କାଲ୍‌ପି

ଉଇକିପିଡ଼ିଆ‌ରୁ
(Kalpiରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Kalpi
कालपी
city
South facing view of Chaurasi Gumbad
South facing view of Chaurasi Gumbad
ଦେଶIndia
ରାଜ୍ୟUttar Pradesh
ଜିଲ୍ଲାJalaun
Founded byVasu Dev
Government
 • Chairman of PalikaKamar Ahmad
Elevation
112 m (367 ft)
Population
 (2001)
 • Total୪୨,୮୫୮
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN

କାଲ୍‌ପି ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ଜଲଉନ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

କାଲ୍‌ପି ୨୬.୧୧୬୭ ଉତ୍ତର ଅକ୍ଷାଂଶ ଓ ୭୯.୭୩୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୬୭ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାଲ୍‌ପି ସହରର ମୋଟ ଜନସଂଖ୍ୟା ୪୨୮୫୮ ଅଟେ ।[୨] ସେଥି ମଧ୍ୟରୁ ୫୩.୪୩% ଜଣ ପରୁଷ ହୋଇଥିବା ବେଳେ ୪୬.୫୭% ଜଣ ନାରୀ ଅଟନ୍ତି । କାଲ୍‌ପିର ସାକ୍ଷରତା ହାର ୫୭.୩୧% ଅଟେ । ଏହା ଜାତୀୟ ହାରଠାରୁ ୭.୫୩% ପ୍ରତିଶତ କମ ଅଟେ । ସେଥିରୁ ୩୪.୭୮% ପ୍ରତିଶତ ପୁରୁଷ ଓ ୨୨.୫୩% ନାରୀ ଅଟନ୍ତି । ୧୪.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ କାଲ୍‌ପିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]