Jump to content

ଇଞ୍ଜେନୋଲ ମେବୁଟେଟ

ଉଇକିପିଡ଼ିଆ‌ରୁ
ଇଞ୍ଜେନୋଲ ମେବୁଟେଟ
Clinical data
Trade namesPicato
SynonymsPEP005, ingenol-3-angelate
AHFS/Drugs.commonograph
MedlinePlusa613008
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Topical (gel)
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • EU: Rx-only
    Pharmacokinetic data
    BioavailabilityBelow detection level
    Identifiers
    • (1aR,2S,5R,5aS,6S,8aS,9R,10aR)-5,5a-Dihydroxy-4-(hydroxymethyl)-1,1,7,9-tetramethyl-11-oxo-1a,2,5,5a,6,9,10,10a-octahydro-1H-2,8a-methanocyclopenta[a]cyclpropa[e][10]annulen-6-yl (2Z)-2-methylbut-2-enoate
    ECHA InfoCard100.214.695 Edit this at Wikidata
    Chemical and physical data
    FormulaC25H34O6
    Molar mass୪୩୦.୫୪ g·mol−1
    3D model (JSmol)
    • C/C=C(/C)\C(=O)O[C@H]1C(C)=C[C@]23[C@]1(O)[C@H](O)C(CO)=C[C@H](C3=O)[C@H]4[C@H](C4(C)C)C[C@H]2C
    • InChI=1S/C25H34O6/c1-7-12(2)22(29)31-21-13(3)10-24-14(4)8-17-18(23(17,5)6)16(20(24)28)9-15(11-26)19(27)25(21,24)30/h7,9-10,14,16-19,21,26-27,30H,8,11H2,1-6H3/b12-7-/t14-,16+,17-,18+,19-,21+,24+,25+/m1/s1
    • Key:VDJHFHXMUKFKET-WDUFCVPESA-N

    ଇଞ୍ଜେନୋଲ ମେବୁଟେଟ (ଇଂରାଜୀ ଭାଷାରେ Ingenol mebutate), ପିକାଟୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆକ୍ଟିନିକ୍ କେରାଟୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଚର୍ମରେ ଦୁଇରୁ ତିନି ଦିନ ଧରି ପ୍ରତିଦିନ ଥରେ ଲଗାଯାଏ ।[] ଏହା ଫ୍ଲୋରୋୟୁରାସିଲ କିମ୍ବା ଇମିକ୍ୟୁମୋଡ୍ ଭଳି ସମାନ କାମ କରୁଥିବା ପରି ଦେଖାଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ, ଚର୍ମ ଚୋପା ଉଠିଯିବା, ଫୁଲା, ଏବଂ ଗଲୁ ହୋଇପାରେ[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅତିରିକ୍ତ ୪% ଲୋକଙ୍କର ଚର୍ମ କର୍କଟ, ଆଲର୍ଜି ପ୍ରତିକ୍ରିୟା ଏବଂ ହର୍ପିସ୍ ଜୋସ୍ଟର ହୋଇପାରେ ।[] [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ମାକ୍ରୋସାଇକ୍ଲିକ୍ ଡାଇଟରପିନ ଇଷ୍ଟର୍ ।[]

    ୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇଞ୍ଜେନୋଲ ମେବୁଟେଟ ଅନୁମୋଦିତ ହୋଇଥିଲା ।[] ୨୦୧୨ରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଚିନ୍ତା ହେତୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ତିନୋଟି ଅନୁପାନର ମୂଲ୍ୟ ପ୍ରାୟ ୧୧୦୦ ଡଲାର ଅଟେ [] ମିଲ୍କ-ଉଇଡ ଉଦ୍ଭିଦରୁ ଏହା ପ୍ରସ୍ତୁତ କରାଯାଏ ।[]

    1. 1 2 3 4 5 6 7 8 9 "Ingenol Mebutate Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 26 November 2021.
    2. 1 2 "Risks of Picato for actinic keratosis outweigh benefits". Archived from the original on 5 January 2021. Retrieved 26 November 2021.
    3. "Picato". Archived from the original on 28 August 2021. Retrieved 26 November 2021.
    4. "Picato Prices and Picato Coupons - GoodRx". GoodRx. Archived from the original on 1 October 2016. Retrieved 26 November 2021.