Jump to content

ଲିଫିଟେଗ୍ରାଷ୍ଟ

ଉଇକିପିଡ଼ିଆ‌ରୁ
ଲିଫିଟେଗ୍ରାଷ୍ଟ
Clinical data
PronunciationXiidra /ˈzaɪdrə/[୧]
Trade namesXiidra
SynonymsSAR-1118
AHFS/Drugs.commonograph
MedlinePlusa616039
Pregnancy
category
  • AU: B1
  • US: N (Not classified yet)
    Routes of
    administration
    Eye drops
    Legal status
    Legal status
    Identifiers
    • N-{[2-(1-Benzofuran-6-ylcarbonyl)-5,7-dichloro-1,2,3,4-tetrahydro-6-isoquinolinyl]carbonyl}-3-(methylsulfonyl)-L-phenylalanine
    Chemical and physical data
    FormulaC29H24Cl2N2O7S
    Molar mass୬୧୫.୪୮ g·mol−1
    3D model (JSmol)
    • CS(=O)(=O)c1cccc(c1)C[C@@H](C(=O)O)NC(=O)c2c(cc3c(c2Cl)CCN(C3)C(=O)c4ccc5ccoc5c4)Cl
    • InChI=1S/C29H24Cl2N2O7S/c1-41(38,39)20-4-2-3-16(11-20)12-23(29(36)37)32-27(34)25-22(30)13-19-15-33(9-7-21(19)26(25)31)28(35)18-6-5-17-8-10-40-24(17)14-18/h2-6,8,10-11,13-14,23H,7,9,12,15H2,1H3,(H,32,34)(H,36,37)/t23-/m0/s1
    • Key:JFOZKMSJYSPYLN-QHCPKHFHSA-N

    ଲିଫିଟେଗ୍ରାଷ୍ଟ (ଇଂରାଜୀ ଭାଷାରେ Lifitegrast), ଜିଡ୍ରା (Xiidra) ଏହାର ଏକ ବେପାର ନାମ, ଶୁଷ୍କ ଚକ୍ଷୁର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଏହାର ଲାଭ ଏହାର କ୍ଷତିଠାରୁ ଅଧିକ କି ନାହିଁ ତାହା ଅସ୍ପଷ୍ଟ ରହିଛି। ।[୩] [୪] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୨]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ପଷ୍ଟ ଦୃଷ୍ଟି, ନାଲି ଆଖି, ମୁଣ୍ଡବିନ୍ଧା, ସ୍ୱାଦର ପରିବର୍ତ୍ତନ ଏବଂ ଗଲୁ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ବିଷୟ ସ୍ପଷ୍ଟ ନୁହେଁ ।[୫] ଏହାଟି ଜୀବକୋଷକୁ ପ୍ରତିରୋଧ କରି ପ୍ରଦାହ ହ୍ରାସ କରେ ।[୩]

    ୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲିଫିଟେଗ୍ରାଷ୍ଟ ଅନୁମୋଦିତ ହୋଇଥିଲା ।[୨] ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ନୁହେଁ ।[୩] [୪] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ଏହାର ଖର୍ଚ୍ଚ ପ୍ରାୟ ୫୮୦ ଡଲାର ।[୬]

    1. ↑ "Patient information: Xiidra® (ZYE-druh) (lifitegrast ophthalmic solution) 5% for topical ophthalmic use" (PDF). Novartis. June 2020. Archived from the original (PDF) on 2021-02-13. Retrieved 2021-02-05.
    2. 1 2 3 4 "Lifitegrast Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 22 November 2021.
    3. 1 2 3 "Lifitegrast". SPS - Specialist Pharmacy Service. 8 February 2016. Archived from the original on 11 December 2021. Retrieved 23 November 2021.
    4. 1 2 "Xiidra: Withdrawal of the marketing authorisation application". Archived from the original on 14 November 2021. Retrieved 23 November 2021.
    5. ↑ "Lifitegrast ophthalmic (Xiidra) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 23 November 2021.
    6. ↑ "Lifitegrast Prices, Coupons & Savings Tips - GoodRx". GoodRx. Archived from the original on 28 October 2016. Retrieved 23 November 2021.