ଆଇଡେଲାଲିସିବ

ଉଇକିପିଡ଼ିଆ‌ରୁ
ଆଇଡେଲାଲିସିବ
Idelalisib structure
Clinical data
Pronunciation/ˈdɛləlɪsɪb/
eye-DEL-ə-LI-sib
Trade namesZydelig
SynonymsGS-1101, CAL-101
AHFS/Drugs.commonograph
MedlinePlusa614040
data
Pregnancy
category
  • AU: D
  • US: N (Not classified yet)
Routes of
administration
By mouth (tablets)
Legal status
Legal status
Pharmacokinetic data
Protein binding>84%[୩]
MetabolismAldehyde oxidase (~70%), CYP3A4 (~30%);[୨] UGT1A4 (minor)
MetabolitesGS-563117 (inactive in vitro)
Onset of actionTmax = 1.5 hours
Elimination half-life8.2 hours
ExcretionFeces (78%), urine (14%)
Identifiers
  • 5-Fluoro-3-phenyl-2-[(1S)-1-(7H-purin-6-ylamino)propyl]-4(3H)-quinazolinone
ECHA InfoCard100.235.089 Edit this at Wikidata
Chemical and physical data
FormulaC22H18FN7O
Molar mass୪୧୫.୪୩ g·mol−1
3D model (JSmol)
  • CC[C@H](Nc1ncnc2nc[nH]c12)c4nc3cccc(F)c3c(=O)n4c5ccccc5
  • InChI=1S/C22H18FN7O/c1-2-15(28-20-18-19(25-11-24-18)26-12-27-20)21-29-16-10-6-9-14(23)17(16)22(31)30(21)13-7-4-3-5-8-13/h3-12,15H,2H2,1H3,(H2,24,25,26,27,28)/t15-/m0/s1
  • Key:IFSDAJWBUCMOAH-HNNXBMFYSA-N

ଆଇଡେଲାଲିସିବ (ଇଂରାଜୀ ଭାଷାରେ Idelalisib), ଜାଇଡେଲିଗ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (CLL), ଫୋଲିକୁଲାର୍ ଲିମ୍ଫୋମା ଏବଂ ଛୋଟ ଲିମ୍ଫୋସାଇଟିକ ଲିମ୍ଫୋମା (SLL) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୧] ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ କିମ୍ବା ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ ।[୩] [୪] ଏହା ପାଟିରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ତରଳ ଝାଡ଼ା, ଯକୃତ ସମସ୍ୟା, ରାସ, ଜ୍ୱର ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୩] ଏହା ଏକ ଫସଫୋଇନୋସାଇଟାଇଡ୍ ୩-କାଇନେଜ ଇନହିବିଟର ଯାହା ପିଆଇ୩କେଓକୁ (PI3Kδ) ଅବରୋଧ କରିଥାଏ ।[୫] [୧]

୨୦୧୪ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ପାଇଁ ଆଇଡେଲାଲିସିବ ଅନୁମୋଦିତ ହୋଇଥିଲା ।[୫] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ମାସର ଚିକିତ୍ସା ପାଇଁ ପ୍ରାୟ ୩,୧୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨,୩୦୦ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Zydelig EPAR". European Medicines Agency (EMA). Archived from the original on 23 October 2020. Retrieved 21 October 2020.
  2. "Clinical Pharmacology and Biopharmaceutics Review: Zydelig (idelalisib)" (PDF). U.S. Food and Drug Administration. p. 6. Archived (PDF) from the original on 28 April 2016. Retrieved 15 April 2016.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Zydelig- idelalisib tablet, film coated". DailyMed. 22 October 2018. Archived from the original on 23 October 2020. Retrieved 21 October 2020.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1029. ISBN 978-0857114105.
  5. ୫.୦ ୫.୧ "Idelalisib Monograph for Professionals". Drugs.com (in ଇଂରାଜୀ). Archived from the original on 24 October 2020. Retrieved 25 November 2021.
  6. "Zydelig Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 25 November 2021.