ଫଜିଲକା
ଦେଖଣା
(Fazilkaରୁ ଲେଉଟି ଆସିଛି)
Fazilka
ਫਾਜ਼ਿਲਕਾ Bangla | |
---|---|
city | |
Country | India |
State | Punjab |
District | Fazilka |
Elevation | 177 m (581 ft) |
Population (2011) | |
• Total | ୭୬,୪୯୨ |
Language Punjabi | |
• Official | Punjabi |
Time zone | UTC+5:30 (IST) |
PIN | 152123 |
Telephone code | 01638 |
ଯାନବାହାନ ପଞ୍ଚୀକରଣ | PB-22 |
Precipitation | 923.9 millimetres (36.37 in) |
ଫଜିଲକା ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର fଇରୋଜ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଫଜିଲକା ୩୦.୪୦୪୧ ଉତ୍ତର ଅକ୍ଷାଂଶ ଓ ୭୪.୦୨୪୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫଜିଲକା ସହରର ମୋଟ ଜନସଂଖ୍ୟା ୬୭୪୨୪ ଅଟେ ।[୨] ସେଥି ମଧ୍ୟରୁ ୫୨.୩୯% ଜଣ ପରୁଷ ହୋଇଥିବା ବେଳେ ୪୭.୬୧% ଜଣ ନାରୀ ଅଟନ୍ତି । ଫଜିଲକାର ସାକ୍ଷରତା ହାର ୬୭.୫୪% ଅଟେ । ଏହା ଜାତୀୟ ହାରଠାରୁ -୨.୭୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୮୩% ପ୍ରତିଶତ ପୁରୁଷ ଓ ୨୯.୭୧% ନାରୀ ଅଟନ୍ତି । ୧୨.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ପଞ୍ଜାବୀ ଫଜିଲକାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.