କିଆରା ଆଡଭାନୀ

ଉଇକିପିଡ଼ିଆ ରୁ
Jump to navigation Jump to search
କିଆରା ଆଡଭାନୀ
Kiara Advani walked the ramp at the Lakme Fashion Week 2018 (07) (cropped).jpg
ଏମ୍.ଏସ୍. ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀର ପ୍ରମୋଶନ ବେଳେ କିଆରା
ଜନ୍ମ ଓ ଜନ୍ମସ୍ଥାନ
ଆଲିଆ ଅଡଭାନୀ

(1992-07-31) 31 July 1992 (age 27)
ଜାତୀୟତାଭାରତୀୟ
ଜୀବିକାଅଭିନେତ୍ରୀ
କାର୍ଯ୍ୟକାଳ୨୦୧୪–ଏବେଯାଏଁ
ଉଚ୍ଚତା୧.୬୫ m (୫ ft 5 in)
ବାପା ବୋଉଜେନେଭାଇବ୍ ଜାଫ୍‌ରୀ (ମାଆ)
ଜଗଦୀପ୍ ଆଡଭାନୀ (ବାପା)
ସମ୍ପର୍କୀୟଜୁହି ଚାୱଲା (ମାଉସୀ)

କିଆରା ଆଡଭାନୀ (ଜନ୍ମ: ୩୧ ଜୁଲାଇ ୧୯୯୨)[୧][୨][୩][୪] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯେଏକି ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କିଆରା ଆଡଭାନୀଙ୍କର ୩୧ ଜୁଲାଇ ୧୯୯୨ରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ‌ବେଳେ ତାଙ୍କ ନାମ ଆଲିଆ ଆଡଭାନୀ ଥିଲା । ତାଙ୍କ ବାପା ଜଗଦୀପ ଆଡଭାନୀ ଜଣେ ବ୍ୟବସାୟୀ । ତାଙ୍କର ଜଣେ ସାନ ଭାଇ ଅଛି ।[୫][୬][୭][୮][୯]

ଅଭିନୟ ଜୀବନ[ସମ୍ପାଦନା]

କିଆରାଙ୍କ କ‌ହିବା ଅନୁସାରେ ତାଙ୍କ ବାପା ୨୦୦୯ର ୩ ଇଡିଅଟ୍‌ସ୍ ଦେଖିଲା ପରେ ତାଙ୍କ ପିଲାମାନଙ୍କୁ ତାଙ୍କ ନିଜ ଇଚ୍ଛାନୁସାର କାର୍ଯ୍ୟକରିବାର ଅନୁମତି ଦେଇଥିଲେ । ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ କିଆରା ଅନୁପମ ଖେରଙ୍କ ଅଭିନୟ ସ୍କୁଲରେ ପ୍ରଶିକ୍ଷଣ ନେଇଥିଲେ ।

କିଆରା ୨୦୧୪ରେ ହିନ୍ଦୀ କଥାଚିତ୍ର ଫୁଗ୍‌ଲି ଜରିଆରେ ଅଭିନୟ ଜଗତରେ ପ୍ରେବେଶ କରିଥିଲେ ।[୧୦] ତାଙ୍କ ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୧୧] ମାତ୍ର କିଛି ସମୀକ୍ଷକ ତାଙ୍କ ଅଭିନୟକୁ ନାପସନ୍ଦ କରିଥିଲେ ।[୧୨]

୨୦୧୬ ମସିହାରେ ସେ ଏମ୍.ଏସ୍. ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୭ରେ ହିନ୍ଦୀ କଥାଚିତ୍ର ମେସିନ୍‌ରେ ଅଭିନୟ କରିଥିଲେ । ୨୦୧୭ରେ ସେ ତେଲୁଗୁ କଥାଚିତ୍ର ଭାରତ ଆନେ ନାନୁ ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୪: ଫୁଗ୍‌ଲି (ହିନ୍ଦୀ)
  • ୨୦୧୬: ଏମ୍.ଏସ୍. ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀ (ହିନ୍ଦୀ)
  • ୨୦୧୭: ମେସିନ୍ (ହିନ୍ଦୀ)
  • ୨୦୧୭: ଭାରତ ଆନେ ନାନୁ (ତେଲୁଗୁ)

ଆଧାର[ସମ୍ପାଦନା]

  1. "Kiara Alia Advani on Twitter". Retrieved 29 May 2017.
  2. Kiara Advani (23 July 2014). "hey guys, so I believe it's been misprinted on wiki.. My birthday is on the 31st of July! :)". Twitter. Retrieved 29 May 2017.
  3. Singh, Prashant (2 June 2014). "Salman Khan ensures Bollywood doesn't get another Alia". Hindustan Times. Retrieved 29 May 2017.
  4. Kiara Advani to play Sakshi Dhoni in MS Dhoni-The Untold Story!
  5. Kiara Advani's unseen side
  6. Agrawal, Stuti (26 May 2014). "Having a film background can only get you to meet the right people: Kiara Advani". Times of India. Retrieved 29 May 2017.
  7. Gupta, Priya (5 May 2014). "My father saw '3 Idiots' and decided to let me do what I wanted to: Kiara Advani". Times of India. Retrieved 29 May 2017.
  8. "Yeh Fugly Fugly kya hai? | The Lucknow Observer". lucknowobserver.com. Retrieved 29 May 2017.
  9. "Gene Junction: Kiara Alia Advani". Verve Magazine. Retrieved 29 May 2017.
  10. Taran Adarsh (13 June 2014). "Movie Review: 'Fugly' (2014)". Bollywood Hungama. Retrieved 29 May 2017.
  11. Mehul S Thakkar (13 June 2014). "Movie Review 'Fugly': Raises disturbing and thought provoking questions". Deccan Chronicle. Retrieved 29 May 2017.
  12. Suprateek Chatterjee (13 June 2014). "Fugly review: Atrocious mish-mash of Rang De Basanti and Shaitan". First Post. Retrieved 29 May 2017.

ଅଧିକ ତ‌ଥ୍ୟ[ସମ୍ପାଦନା]