କିଆରା ଆଡଭାନୀ

ଉଇକିପିଡ଼ିଆ‌ରୁ
(Kiara Advaniରୁ ଲେଉଟି ଆସିଛି)
କିଆରା ଆଡଭାନୀ
୨୦୧୮ ମସିହାର ଲାକ୍‌ମୀ ଫ୍ୟାସନ୍ ଉଇକ୍‌ରେ କିଆରା
ଜନ୍ମ
ଆଲିଆ ଅଡଭାନୀ

(1992-07-31) ୩୧ ଜୁଲାଇ ୧୯୯୨ (ବୟସ ୩୧)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୪–ଏବେଯାଏଁ
ଉଚ୍ଚତା୧.୬୫ m (୫ ft 5 in)
ପିତାମାତା(s)ଜେନେଭାଇବ୍ ଜାଫ୍‌ରୀ (ମାଆ)
ଜଗଦୀପ୍ ଆଡଭାନୀ (ବାପା)
ସମ୍ପର୍କୀୟଜୁହି ଚାୱଲା (ମାଉସୀ)

କିଆରା ଆଡଭାନୀ (ଜନ୍ମ: ୩୧ ଜୁଲାଇ ୧୯୯୨)[୧][୨][୩][୪] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯେଏକି ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କିଆରା ଆଡଭାନୀଙ୍କର ୩୧ ଜୁଲାଇ ୧୯୯୨ରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ‌ବେଳେ ତାଙ୍କ ନାମ ଆଲିଆ ଆଡଭାନୀ ଥିଲା । ତାଙ୍କ ବାପା ଜଗଦୀପ ଆଡଭାନୀ ଜଣେ ବ୍ୟବସାୟୀ । ତାଙ୍କର ଜଣେ ସାନ ଭାଇ ଅଛି ।[୫][୬][୭][୮][୯]

ଅଭିନୟ ଜୀବନ[ସମ୍ପାଦନା]

କିଆରାଙ୍କ କ‌ହିବା ଅନୁସାରେ ତାଙ୍କ ବାପା ୨୦୦୯ର ୩ ଇଡିଅଟ୍‌ସ୍ ଦେଖିଲା ପରେ ତାଙ୍କ ପିଲାମାନଙ୍କୁ ତାଙ୍କ ନିଜ ଇଚ୍ଛାନୁସାର କାର୍ଯ୍ୟକରିବାର ଅନୁମତି ଦେଇଥିଲେ । ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ କିଆରା ଅନୁପମ ଖେରଙ୍କ ଅଭିନୟ ସ୍କୁଲରେ ପ୍ରଶିକ୍ଷଣ ନେଇଥିଲେ ।

କିଆରା ୨୦୧୪ରେ ହିନ୍ଦୀ କଥାଚିତ୍ର ଫୁଗ୍‌ଲି ଜରିଆରେ ଅଭିନୟ ଜଗତରେ ପ୍ରେବେଶ କରିଥିଲେ ।[୧୦] ତାଙ୍କ ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୧୧] ମାତ୍ର କିଛି ସମୀକ୍ଷକ ତାଙ୍କ ଅଭିନୟକୁ ନାପସନ୍ଦ କରିଥିଲେ ।[୧୨]

୨୦୧୬ ମସିହାରେ ସେ ଏମ୍.ଏସ୍. ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୭ରେ ହିନ୍ଦୀ କଥାଚିତ୍ର ମେସିନ୍‌ରେ ଅଭିନୟ କରିଥିଲେ । ୨୦୧୭ରେ ସେ ତେଲୁଗୁ କଥାଚିତ୍ର ଭାରତ ଆନେ ନାନୁ ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୪: ଫୁଗ୍‌ଲି (ହିନ୍ଦୀ)
  • ୨୦୧୬: ଏମ୍.ଏସ୍. ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀ (ହିନ୍ଦୀ)
  • ୨୦୧୭: ମେସିନ୍ (ହିନ୍ଦୀ)
  • ୨୦୧୭: ଭାରତ ଆନେ ନାନୁ (ତେଲୁଗୁ)

ଆଧାର[ସମ୍ପାଦନା]

  1. "Kiara Alia Advani on Twitter". Retrieved 29 May 2017.
  2. Kiara Advani (23 July 2014). "hey guys, so I believe it's been misprinted on wiki.. My birthday is on the 31st of July! :)". Twitter. Retrieved 29 May 2017.
  3. Singh, Prashant (2 June 2014). "Salman Khan ensures Bollywood doesn't get another Alia". Hindustan Times. Archived from the original on 3 June 2014. Retrieved 29 May 2017.{{cite web}}: CS1 maint: numeric names: authors list (link)
  4. Kiara Advani to play Sakshi Dhoni in MS Dhoni-The Untold Story!
  5. Kiara Advani's unseen side
  6. Agrawal, Stuti (26 May 2014). "Having a film background can only get you to meet the right people: Kiara Advani". Times of India. Retrieved 29 May 2017.{{cite web}}: CS1 maint: numeric names: authors list (link)
  7. Gupta, Priya (5 May 2014). "My father saw '3 Idiots' and decided to let me do what I wanted to: Kiara Advani". Times of India. Retrieved 29 May 2017.{{cite web}}: CS1 maint: numeric names: authors list (link)
  8. "Yeh Fugly Fugly kya hai? | The Lucknow Observer". lucknowobserver.com. Archived from the original on 22 November 2015. Retrieved 29 May 2017.
  9. "Gene Junction: Kiara Alia Advani". Verve Magazine. Retrieved 29 May 2017.
  10. Taran Adarsh (13 June 2014). "Movie Review: 'Fugly' (2014)". Bollywood Hungama. Retrieved 29 May 2017.
  11. Mehul S Thakkar (13 June 2014). "Movie Review 'Fugly': Raises disturbing and thought provoking questions". Deccan Chronicle. Retrieved 29 May 2017.
  12. Suprateek Chatterjee (13 June 2014). "Fugly review: Atrocious mish-mash of Rang De Basanti and Shaitan". First Post. Retrieved 29 May 2017.

ଅଧିକ ତ‌ଥ୍ୟ[ସମ୍ପାଦନା]