ମାଧୁରୀ ବ୍ରଗାଞ୍ଜା

ଉଇକିପିଡ଼ିଆ‌ରୁ
ମାଧୁରୀ ବ୍ରଗାଞ୍ଜା
ଜାତୀୟତାଭାରତୀୟ
ବୃତ୍ତି
  • ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୮ – ଏବେଯାଏଁ

ମାଧୁରୀ ବ୍ରଗାଞ୍ଜା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମାଲାୟାଲମ୍ କଥାଚିତ୍ର ଜଗତରେ କାମ କରନ୍ତି । ସେ କିଛି କନ୍ନଡ଼-ଭାଷାର କଥାଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ସେ ମାଲାୟାଲମ୍ କଥାଚିତ୍ର ଏଣ୍ଟେ ମେଜୁଥୀରି ଆଥାଜଙ୍ଗାଲ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୨୦୧୮ ମସିହାରେ ଜୋସେଫ୍ କଥାଚିତ୍ରରେ ତାଙ୍କ ଅଭିନୀତ ଭୂମିକା ପାଇଁ ତାଙ୍କୁ ଲୋକିପ୍ରିୟତା ମିଳିଥିଲା ।[୧] ସେ ଇତ୍ୟମାନି: ମେଡ୍ ଇନ୍ ଚାଇନାରେ ଦକ୍ଷିଣ ଭାରତର ଜଣାଶୁଣା ଅଭିନେତା ମୋହଲାଲଙ୍କ ସହିତ କାମ କରିଥିଲେ ।[୨]

ପଟ୍ଟାଭିରମଣ ଶୀର୍ଷକ ମାଲାୟାଲମ୍ ଚଳଚ୍ଚିତ୍ରରେ ସେ ଜଣେ ସାମ୍ବାଦିକାଙ୍କ ଚରିତ୍ରରେ ଅଭିନୟ କରିଥିଲେ ।[୩] ସେ ୨୦୨୦ ମସିହାରେ ସେ କନ୍ନଡ଼ ଚଳଚ୍ଚିତ୍ର କୁଷ୍ ଜରିଆରେ କନ୍ନଡ଼ କଥାଚିତ୍ର ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୪] ଅଲ୍ ମଲ୍ଲୁ ଶୀର୍ଷକ ମାଲାୟାଲାମ୍ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ କଣ୍ଠଦାନ କରିଥିଲେ ।[୫]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭାଷା ଭୂମିକା
2018 ଏଣ୍ଟେ ମେଜୁଥୀରି ଆଥାଜଙ୍ଗାଲ ମାଲାୟାଲମ୍ ପରମିତା ଛେଲ୍
ଜୋସେଫ୍ ଲିସାମ୍ମା
2019 ପଟ୍ଟାଭିରମଣ ମାୟା
ଇତ୍ୟମାନି: ମେଡ୍ ଇନ୍ ଚାଇନା ଥିୟାମ୍ମା
2020 ଅଲ୍ ମଲ୍ଲୁ କଣ୍ଠଶିଳ୍ପୀ/ଅତିଥି କଳାକାର
କୁଷ୍କା କନ୍ନଡ଼ ମାଇମୁନ୍
2022 ପଥୋନପଥମ୍ ନୁଥାଣ୍ଡୁ ମାଲାୟାଲମ୍ କଥା

ଆଧାର[ସମ୍ପାଦନା]

  1. "Joseph actress Madhuri's stunning transformation will inspire you". OnManorama (in ଇଂରାଜୀ). Retrieved 2020-04-15.
  2. "Madhuri Braganza: It was amazing to work with Mohanlal sir and shoot in China - Times of India". The Times of India (in ଇଂରାଜୀ). Retrieved 2020-04-15.
  3. "'I will expose whatever I want': 'Joseph' actress Madhuri Braganza - Times of India". The Times of India (in ଇଂରାଜୀ). Retrieved 2020-04-15.
  4. "A Bengalurean extrabraganza". Deccan Herald (in ଇଂରାଜୀ). 2020-03-13. Retrieved 2020-04-15.
  5. "പിന്നണി ഗായികയായി മാധുരി; ആദ്യ ചിത്രം അല്‍ മല്ലു". Asianet News Network Pvt Ltd (in ମାଲାୟଲମ୍). Retrieved 2020-04-27.

ବାହାର ଲିଙ୍କ୍[ସମ୍ପାଦନା]