Jump to content

ଲାରୋଟ୍ରେକ୍ଟିନିବ

ଉଇକିପିଡ଼ିଆ‌ରୁ
(Larotrectinibରୁ ଲେଉଟି ଆସିଛି)
ଲାରୋଟ୍ରେକ୍ଟିନିବ
Clinical data
Trade namesVitrakvi
SynonymsLOXO-101, ARRY-470
AHFS/Drugs.commonograph
MedlinePlusa619006
data
Pregnancy
category
  • AU: D
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Identifiers
    • (3S)-N-{5-[(2R)-2-(2,5-difluorophenyl)pyrrolidin-1-yl]pyrazolo[1,5-a]pyrimidin-3-yl}-3-hydroxypyrrolidine-1-carboxamide
    Chemical and physical data
    FormulaC21H22F2N6O2
    Molar mass୪୨୮.୪୪ g·mol−1
    3D model (JSmol)
    • O[C@H]1CCN(C1)C(=O)Nc2cnn3ccc(nc23)N4CCC[C@@H]4c5cc(F)ccc5F
    • InChI=1S/C21H22F2N6O2/c22-13-3-4-16(23)15(10-13)18-2-1-7-28(18)19-6-9-29-20(26-19)17(11-24-29)25-21(31)27-8-5-14(30)12-27/h3-4,6,9-11,14,18,30H,1-2,5,7-8,12H2,(H,25,31)/t14-,18+/m0/s1
    • Key:NYNZQNWKBKUAII-KBXCAEBGSA-N

    ଲାରୋଟ୍ରେକ୍ଟିନିବ (ଇଂରାଜୀ ଭାଷାରେ Larotrectinib), ଭିଟ୍ରାକଭି ଏକ ବେପାର ନାମ, ଏକ ଔଷଧ ଯାହା କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ନିର୍ଦ୍ଦିଷ୍ଟ ଭାବରେ ଏହା ଏପରି କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁଥିରେ ନ୍ୟୁରୋଟ୍ରଫିକ୍ ରିସେପ୍ଟର ଟାଇରୋସିନ୍ କାଇନେଜ (NTRK) ଜିନ୍ ଫ୍ୟୁଜନ୍ ଥାଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ସ୍ୱଳ୍ପ ଲାଲ ରକ୍ତ କଣିକା, ମାଂସପେଶୀ ଯନ୍ତ୍ରଣା, ଥକାପଣ, ସ୍ୱଳ୍ପ ଲାଲ ରକ୍ତ କଣିକା, ତରଳ ଝାଡ଼ା, ବାନ୍ତି ଏବଂ ଜ୍ୱର ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିରତା, କମ୍ପନ ଏବଂ ଉନ୍ମାଦନା ହୋଇପାରେ | [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[] ଏହା ଟିଆରକେ ଏ ବି ସି (TrkA, TrkB, ଏବଂ TrkC) ଦଳର ଏକ ଟାଇରୋସିନ୍ କାଇନେଜ ଇନହିବିଟର ।[]

    ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ର, ୨୦୧୯ରେ ୟୁରୋପ ଏବଂ ୨୦୨୦ରେ ଅଷ୍ଟ୍ରେଲିଆରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲାରୋଟେକ୍ଟିନିବ ଅନୁମୋଦିତ ହୋଇଥିଲା ।[] [] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ମାସକୁ ଏହାର ଚିକିତ୍ସା ପାଇଂ ପ୍ରାୟ ୧୫,୦୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୪,୦୦୦ ଡଲାର ଅଟେ।[]

    1. 1 2 "Vitrakvi". Therapeutic Goods Administration (TGA). 16 September 2020. Archived from the original on 19 September 2020. Retrieved 22 September 2020.
    2. 1 2 3 4 "Vitrakvi- larotrectinib capsule Vitrakvi- larotrectinib solution, concentrate". DailyMed. 26 July 2019. Archived from the original on 7 April 2021. Retrieved 22 September 2020.
    3. 1 2 3 4 "Larotrectinib Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 21 November 2021.
    4. "Vitrakvi EPAR". European Medicines Agency (EMA). 23 July 2019. Archived from the original on 2 October 2020. Retrieved 22 September 2020.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 1031. ISBN 978-0857114105.
    6. "Vitrakvi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 21 November 2021.