ମାଲ୍‌ପୁରା

ଉଇକିପିଡ଼ିଆ ରୁ
(Malpura ରୁ ଲେଉଟି ଆସିଛି)
Jump to navigation Jump to search
Malpura
Maldev
city
Malpura is located in Rajasthan
Malpura
Malpura
Location in Rajasthan, India
ଅବସ୍ଥିତି: 26°17′N 75°23′E / 26.28°N 75.38°E / 26.28; 75.38Coordinates: 26°17′N 75°23′E / 26.28°N 75.38°E / 26.28; 75.38
ଦେଶ India
ରାଜ୍ୟRajasthan
ଜିଲ୍ଲାTonk
ଉଚ୍ଚତା332 m (1,089 ft)
ଜନସଂଖ୍ୟା (2001)
 • ମୋଟ୨୭,୨୪୨
ଭାଷା
 • ସରକାରୀHindi
IST (UTC+5:30)
ପିନ କୋଡ଼304502 304502

ମାଲ୍‌ପୁରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ତୋଙ୍କ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାଲ୍‌ପୁରା ୨୬.୨୮୮୦ ଉତ୍ତର ଅକ୍ଷାଂଶ ଓ ୭୫.୩୭୫୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୭୨ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଲ୍‌ପୁରା ସହରର ମୋଟ ଜନସଂଖ୍ୟା ୨୭୨୪୨ ଅଟେ ।[୨] ସେଥି ମଧ୍ୟରୁ ୫୧.୬୦% ଜଣ ପରୁଷ ହୋଇଥିବା ବେଳେ ୪୮.୪୦% ଜଣ ନାରୀ ଅଟନ୍ତି । ମାଲ୍‌ପୁରାର ସାକ୍ଷରତା ହାର ୬୨.୧୦% ଅଟେ । ଏହା ଜାତୀୟ ହାର ଠାରୁ ୨.୭୪% ପ୍ରତିଶତ କମ ଅଟେ । ସେଥିରୁ ୩୭.୬୬% ପ୍ରତିଶତ ପୁରୁଷ ଓ ୨୪.୪୪% ନାରୀ ଅଟନ୍ତି । ୧୬.୬୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ମାଲ୍‌ପୁରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]