ଇଞ୍ଜେନୋଲ ମେବୁଟେଟ
Clinical data | |
---|---|
Trade names | Picato |
Synonyms | PEP005, ingenol-3-angelate |
AHFS/Drugs.com | monograph |
MedlinePlus | a613008 |
data | |
Pregnancy category | |
Routes of administration | Topical (gel) |
Legal status | |
Legal status | |
Pharmacokinetic data | |
Bioavailability | Below detection level |
Identifiers | |
| |
ECHA InfoCard | 100.214.695 |
Chemical and physical data | |
Formula | C25H34O6 |
Molar mass | ୪୩୦.୫୪ g·mol−1 |
3D model (JSmol) | |
| |
|
ଇଞ୍ଜେନୋଲ ମେବୁଟେଟ (ଇଂରାଜୀ ଭାଷାରେ Ingenol mebutate), ପିକାଟୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆକ୍ଟିନିକ୍ କେରାଟୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଚର୍ମରେ ଦୁଇରୁ ତିନି ଦିନ ଧରି ପ୍ରତିଦିନ ଥରେ ଲଗାଯାଏ ।[୧] ଏହା ଫ୍ଲୋରୋୟୁରାସିଲ କିମ୍ବା ଇମିକ୍ୟୁମୋଡ୍ ଭଳି ସମାନ କାମ କରୁଥିବା ପରି ଦେଖାଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ, ଚର୍ମ ଚୋପା ଉଠିଯିବା, ଫୁଲା, ଏବଂ ଗଲୁ ହୋଇପାରେ[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅତିରିକ୍ତ ୪% ଲୋକଙ୍କର ଚର୍ମ କର୍କଟ, ଆଲର୍ଜି ପ୍ରତିକ୍ରିୟା ଏବଂ ହର୍ପିସ୍ ଜୋସ୍ଟର ହୋଇପାରେ ।[୨] [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ମାକ୍ରୋସାଇକ୍ଲିକ୍ ଡାଇଟରପିନ ଇଷ୍ଟର୍ ।[୧]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇଞ୍ଜେନୋଲ ମେବୁଟେଟ ଅନୁମୋଦିତ ହୋଇଥିଲା ।[୧] ୨୦୧୨ରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଚିନ୍ତା ହେତୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।[୩] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ତିନୋଟି ଅନୁପାନର ମୂଲ୍ୟ ପ୍ରାୟ ୧୧୦୦ ଡଲାର ଅଟେ [୪] ମିଲ୍କ-ଉଇଡ ଉଦ୍ଭିଦରୁ ଏହା ପ୍ରସ୍ତୁତ କରାଯାଏ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Ingenol Mebutate Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 26 November 2021.
- ↑ ୨.୦ ୨.୧ "Risks of Picato for actinic keratosis outweigh benefits". Archived from the original on 5 January 2021. Retrieved 26 November 2021.
- ↑ "Picato". Archived from the original on 28 August 2021. Retrieved 26 November 2021.
- ↑ "Picato Prices and Picato Coupons - GoodRx". GoodRx. Archived from the original on 1 October 2016. Retrieved 26 November 2021.