ଖଲିଦା ଅକ୍ତର କଳ୍ପନା
Appearance
ଖଲିଦା ଅକ୍ତର କଳ୍ପନା | |
---|---|
খালেদা আক্তার কল্পনা | |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୪–ଏବେଯାଏଁ |
ପୁରସ୍କାର | ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର |
ଖଲିଦା ଅକ୍ତର କଳ୍ପନା ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ । [୧][୨] ସେ ଥିଏଟର, ମଡେଲିଂ[୩] ଏବଂ ନାଟକରେ ମଧ୍ୟ ଅଭିନୟ କରନ୍ତି ।[୪][୫] ସେ ୧୯୮୯ ମସିହାରେ ଦି ମାଷ୍ଟର ଅଫ୍ ଜିନ୍ସ୍ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ତିନ କନ୍ୟା (୧୯୮୫)
- ଢାକା ୮୬ (୧୯୮୬)
- ସନ୍ଧି (୧୯୮୭)
- ଦାୟୀ କେ? (୧୯୮୭)
- ଆଗମନ (୧୯୮୮)
- ବୀର ପୁରୁଷ (୧୯୮୮)
- ଜିନେର ବାଦଶା (୧୯୮୯)
- ବବି (୧୯୯୦)
- ପଦ୍ମା ମେଘନା ଯମୁନା (୧୯୯୧)
- ସନ୍ତ୍ରାସ (୧୯୯୧)
- ଲକ୍ଷ୍ମୀର ସଂସାର (୧୯୯୨)
- ଚାକର (୧୯୯୨)
- ଅନ୍ଧ ପ୍ରେମ (୧୯୯୩)
- ଦୋଲା (୧୯୯୩)
- କେୟାମତ ଥେକେ କେୟାମତ (୧୯୯୩)
- ବାବାର ଆଦେଶ (୧୯୯୫)
- ପାଲାବି କୋଥାୟ (୧୯୯୭)
- ଆନନ୍ଦ ଅଶ୍ରୁ (୧୯୯୭)
- ଲାଲ ବାଦଶା (୧୯୯୯)
- ଶିକାରୀ (୨୦୦୧)
- ବିଚ୍ଚୁ ବାହିନୀ (୨୦୦୧)
- ଜୁୟାଡ଼ୀ (୨୦୦୨)
- ଭାଲବାସା କାରେ କୟ (୨୦୦୨)
- ସାହସୀ ମାନୁଷ ଚାଇ (୨୦୦୩)
- ମେଘେର ପରେ ମେଘ (୨୦୦୪)
- ଲାଲ ସବୁଜ (୨୦୦୫)
- ଦାପଟ (୨୦୦୬)
- ସ୍ୱାମୀର ସଂସାର (୨୦୦୭)
- ଅସ୍ତ୍ରଧାରୀ ରାନା (୨୦୦୭)
- ବଉୟେର ଜ୍ୱାଲା (୨୦୦୭)
- ଏ ଚୋଖେ ଶୁଧୁ ତୁମି (୨୦୦୮)
- ଭାଲବାସାର ଦୁଶମନ (୨୦୦୮)
- ମେମ ସାହେବ (୨୦୦୮)
- ଆମାର ପ୍ରାଣେର ପ୍ରିୟା (୨୦୦୯)
- ସ୍ୱାମୀ ନିୟେ ଯୁଦ୍ଧ (୨୦୦୮)
- ପୃଥିବୀ ଟାକାର ଗୋଲାମ (୨୦୦୯)
- ସୂର୍ଯେର ମା ଜମିଦାର (୨୦୧୦)
- ଭାଲୋବାସଲେଇ ଘର ବାଁଧା ଯାୟ ନା (୨୦୧୦)
- ଗହୀନେ ଶବ୍ଦ (୨୦୧୦)
- ଅସ୍ତ୍ର ଛାଡ଼ୋ କଲମ ଧରୋ (୨୦୧୧)
- କୁସୁମ କୁସୁମ ପ୍ରେମ (୨୦୧୧)
- ତୋମାର ସୁଖଇ ଆମାର ସୁଖ (୨୦୧୨)
- ଡନ ନାମ୍ବାର ଓୟାନ (୨୦୧୨)
- ବାଂଲାଦେଶୀ (୨୦୧୨)
- ବୁକ ଫାଟେ ତୋ ମୁଖ ଫୁଟେ ନା (୨୦୧୨)
- ତୋମାରଇ ଆଛି ତୋମାରଇ ଥାକବ (୨୦୧୩)
- ୭୧ ଏର ଗେରିଲା (୨୦୧୩)
- ତୁଇ ଶୁଧୁ ଆମାର (୨୦୧୪)
ଡ୍ରାମା
[ସମ୍ପାଦନା]- ଏମ୍ପ୍ଟି ପକେଟ୍
- ମ୍ୟାନ୍ ପାୱାର୍
- ଉରାଲ ପଙ୍ଖି ମୋନ
- ସୋନାଲୁ ଫୁଲ୍ ନିଲାଞ୍ଜନା
- ବୟାନ୍ନୋ ଗଲିର୍ ଏକ୍ ଗଲି
- ପାନି ଯୁଦ୍ୟୋ (ପ୍ୟାକେଜ୍)
- ରବେୟା
- ନକ୍ସି କଥାର ମ୍ୟାଥ୍ (ଟେଲିଫିଲ୍ମ)
- ବିନ୍ଦୁ ନୋୟ ବ୍ରିଟ୍ଟୋ
- ବନଫୁଲେର ଗ୍ରହଣ
ପୁରସ୍କାର
[ସମ୍ପାଦନା]ବର୍ଷ | ପୁରସ୍କାର | ବର୍ଗ | ଚଳଚ୍ଚିତ୍ର | ଫଳାଫଳ |
---|---|---|---|---|
୧୯୯୨ | ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର | ଶ୍ରେଷ୍ଠ ସହାୟକ ଅଭିନେତ୍ରୀ | ଦ ମାଷ୍ଟର ଅଫ୍ ଜିନ୍ସ୍ | ବିଜୟୀ |
ଆଧାର
[ସମ୍ପାଦନା]- ↑ Hafez Ahmed. "G. M. Saikat made a century in making TV dramas". The New Today. Archived from the original on 2019-01-03. Retrieved 2022-11-11.
- ↑ "Ferdousi works for Eid play". Daily Sun. Dhaka. Archived from the original on 2016-11-20.
- ↑ ইমরানের গানের মডেল খালেদা আক্তার কল্পনা [Khaleda Aktar Kolpona is the model of Imran's song]. Prothom Alo (in Bengali). Archived from the original on 2016-10-03. Retrieved 2022-11-11.
- ↑ সবার প্রিয় মা... - আনন্দ বিনোদন. The Daily Ittefaq (in Bengali).
- ↑ নতুন ধারাবাহিক ও বিজ্ঞাপনে খালেদা আক্তার কল্পনা. Daily Manab Zamin (in Bengali).
- ↑ জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২) [List of the winners of National Film Awards (1975-2012)]. Bangladesh Film Development Corporation (in Bengali). Government of Bangladesh. Archived from the original on 23 December 2018. Retrieved 25 March 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଖଲିଦା ଅକ୍ତର କଳ୍ପନା