Jump to content

ଖଲିଦା ଅକ୍ତର କଳ୍ପନା

ଉଇକିପିଡ଼ିଆ‌ରୁ
(Khaleda Aktar Kolponaରୁ ଲେଉଟି ଆସିଛି)
ଖଲିଦା ଅକ୍ତର କଳ୍ପନା
খালেদা আক্তার কল্পনা
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୪–ଏବେଯାଏଁ
ପୁରସ୍କାରବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଖଲିଦା ଅକ୍ତର କଳ୍ପନା ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ । [][] ସେ ଥିଏଟର, ମଡେଲିଂ[] ଏବଂ ନାଟକରେ ମଧ୍ୟ ଅଭିନୟ କରନ୍ତି ।[][] ସେ ୧୯୮୯ ମସିହାରେ ଦି ମାଷ୍ଟର ଅଫ୍ ଜିନ୍ସ୍ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ତିନ କନ୍ୟା (୧୯୮୫)
  • ଢାକା ୮୬ (୧୯୮୬)
  • ସନ୍ଧି (୧୯୮୭)
  • ଦାୟୀ କେ? (୧୯୮୭)
  • ଆଗମନ (୧୯୮୮)
  • ବୀର ପୁରୁଷ (୧୯୮୮)
  • ଜିନେର ବାଦଶା (୧୯୮୯)
  • ବବି (୧୯୯୦)
  • ପଦ୍ମା ମେଘନା ଯମୁନା (୧୯୯୧)
  • ସନ୍ତ୍ରାସ (୧୯୯୧)
  • ଲକ୍ଷ୍ମୀର ସଂସାର (୧୯୯୨)
  • ଚାକର (୧୯୯୨)
  • ଅନ୍ଧ ପ୍ରେମ (୧୯୯୩)
  • ଦୋଲା (୧୯୯୩)
  • କେୟାମତ ଥେକେ କେୟାମତ (୧୯୯୩)
  • ବାବାର ଆଦେଶ (୧୯୯୫)
  • ପାଲାବି କୋଥାୟ (୧୯୯୭)
  • ଆନନ୍ଦ ଅଶ୍ରୁ (୧୯୯୭)
  • ଲାଲ ବାଦଶା (୧୯୯୯)
  • ଶିକାରୀ (୨୦୦୧)
  • ବିଚ୍ଚୁ ବାହିନୀ (୨୦୦୧)
  • ଜୁୟାଡ଼ୀ (୨୦୦୨)
  • ଭାଲବାସା କାରେ କୟ (୨୦୦୨)
  • ସାହସୀ ମାନୁଷ ଚାଇ (୨୦୦୩)
  • ମେଘେର ପରେ ମେଘ (୨୦୦୪)
  • ଲାଲ ସବୁଜ (୨୦୦୫)
  • ଦାପଟ (୨୦୦୬)
  • ସ୍ୱାମୀର ସଂସାର (୨୦୦୭)
  • ଅସ୍ତ୍ରଧାରୀ ରାନା (୨୦୦୭)
  • ବଉୟେର ଜ୍ୱାଲା (୨୦୦୭)
  • ଏ ଚୋଖେ ଶୁଧୁ ତୁମି (୨୦୦୮)
  • ଭାଲବାସାର ଦୁଶମନ (୨୦୦୮)
  • ମେମ ସାହେବ (୨୦୦୮)
  • ଆମାର ପ୍ରାଣେର ପ୍ରିୟା (୨୦୦୯)
  • ସ୍ୱାମୀ ନିୟେ ଯୁଦ୍ଧ (୨୦୦୮)
  • ପୃଥିବୀ ଟାକାର ଗୋଲାମ (୨୦୦୯)
  • ସୂର୍ଯେର ମା ଜମିଦାର (୨୦୧୦)
  • ଭାଲୋବାସଲେଇ ଘର ବାଁଧା ଯାୟ ନା (୨୦୧୦)
  • ଗହୀନେ ଶବ୍ଦ (୨୦୧୦)
  • ଅସ୍ତ୍ର ଛାଡ଼ୋ କଲମ ଧରୋ (୨୦୧୧)
  • କୁସୁମ କୁସୁମ ପ୍ରେମ (୨୦୧୧)
  • ତୋମାର ସୁଖଇ ଆମାର ସୁଖ (୨୦୧୨)
  • ଡନ ନାମ୍ବାର ଓୟାନ (୨୦୧୨)
  • ବାଂଲାଦେଶୀ (୨୦୧୨)
  • ବୁକ ଫାଟେ ତୋ ମୁଖ ଫୁଟେ ନା (୨୦୧୨)
  • ତୋମାରଇ ଆଛି ତୋମାରଇ ଥାକବ (୨୦୧୩)
  • ୭୧ ଏର ଗେରିଲା (୨୦୧୩)
  • ତୁଇ ଶୁଧୁ ଆମାର (୨୦୧୪)

ଡ୍ରାମା

[ସମ୍ପାଦନା]
  • ଏମ୍ପ୍‌ଟି ପକେଟ୍
  • ମ୍ୟାନ୍ ପାୱାର୍
  • ଉରାଲ ପଙ୍ଖି ମୋନ
  • ସୋନାଲୁ ଫୁଲ୍ ନିଲାଞ୍ଜନା
  • ବୟାନ୍ନୋ ଗଲିର୍ ଏକ୍ ଗଲି
  • ପାନି ଯୁଦ୍ୟୋ (ପ୍ୟାକେଜ୍)
  • ରବେୟା
  • ନକ୍‌ସି କଥାର ମ୍ୟାଥ୍ (ଟେଲିଫିଲ୍ମ)
  • ବିନ୍ଦୁ ନୋୟ ବ୍ରିଟ୍ଟୋ
  • ବନଫୁଲେର ଗ୍ରହଣ

ପୁରସ୍କାର

[ସମ୍ପାଦନା]
ବର୍ଷ ପୁରସ୍କାର ବର୍ଗ ଚଳଚ୍ଚିତ୍ର ଫଳାଫଳ
୧୯୯୨ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଦ ମାଷ୍ଟର ଅଫ୍ ଜିନ୍ସ୍ ବିଜୟୀ
  1. Hafez Ahmed. "G. M. Saikat made a century in making TV dramas". The New Today. Archived from the original on 2019-01-03. Retrieved 2022-11-11.
  2. "Ferdousi works for Eid play". Daily Sun. Dhaka. Archived from the original on 2016-11-20.
  3. ইমরানের গানের মডেল খালেদা আক্তার কল্পনা [Khaleda Aktar Kolpona is the model of Imran's song]. Prothom Alo (in Bengali). Archived from the original on 2016-10-03. Retrieved 2022-11-11.
  4. সবার প্রিয় মা... - আনন্দ বিনোদন. The Daily Ittefaq (in Bengali).
  5. নতুন ধারাবাহিক ও বিজ্ঞাপনে খালেদা আক্তার কল্পনা. Daily Manab Zamin (in Bengali).
  6. জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২) [List of the winners of National Film Awards (1975-2012)]. Bangladesh Film Development Corporation (in Bengali). Government of Bangladesh. Archived from the original on 23 December 2018. Retrieved 25 March 2019.

ବାହାର ଆଧାର

[ସମ୍ପାଦନା]