର କେରଳର ୱାୟନାଡ଼ ଜିଲ୍ଲାରେ ଥିବା ମୌଣ୍ଡଦାନ ଚେଟ୍ଟି ସମ୍ପ୍ରଦାୟ ଦ୍ୱାରା କଥିତ ଭାରତର ଏକ କନ୍ନଡ଼ ଦକ୍ଷିଣ ଦ୍ରାବିଡ଼ ଭାଷା ଅଟେ ।[୧] ଏହାର ସର୍ବୋଚ୍ଚ ଶବ୍ଦୀୟ ସମାନତା ବଡ଼ଗା ସହିତ ରହିଛି, ଯାହାକୁ ଗୋଟିଏ ହିସାବରେ ୫୭% କୁହାଯାଏ ଏବଂ କନ୍ନଡ, ମାଲାୟାଲମ, ତାମିଲ ଓ ୱାୟନାଡ଼ାନ ଚେଟ୍ଟି ସହିତ ଏହାର ସାମଞ୍ଜସ୍ୟ (୪୭%-୪୧%) କିଛି ମାତ୍ରାରେ କମ୍ । ସେମାନଙ୍କୁ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ଲୋକେ ତାମିଲନାଡ଼ୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଆଧାର
[ସମ୍ପାଦନା]- ↑ Singh, Kumar Suresh (1993). People of India: Languages and scripts (in ଇଂରାଜୀ). Anthropological Survey of India. ISBN 978-0-19-563352-8.
ବାହାର ଆଧାର
[ସମ୍ପାଦନା]- Dhoraisingam, Samuel S. (2006). Peranakan Indians of Singapore and Melaka: Indian Babas and Nonyas—Chitty Melaka (in ଇଂରାଜୀ). Institute of Southeast Asian Studies. ISBN 978-981-230-346-2.
- Moraes, George M. (1990). The Kadamba Kula: A History of Ancient and Mediaeval Karnataka (in ଇଂରାଜୀ). Asian Educational Services. ISBN 978-81-206-0595-4.