Jump to content

ଆଇଡେଲାଲିସିବ

ଉଇକିପିଡ଼ିଆ‌ରୁ
(Idelalisibରୁ ଲେଉଟି ଆସିଛି)
ଆଇଡେଲାଲିସିବ
Idelalisib structure
Clinical data
Pronunciation/ˈdɛləlɪsɪb/
eye-DEL-ə-LI-sib
Trade namesZydelig
SynonymsGS-1101, CAL-101
AHFS/Drugs.commonograph
MedlinePlusa614040
data
Pregnancy
category
  • AU: D
  • US: N (Not classified yet)
    Routes of
    administration
    By mouth (tablets)
    Legal status
    Legal status
    Pharmacokinetic data
    Protein binding>84%[]
    MetabolismAldehyde oxidase (~70%), CYP3A4 (~30%);[] UGT1A4 (minor)
    MetabolitesGS-563117 (inactive in vitro)
    Onset of actionTmax = 1.5 hours
    Elimination half-life8.2 hours
    ExcretionFeces (78%), urine (14%)
    Identifiers
    • 5-Fluoro-3-phenyl-2-[(1S)-1-(7H-purin-6-ylamino)propyl]-4(3H)-quinazolinone
    ECHA InfoCard100.235.089 Edit this at Wikidata
    Chemical and physical data
    FormulaC22H18FN7O
    Molar mass୪୧୫.୪୩ g·mol−1
    3D model (JSmol)
    • CC[C@H](Nc1ncnc2nc[nH]c12)c4nc3cccc(F)c3c(=O)n4c5ccccc5
    • InChI=1S/C22H18FN7O/c1-2-15(28-20-18-19(25-11-24-18)26-12-27-20)21-29-16-10-6-9-14(23)17(16)22(31)30(21)13-7-4-3-5-8-13/h3-12,15H,2H2,1H3,(H2,24,25,26,27,28)/t15-/m0/s1
    • Key:IFSDAJWBUCMOAH-HNNXBMFYSA-N

    ଆଇଡେଲାଲିସିବ (ଇଂରାଜୀ ଭାଷାରେ Idelalisib), ଜାଇଡେଲିଗ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (CLL), ଫୋଲିକୁଲାର୍ ଲିମ୍ଫୋମା ଏବଂ ଛୋଟ ଲିମ୍ଫୋସାଇଟିକ ଲିମ୍ଫୋମା (SLL) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ କିମ୍ବା ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ ।[] [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ତରଳ ଝାଡ଼ା, ଯକୃତ ସମସ୍ୟା, ରାସ, ଜ୍ୱର ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[] ଏହା ଏକ ଫସଫୋଇନୋସାଇଟାଇଡ୍ ୩-କାଇନେଜ ଇନହିବିଟର ଯାହା ପିଆଇ୩କେଓକୁ (PI3Kδ) ଅବରୋଧ କରିଥାଏ ।[] []

    ୨୦୧୪ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ପାଇଁ ଆଇଡେଲାଲିସିବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ମାସର ଚିକିତ୍ସା ପାଇଁ ପ୍ରାୟ ୩,୧୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨,୩୦୦ ଡଲାର ଅଟେ ।[]

    1. 1 2 3 4 5 "Zydelig EPAR". European Medicines Agency (EMA). Archived from the original on 23 October 2020. Retrieved 21 October 2020.
    2. 1 2 3 4 5 6 "Zydelig- idelalisib tablet, film coated". DailyMed. 22 October 2018. Archived from the original on 23 October 2020. Retrieved 21 October 2020.
    3. "Clinical Pharmacology and Biopharmaceutics Review: Zydelig (idelalisib)" (PDF). U.S. Food and Drug Administration. p. 6. Archived (PDF) from the original on 28 April 2016. Retrieved 15 April 2016.
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1029. ISBN 978-0857114105.
    5. 1 2 "Idelalisib Monograph for Professionals". Drugs.com (in ଇଂରାଜୀ). Archived from the original on 24 October 2020. Retrieved 25 November 2021.
    6. "Zydelig Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 25 November 2021.