ମାଧୁରୀ ବ୍ରଗାଞ୍ଜା
ଦେଖଣା
(Madhuri Braganzaରୁ ଲେଉଟି ଆସିଛି)
ମାଧୁରୀ ବ୍ରଗାଞ୍ଜା | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି |
|
ସକ୍ରିୟ ବର୍ଷ | ୨୦୧୮ – ଏବେଯାଏଁ |
ମାଧୁରୀ ବ୍ରଗାଞ୍ଜା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମାଲାୟାଲମ୍ କଥାଚିତ୍ର ଜଗତରେ କାମ କରନ୍ତି । ସେ କିଛି କନ୍ନଡ଼-ଭାଷାର କଥାଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।
ଅଭିନୟ ଜୀବନ
[ସମ୍ପାଦନା]ସେ ମାଲାୟାଲମ୍ କଥାଚିତ୍ର ଏଣ୍ଟେ ମେଜୁଥୀରି ଆଥାଜଙ୍ଗାଲ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୨୦୧୮ ମସିହାରେ ଜୋସେଫ୍ କଥାଚିତ୍ରରେ ତାଙ୍କ ଅଭିନୀତ ଭୂମିକା ପାଇଁ ତାଙ୍କୁ ଲୋକିପ୍ରିୟତା ମିଳିଥିଲା ।[୧] ସେ ଇତ୍ୟମାନି: ମେଡ୍ ଇନ୍ ଚାଇନାରେ ଦକ୍ଷିଣ ଭାରତର ଜଣାଶୁଣା ଅଭିନେତା ମୋହଲାଲଙ୍କ ସହିତ କାମ କରିଥିଲେ ।[୨]
ପଟ୍ଟାଭିରମଣ ଶୀର୍ଷକ ମାଲାୟାଲମ୍ ଚଳଚ୍ଚିତ୍ରରେ ସେ ଜଣେ ସାମ୍ବାଦିକାଙ୍କ ଚରିତ୍ରରେ ଅଭିନୟ କରିଥିଲେ ।[୩] ସେ ୨୦୨୦ ମସିହାରେ ସେ କନ୍ନଡ଼ ଚଳଚ୍ଚିତ୍ର କୁଷ୍ ଜରିଆରେ କନ୍ନଡ଼ କଥାଚିତ୍ର ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୪] ଅଲ୍ ମଲ୍ଲୁ ଶୀର୍ଷକ ମାଲାୟାଲାମ୍ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ କଣ୍ଠଦାନ କରିଥିଲେ ।[୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭାଷା | ଭୂମିକା |
---|---|---|---|
2018 | ଏଣ୍ଟେ ମେଜୁଥୀରି ଆଥାଜଙ୍ଗାଲ | ମାଲାୟାଲମ୍ | ପରମିତା ଛେଲ୍ |
ଜୋସେଫ୍ | ଲିସାମ୍ମା | ||
2019 | ପଟ୍ଟାଭିରମଣ | ମାୟା | |
ଇତ୍ୟମାନି: ମେଡ୍ ଇନ୍ ଚାଇନା | ଥିୟାମ୍ମା | ||
2020 | ଅଲ୍ ମଲ୍ଲୁ | କଣ୍ଠଶିଳ୍ପୀ/ଅତିଥି କଳାକାର | |
କୁଷ୍କା | କନ୍ନଡ଼ | ମାଇମୁନ୍ | |
2022 | ପଥୋନପଥମ୍ ନୁଥାଣ୍ଡୁ | ମାଲାୟାଲମ୍ | କଥା |
ଆଧାର
[ସମ୍ପାଦନା]- ↑ "Joseph actress Madhuri's stunning transformation will inspire you". OnManorama (in ଇଂରାଜୀ). Retrieved 2020-04-15.
- ↑ "Madhuri Braganza: It was amazing to work with Mohanlal sir and shoot in China - Times of India". The Times of India (in ଇଂରାଜୀ). Retrieved 2020-04-15.
- ↑ "'I will expose whatever I want': 'Joseph' actress Madhuri Braganza - Times of India". The Times of India (in ଇଂରାଜୀ). Retrieved 2020-04-15.
- ↑ "A Bengalurean extrabraganza". Deccan Herald (in ଇଂରାଜୀ). 2020-03-13. Retrieved 2020-04-15.
- ↑ "പിന്നണി ഗായികയായി മാധുരി; ആദ്യ ചിത്രം അല് മല്ലു". Asianet News Network Pvt Ltd (in ମାଲାୟଲମ୍). Retrieved 2020-04-27.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମାଧୁରୀ ବ୍ରଗାଞ୍ଜା