ଇରା ଅଗ୍ରୱାଲ
ଦେଖଣା
(Iraa Agarwalରୁ ଲେଉଟି ଆସିଛି)
ଇରା ଅଗ୍ରୱାଲ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୧୭–ଏବେଯାଏଁ |
ଇରା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ । ସେ ପେଷାରେ ଜଣେ ବକ୍ସର୍, ଯିଏକି ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ବିଜୟୀନି ହେବା ସହିତ ତାମିଲ ଭାଷାର କଥାଚିତ୍ର ଓ ଦୂରଦର୍ଶନ କାର୍ଯ୍ୟକ୍ରମରେ ସେ ମୁଖ୍ୟତଃ କାମ କରନ୍ତି ।[୧]
ପେଷା
[ସମ୍ପାଦନା]୨୦୧୫ ମସିହାରେ, ସେ ମିସ୍ ସାଉଥ୍ ଇଣ୍ଡିଆ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀନି ହୋଇଥିଲେ ।[୨] ୨୦୧୭ ମସିହାରେ, ସେ ଥ୍ରୀଲର ଫିଲ୍ମ ଧାୟମ୍ ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୩] ୨୦୧୮ ମସିହାରେ, ସେ କଟ୍ଟୁ ପାୟା ସାର୍ ଇନ୍ଥା କାଳୀରେ ଅଭିନୟ କରିଥିଲେ ।[୪] ୨୦୧୯ ମସିହାରେ, ସେ କାଦାଇକୁଟ୍ଟି ସିଙ୍ଗମ ଧାରାବାହିକରେ ଶିବାନୀ ନାରାୟଣନଙ୍କ ବଦଳରେ ଅଭିନୟ କରିଥିଲେ ।[୫] ସେହି ବର୍ଷ ଜୀ ତାମିଲରେ ପ୍ରସାରିତ ଧାରାବାହିକ ରାଜମାଗାଲର ମୁଖ୍ୟ ନାୟିକା ଭାବରେ କାମ କରିଥିଲେ ।[୬] ଅଭିନୟ ବ୍ୟତୀତ ସେ ୟୁନାଇଟେଡ୍ ଇଣ୍ଟରନ୍ୟାସନାଲ ଗେମ୍ସ ୨୦୧୯ରେ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୭]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୭ | ଧାୟମ୍ | ଅଶ୍ୱିନ୍ ଅଗଷ୍ଟିନଙ୍କ ପତ୍ନୀ | |
୨୦୧୮ | କାଟୁ ପାୟା ସାର୍ ଇନ୍ଥା କାଳୀ | ଅମୁଦା ପାଲ୍ |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | କାର୍ଯ୍ୟକ୍ରମ | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ |
---|---|---|---|---|
୨୦୧୭ | ଗଙ୍ଗା | ମହିମା | ସନ୍ ଟିଭି | |
୨୦୧୮ | କନମନି | ବନତି ରାଜା ଦୁରାଇ | ||
୨୦୧୯ | କାଦାଇ କୁଟ୍ଟି ସିଙ୍ଗମ୍ | ମୀନାକ୍ଷୀ | ଷ୍ଟାର ବିଜୟ | |
୨୦୧୯–୨୦୨୧ | ରାଜା ମାଗଲ୍ | ତୁଳସୀ | ଜୀ ତାମିଲ୍ | |
୨୦୧୯–୨୦୨୦ | ଡ୍ୟାନ୍ସ ଯୋଡ଼ି ଡ୍ୟାନ୍ସ ସିଜିନ୍ ୩ | ପ୍ରତିଯୋଗୀ | ||
୨୦୨୧ | ସେମ୍ବାରୁଥୀ | ଅମ୍ମାନ | ||
୨୦୨୨ | ନାମ୍ମା ମଦୁରାଇ ସିଷ୍ଟର୍ସ | କାବ୍ୟା | କଲର୍ସ ତାମିଲ | |
ସୁପର କୁଇନ୍ | ପ୍ରତିଯୋଗୀ | ଜୀ ତାମିଲ୍ |
ଆଧାର
[ସମ୍ପାଦନା]- ↑ "Rajamagal fame Iraa Agarwal celebrates a quiet birthday amid lockdown". The Times of India. 2020-05-19. ISSN 0971-8257. Retrieved 2023-08-09.
- ↑ "Beauty queen set to wow celluloid". Deccan Chronicle. 4 April 2017. Retrieved 31 July 2018.
- ↑ CR, Sharanya (16 January 2017). "Iraa Agarwal to make her Tamil debut". The Times of India. Retrieved 23 August 2020.
- ↑ "'காட்டுப் பய சார் இந்த காளி' படத்தில் அறிமுகமான ராஜஸ்தான் நடிகை! - Samayam Tamil". Samayam Tamil (in ତାମିଲ୍). 22 February 2018. Retrieved 31 July 2018.
- ↑ "Kadaikutty Singam: Iraa Agarwal replaces Shivani Narayanan". The Times of India.
- ↑ "Iraa Agarwal all excited about her new show Raja Magal; read post". The Times of India.
- ↑ "Raja Magal actress Iraa Agarwal wins Gold in boxing at United International Games 2019". The Times of India.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଇରା ଅଗ୍ରୱାଲ