ମଳୟା ଗୋସ୍ୱାମୀ
ଦେଖଣା
(Malaya Goswamiରୁ ଲେଉଟି ଆସିଛି)
ମଳୟା ଗୋସ୍ୱାମୀ | |
---|---|
ବୃତ୍ତି | ଅଭିନେତ୍ରୀ |
ବୈବାହିକ-ସାଥୀ | ପ୍ରଦୀପ ଗୋସ୍ୱାମୀ |
ସନ୍ତାନ | ନିଶିତା ଗୋସ୍ୱାମୀ |
ମଳୟା ଗୋସ୍ୱାମୀ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ଅହମିୟା କଥାଚିତ୍ର ଜଗତରେ କାମ କରନ୍ତି । ୧୯୯୨ ମସିହାରେ ସେ ତାଙ୍କ ଅଭିନୀତ କଥାଚିତ୍ର ଫିରିଙ୍ଗୋଟି ପାଇଁ ୩୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମଳୟା ୧୯୮୧ ମସିହାରେ ପ୍ରଦୀପ ଗୋସ୍ୱାମୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇ ଜଣ ଝିଅ ଅଛନ୍ତି; ନିମିଷା ଗୋସ୍ୱାମୀ ଏବଂ ନିଶିତା ଗୋସ୍ୱାମୀ । ନିଶିତା ମଧ୍ୟ ଜଣେ ଅଭିନେତ୍ରୀ ।[୨][୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]- କ୍ୟାଲେଣ୍ଡର (୨୦୧୭)
- ଭାଲ ପାବୋ ନାଜାନିଲୁ (୨୦୧୩)
- ପୋଲେ ପୋଲେ ଉରେ ମୋନ୍ (୨୦୧୧)
- ଶ୍ରୀମନ୍ତ ଶଙ୍କରଦେବ (୨୦୧୦)
- ଜୀବନ ବାତୋର୍ ଲଗୋରି (୨୦୦୯)
- କନିକାର ରାମଧେନୁ (୨୦୦୩)
- ଶେଷ ଉପହାର (୨୦୦୧)
- ଦମନ: ଏ ଭିକ୍ଟିମ୍ ଅଫ୍ ମେରିଟାଲ୍ ଭାଇଓଲାନ୍ସ (୨୦୦୧)
- ଆଇ କିଲ୍ଡ୍ ହିମ୍, ସାର୍ (୧୯୯୫)
- ଫିରିଙ୍ଗୋଟି (ଦି ସ୍ପାର୍କ) (୧୯୯୨)
- ଉତ୍ତରକାଳ (୧୯୯୦)
- ସିରାଜ୍ (୧୯୯୮)
- ସର୍ବଜନ (୧୯୮୫)
- ମାଆ (୧୯୮୬)
- ଅଗ୍ନିସ୍ନାନ୍ (୧୯୮୫)
ଆଧାର
[ସମ୍ପାଦନା]- ↑ "Delhi to host first festival of films from Assam". India Glitz. 1 January 2006. Archived from the original on 24 September 2015. Retrieved 31 March 2019.
- ↑ "Nishita Goswami married to Sayan Chakravarty". Assam Journal. Archived from the original on 30 May 2017. Retrieved 3 July 2015.
- ↑ "Milanar Ring Mari Matisu is One of Best Modern Assamese Song by Nishita Goswami". Archived from the original on 18 February 2013. Retrieved 3 May 2014.
ବାହାର ଲିଙ୍କ୍
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ମଳୟା ଗୋସ୍ୱାମୀ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ମଳୟା ଗୋସ୍ୱାମୀ