Jump to content

ଲିଫିଟେଗ୍ରାଷ୍ଟ

ଉଇକିପିଡ଼ିଆ‌ରୁ
(Lifitegrastରୁ ଲେଉଟି ଆସିଛି)
ଲିଫିଟେଗ୍ରାଷ୍ଟ
Clinical data
PronunciationXiidra /ˈzdrə/[]
Trade namesXiidra
SynonymsSAR-1118
AHFS/Drugs.commonograph
MedlinePlusa616039
Pregnancy
category
  • AU: B1
  • US: N (Not classified yet)
    Routes of
    administration
    Eye drops
    Legal status
    Legal status
    Identifiers
    • N-{[2-(1-Benzofuran-6-ylcarbonyl)-5,7-dichloro-1,2,3,4-tetrahydro-6-isoquinolinyl]carbonyl}-3-(methylsulfonyl)-L-phenylalanine
    Chemical and physical data
    FormulaC29H24Cl2N2O7S
    Molar mass୬୧୫.୪୮ g·mol−1
    3D model (JSmol)
    • CS(=O)(=O)c1cccc(c1)C[C@@H](C(=O)O)NC(=O)c2c(cc3c(c2Cl)CCN(C3)C(=O)c4ccc5ccoc5c4)Cl
    • InChI=1S/C29H24Cl2N2O7S/c1-41(38,39)20-4-2-3-16(11-20)12-23(29(36)37)32-27(34)25-22(30)13-19-15-33(9-7-21(19)26(25)31)28(35)18-6-5-17-8-10-40-24(17)14-18/h2-6,8,10-11,13-14,23H,7,9,12,15H2,1H3,(H,32,34)(H,36,37)/t23-/m0/s1
    • Key:JFOZKMSJYSPYLN-QHCPKHFHSA-N

    ଲିଫିଟେଗ୍ରାଷ୍ଟ (ଇଂରାଜୀ ଭାଷାରେ Lifitegrast), ଜିଡ୍ରା (Xiidra) ଏହାର ଏକ ବେପାର ନାମ, ଶୁଷ୍କ ଚକ୍ଷୁର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଏହାର ଲାଭ ଏହାର କ୍ଷତିଠାରୁ ଅଧିକ କି ନାହିଁ ତାହା ଅସ୍ପଷ୍ଟ ରହିଛି। ।[] [] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ପଷ୍ଟ ଦୃଷ୍ଟି, ନାଲି ଆଖି, ମୁଣ୍ଡବିନ୍ଧା, ସ୍ୱାଦର ପରିବର୍ତ୍ତନ ଏବଂ ଗଲୁ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ବିଷୟ ସ୍ପଷ୍ଟ ନୁହେଁ ।[] ଏହାଟି ଜୀବକୋଷକୁ ପ୍ରତିରୋଧ କରି ପ୍ରଦାହ ହ୍ରାସ କରେ ।[]

    ୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲିଫିଟେଗ୍ରାଷ୍ଟ ଅନୁମୋଦିତ ହୋଇଥିଲା ।[] ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ନୁହେଁ ।[] [] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ଏହାର ଖର୍ଚ୍ଚ ପ୍ରାୟ ୫୮୦ ଡଲାର ।[]

    1. "Patient information: Xiidra® (ZYE-druh) (lifitegrast ophthalmic solution) 5% for topical ophthalmic use" (PDF). Novartis. June 2020. Archived (PDF) from the original on 2021-02-13. Retrieved 2021-02-05.
    2. 1 2 3 4 "Lifitegrast Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 22 November 2021.
    3. 1 2 3 "Lifitegrast". SPS - Specialist Pharmacy Service. 8 February 2016. Archived from the original on 11 December 2021. Retrieved 23 November 2021.
    4. 1 2 "Xiidra: Withdrawal of the marketing authorisation application". Archived from the original on 14 November 2021. Retrieved 23 November 2021.
    5. "Lifitegrast ophthalmic (Xiidra) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 23 November 2021.
    6. "Lifitegrast Prices, Coupons & Savings Tips - GoodRx". GoodRx. Archived from the original on 28 October 2016. Retrieved 23 November 2021.