ବରଫ
ଦେଖଣା
(Iceରୁ ଲେଉଟି ଆସିଛି)
ଜଳ ଜମି ଗଲେ ବରଫରେ ରୂପାନ୍ତରିତ ହୁଏ ଓ ଜଳୀୟ ବାଷ୍ପ ଜମିଲେ ତୁଷାର ହୁଏ ।
ଚିକିତ୍ସାରେ ବରଫର ବ୍ୟବହାର
[ସମ୍ପାଦନା]- ତ୍ୱଚାରେ ଗରମ ଧାସ ପଡ଼ିଥିଲେ: ଗରମ ଧାସ ଦେଉ କି ନିଆଁରେ ତ୍ୱଚା ପୋଡ଼ିଗଲେ, ତୁରନ୍ତ ଉକ୍ତ ସ୍ଥାନରେ ବରଫ ଖଣ୍ଡେ ଘସିବାଦ୍ୱାରା ଜଳାପୋଡ଼ା ଶିଘ୍ର କମିଯାଇଥାଏ । ଏହାପରେ ଶରୀରରେ ଫୋଟକା ମଧ୍ୟ ହୋଇନଥାଏ ।
- ନାକରୁ ରକ୍ତ ପଡ଼ୁଥିଲେ: ନାକରୁ ରକ୍ତ ପଡ଼ୁଥିଲେ, ଖଣ୍ଡେ ବରଫକୁ ଏକ କପଡ଼ାରେ ଗୁଡାଇ ନାକ ଉପରେ ରଖିବାଦ୍ୱାରା କିଛି ସମୟ ପରେ ରକ୍ତ ପଡ଼ିବା ବନ୍ଦ ହୋଇଯିବ ।
- ଆଘାତ ଲାଗିଥିଲେ: ଶରୀରର କୌଣସି ସ୍ଥାନରେ ଆଘାତ ହେଲେ, ସଙ୍ଗେ ସଙ୍ଗେ ଖଣ୍ଡେ ବରଫ ଆଣି ଉକ୍ତ ସ୍ଥାନରେ ଘସିବାଦ୍ୱାରା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ନଥାଏ । ଦରଜ ମଧ୍ୟ ହୁଏନାହିଁ ।
- ରକ୍ତ କ୍ଷରଣ ବନ୍ଦ ହେଉ ନ ଥିଲେ: ଶରୀରର କୌଣସି ସ୍ଥାନରେ କ୍ଷତ ହୋଇ ରକ୍ତ ବୋହିବା ବନ୍ଦ ହେଉ ନଥିଲେ, ଖଣ୍ଡେ ବରଫ ଆଣି ଖଣ୍ଡେ କପଡ଼ାରେ ଗୁଡ଼ାଇ କ୍ଷତସ୍ଥାନରେ ବାନ୍ଧି ଦେଲେ ରକ୍ତ ବୋହିବା ବନ୍ଦ ହୋଇଯିବ ।
- ମକଚି ହୋଇଗଲେ: ଶରୀରରେ କୌଣସି ସ୍ଥାନ ମକଚି ହୋଇଗଲେ, ଉକ୍ତସ୍ଥାନରେ ତୁରନ୍ତ ବରଫ ଖଣ୍ଡ ଘଷିବାଦ୍ୱାରା ଦରଜ ହେବ ନାହିଁ ।
- ଗଳା ବସିପଡ଼ିଲେ: ଗଳା ବସିଥିଲେ, ବରଫ ଖଣ୍ଡ ଗଳା ଉପରେ ଧୀରେ ଘଷିବାଦ୍ୱାରା ଗଳା ଖୋଲିଯିବ ।
- ବାତ ରୋଗ: ବାତ ଯୋଗୁଁ ଗଣ୍ଠି ଦରଜ ହୁଏ । ଉକ୍ତସ୍ଥାନରେ ବରଫ ଖଣ୍ଡ ଦୁଇ ମିନିଟ୍ ପର୍ଯ୍ୟନ୍ତ ରଖିବା । ପୁଣି ସେହିସ୍ଥାନରେ ନୂଆ ବରଫ ଖଣ୍ଡ ରଖିବା । ଏହି ପ୍ରକ୍ରିୟା ୮ରୁ୧୦ ଥର କରିବାଦ୍ୱାରା ଦରଜ ଦୂର ହୋଇଯାଏ ।[୧]
ଆଧାର
[ସମ୍ପାଦନା]- ↑ ପ୍ରମେୟ, ପୃଷ୍ଠା-15, ବୁଧବାର, ୫ଜୁନ୍ ୨୦୧୩
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ବରଫ
ବାବଦରେ ମାଧ୍ୟମ ରହିଛି ।
- The National Snow and Ice Data Center, based in the United States
- The phase diagram of water, including the ice variants
- Webmineral listing for Ice
- MinDat.org listing and location data for Ice
- The physics of ice
- The phase diagrams of water with some high pressure diagrams
- 'Unfreezable' water, 'bound water' and water of hydration
- Electromechanical properties of ice
- Estimating the maximum thickness of an ice layer
- Sandia's Z machine creates ice in nanoseconds
- Amazing ice at Lac Leman Archived 2007-12-05 at the Wayback Machine.
- The Surprisingly Cool History of Ice Archived 2009-03-18 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |