ମଳୟା ଗୋସ୍ୱାମୀ

ଉଇକିପିଡ଼ିଆ‌ରୁ
ମଳୟା ଗୋସ୍ୱାମୀ
୨୦୧୩ ମସିହାରେ ମଳୟା ଗୋସ୍ୱାମୀ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀପ୍ରଦୀପ ଗୋସ୍ୱାମୀ
ସନ୍ତାନନିଶିତା ଗୋସ୍ୱାମୀ

ମଳୟା ଗୋସ୍ୱାମୀ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ଅହମିୟା କଥାଚିତ୍ର ଜଗତରେ କାମ କରନ୍ତି । ୧୯୯୨ ମସିହାରେ ସେ ତାଙ୍କ ଅଭିନୀତ କଥାଚିତ୍ର ଫିରିଙ୍ଗୋଟି ପାଇଁ ୩୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ମଳୟା ୧୯୮୧ ମସିହାରେ ପ୍ରଦୀପ ଗୋସ୍ୱାମୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇ ଜଣ ଝିଅ ଅଛନ୍ତି; ନିମିଷା ଗୋସ୍ୱାମୀ ଏବଂ ନିଶିତା ଗୋସ୍ୱାମୀ । ନିଶିତା ମଧ୍ୟ ଜଣେ ଅଭିନେତ୍ରୀ ।[୨][୩]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • କ୍ୟାଲେଣ୍ଡର (୨୦୧୭)
  • ଭାଲ ପାବୋ ନାଜାନିଲୁ (୨୦୧୩)
  • ପୋଲେ ପୋଲେ ଉରେ ମୋନ୍ (୨୦୧୧)
  • ଶ୍ରୀମନ୍ତ ଶଙ୍କରଦେବ (୨୦୧୦)
  • ଜୀବନ ବାତୋର୍ ଲଗୋରି (୨୦୦୯)
  • କନିକାର ରାମଧେନୁ (୨୦୦୩)
  • ଶେଷ ଉପହାର (୨୦୦୧)
  • ଦମନ: ଏ ଭିକ୍ଟିମ୍ ଅଫ୍ ମେରିଟାଲ୍ ଭାଇଓଲାନ୍ସ (୨୦୦୧)
  • ଆଇ କିଲ୍‌ଡ୍ ହିମ୍, ସାର୍ (୧୯୯୫)
  • ଫିରିଙ୍ଗୋଟି (ଦି ସ୍ପାର୍କ) (୧୯୯୨)
  • ଉତ୍ତରକାଳ (୧୯୯୦)
  • ସିରାଜ୍ (୧୯୯୮)
  • ସର୍ବଜନ (୧୯୮୫)
  • ମାଆ (୧୯୮୬)
  • ଅଗ୍ନିସ୍ନାନ୍ (୧୯୮୫)

ଆଧାର[ସମ୍ପାଦନା]

  1. "Delhi to host first festival of films from Assam". India Glitz. 1 January 2006. Archived from the original on 24 September 2015. Retrieved 31 March 2019.
  2. "Nishita Goswami married to Sayan Chakravarty". Assam Journal. Archived from the original on 30 May 2017. Retrieved 3 July 2015.
  3. "Milanar Ring Mari Matisu is One of Best Modern Assamese Song by Nishita Goswami". Archived from the original on 18 February 2013. Retrieved 3 May 2014.

ବାହାର ଲିଙ୍କ୍[ସମ୍ପାଦନା]