ଏକତା ବିଷ୍ଟ

ଉଇକିପିଡ଼ିଆ‌ରୁ
(Ekta Bishtରୁ ଲେଉଟି ଆସିଛି)
ଏକତା ବିଷ୍ଟ
Ekta-bisht.jpg
ଏକତା
ବ୍ୟକ୍ତିଗତ ତଥ୍ୟ
ନାମଏକତା ବିଷ୍ଟ
ଜନ୍ମ (1986-02-08) ୮ ଫେବୃଆରୀ ୧୯୮୬ (ବୟସ ୩୭)
ଆଲ୍‌ମୋରା, ଉତ୍ତରାଖଣ୍ଡ, ଭାରତ
ବ୍ୟାଟିଂ ପ୍ରକାରବାମ ହାତୀ
ବୋଲିଂ ପ୍ରକାରବାମହାତୀ
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap ୯୪)୨ ଜୁଲାଇ ୨୦୧୧ v ଅଷ୍ଟ୍ରେଲିଆ
ଶେଷ ଦିନିକିଆ୧୨ ଅପ୍ରେଲ ୨୦୧୩ v ବାଙ୍ଗଲାଦେଶ
ଦିନିକିଆ ଜାମା ନମ୍ବର
ଘରୋଇ ଦଳ ତଥ୍ୟ
YearsTeam
୨୦୧୨–ଏବେଯାଏଁରେଲ‌ୱା
Career statistics
ପ୍ରତିଯୋଗିତା ଆନ୍ତର୍ଜାତୀୟ ମହିଳ ଦିନିକିଆ ଆନ୍ତର୍ଜାତୀୟ ମହିଳା ଟ୍ୱେଣ୍ଟି୨୦
ମ୍ୟାଚ ସଂଖ୍ୟା ୧୬ ୧୮
ମୋଟ ରନ ୪୪
ବ୍ୟାଟିଂ ହାର - -
ଶତକ/ଅର୍ଦ୍ଧଶତକ - -
ସର୍ବାଧିକ ରନ - -
ବଲ ସଂଖ୍ୟା ୮୮୯ ୩୬୫
ଉଇକେଟ ୨୬ ୧୪
ବୋଲିଂ ହାର ୨୧.୫୦ ୨୨.୨୮
ଇନିଙ୍ଗସରେ ୫ଟି ଉଇକେଟ n/a n/a
ମ୍ୟାଚରେ ୧୦ଟି ଉଇକେଟ n/a n/a
ସବୁଠୁ ଭଲ ବୋଲିଂ ୩/୨୭ ୨/୨୮
କ୍ୟାଚ/ଷ୍ଟମ୍ପିଙ୍ଗ 2/– 3/–
Source: ESPNcricinfo, ୨୦୧୩

ଏକତା ବିଷ୍ଟ ଜଣେ ଭାରତୀୟ ମହିଳା କ୍ରିକେଟ ଖେଳାଳୀ[୧][୨] ସେ ଜଣେ ବାମହାତୀ କ୍ରିକେଟ ଖେଳାଳୀସ୍ଲୋଓ ଲେଫ୍ଟ-ଆର୍ମ ବୋଲର ।[୩][୪] ଏକତା ଉତ୍ତରାଖଣ୍ଡର ପ୍ରଥମ ଆନ୍ତର୍ଜାତୀୟ ମହିଳା କ୍ରିକେଟ ଖେଳାଳୀ

୨୦୧୨ ଆନ୍ତର୍ଜାତିୟ ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ ଅକ୍ଟୋବର ୩ରେ ଖେଳାଯାଇଥିବା କଲମ୍ବୋ ଶ୍ରୀଲଙ୍କାଠାରେ, ଶ୍ରୀଲଙ୍କା ବିରୁଦ୍ଧ ସୃଖଳାରେ ଏକତା ହ୍ୟାଟ୍ରିକ୍ ୱିକେଟ ନେଇଥିଲେ, ଯାହା ଫଳରେ ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ୨୦ ଓଭରରେ ୮ଟି ଉଇକେଟ ହରାଇ ମାତ୍ର ୧୦୦ ରନ କରିପାରିଥିଲା ଏବଂ ଭାରତ ମାତ୍ର ୧୪ ଓଭରରେ କେବଳ ଗୋଟିଏ ଉଇକେଟ ହରାଇ ଏହି ସୃଙ୍ଖଳାଟି ଜିତିପାରିଥିଲା। [୫][୬]

ପାରମ୍ଭିକ ଜୀବନ[ସମ୍ପାଦନା]

ଏକତା ୮ ଫେବୃଆରୀ ୧୯୮୬ ମସିହାରେ ଉତ୍ତରାଖଣ୍ଡର ଆଲ୍‌ମୋରାଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୧ ମସିହା ଜୁଲାଇ ମାସରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିବାକୁ ଭାରତୀୟ ଆନ୍ତର୍ଜାତୀୟ ଦଳରେ ମନୋନୀତ ହୋଇଥିଲେ । ସେ ଜଣେ ଦକ୍ଷ ବୋଲର ଯେଏକି ବ‌ହୁତ କମ ସଂଖକ ସୃଙ୍ଖଳା ଖେଳି ଅଧିକ ଉଇକେଟ ନେବାରେ ସକ୍ଷମ ହୋଇପାରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Ekta Bisht Profile". ESPNcricinfo Portal.
  2. "Ekta Bisht Player Profile and Carrer [sic] Details". Divya Bhaskar Portal.
  3. "Women's World Cup 2013 Teams and Players". NDTV Sports Portal.
  4. "Ekta, Harmanpreet guide India to victory over Bangla eves". Zee News Portal. April 8, 2013.
  5. "ICC Women's T20 WC: Bisht shines with hat-trick in India`s play-off win". Zee News Portal. October 3, 2012.
  6. "Ekta Bisht hat-trick helps India trounce Sri Lanka women by 9 wickets". CricketCountry. October 3, 2012.