ଏକତା ବିଷ୍ଟ

ଉଇକିପିଡ଼ିଆ ରୁ
Jump to navigation Jump to search
ଏକତା ବିଷ୍ଟ
Ekta-bisht.jpg
ଏକତା
ଖେଳାଳିଙ୍କ ତଥ୍ୟ
ପୁରା ନାଆଁ ଏକତା ବିଷ୍ଟ
ବ୍ୟାଟିଙ୍ଗ ପ୍ରକାର ବାମ ହାତୀ
ବୋଲିଂ ପ୍ରକାର ବାମହାତୀ
International information
ଦିନିକିଆ ଆନ୍ତର୍ଜାତୀୟ ପଦାର୍ପଣ (cap ୯୪) ୨ ଜୁଲାଇ ୨୦୧୧ v ଅଷ୍ଟ୍ରେଲିଆ
ଶେଷ ଦିନିକିଆ କ୍ରିକେଟ ୧୨ ଅପ୍ରେଲ ୨୦୧୩ v ବାଙ୍ଗଲାଦେଶ
ଦିନିକିଆ ଜାମା ନମ୍ବର
Domestic team information
Years ଦଳ
୨୦୧୨–ଏବେଯାଏଁ ରେଲ‌ୱା
କ୍ୟାରିଅର ତଥ୍ୟ
ପ୍ରତିଯୋଗିତା ଆନ୍ତର୍ଜାତୀୟ ମହିଳ ଦିନିକିଆ ଆନ୍ତର୍ଜାତୀୟ ମହିଳା ଟ୍ୱେଣ୍ଟି୨୦
ମ୍ୟାଚ ୧୬ ୧୮
ରନ ୪୪
ବ୍ୟାଟିଙ୍ଗ ଆଭରେଜ - -
ଶତକ/ଅର୍ଦ୍ଧଶତକ - -
ସବୁଠୁ ବେସି ସ୍କୋର - -
ଡେଲିଭରି ବଲ ୮୮୯ ୩୬୫
ଉଇକେଟ ୨୬ ୧୪
Bowling average ୨୧.୫୦ ୨୨.୨୮
5 wickets in innings n/a n/a
10 wickets in match n/a n/a
Best bowling ୩/୨୭ ୨/୨୮
Catches/stumpings 2/– 3/–
Source: ESPNcricinfo,

ଏକତା ବିଷ୍ଟ ଜଣେ ଭାରତୀୟ ମହିଳା କ୍ରିକେଟ ଖେଳାଳୀ[୧][୨] ସେ ଜଣେ ବାମହାତୀ କ୍ରିକେଟ ଖେଳାଳୀସ୍ଲୋଓ ଲେଫ୍ଟ-ଆର୍ମ ବୋଲର ।[୩][୪] ଏକତା ଉତ୍ତରାଖଣ୍ଡର ପ୍ରଥମ ଆନ୍ତର୍ଜାତୀୟ ମହିଳା କ୍ରିକେଟ ଖେଳାଳୀ

୨୦୧୨ ଆନ୍ତର୍ଜାତିୟ ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ ଅକ୍ଟୋବର ୩ରେ ଖେଳାଯାଇଥିବା କଲମ୍ବୋ ଶ୍ରୀଲଙ୍କାଠାରେ, ଶ୍ରୀଲଙ୍କା ବିରୁଦ୍ଧ ସୃଖଳାରେ ଏକତା ହ୍ୟାଟ୍ରିକ୍ ୱିକେଟ ନେଇଥିଲେ, ଯାହା ଫଳରେ ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ୨୦ ଓଭରରେ ୮ଟି ଉଇକେଟ ହରାଇ ମାତ୍ର ୧୦୦ ରନ କରିପାରିଥିଲା ଏବଂ ଭାରତ ମାତ୍ର ୧୪ ଓଭରରେ କେବଳ ଗୋଟିଏ ଉଇକେଟ ହରାଇ ଏହି ସୃଙ୍ଖଳାଟି ଜିତିପାରିଥିଲା। [୫][୬]

ପାରମ୍ଭିକ ଜୀବନ[ସମ୍ପାଦନା]

ଏକତା ୮ ଫେବୃଆରୀ ୧୯୮୬ ମସିହାରେ ଉତ୍ତରାଖଣ୍ଡର ଆଲ୍‌ମୋରାଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୧ ମସିହା ଜୁଲାଇ ମାସରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିବାକୁ ଭାରତୀୟ ଆନ୍ତର୍ଜାତୀୟ ଦଳରେ ମନୋନୀତ ହୋଇଥିଲେ । ସେ ଜଣେ ଦକ୍ଷ ବୋଲର ଯେଏକି ବ‌ହୁତ କମ ସଂଖକ ସୃଙ୍ଖଳା ଖେଳି ଅଧିକ ଉଇକେଟ ନେବାରେ ସକ୍ଷମ ହୋଇପାରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Ekta Bisht Profile". ESPNcricinfo Portal.
  2. "Ekta Bisht Player Profile and Carrer [sic] Details". Divya Bhaskar Portal.
  3. "Women's World Cup 2013 Teams and Players". NDTV Sports Portal.
  4. "Ekta, Harmanpreet guide India to victory over Bangla eves". Zee News Portal. April 8, 2013.
  5. "ICC Women's T20 WC: Bisht shines with hat-trick in India`s play-off win". Zee News Portal. October 3, 2012.
  6. "Ekta Bisht hat-trick helps India trounce Sri Lanka women by 9 wickets". CricketCountry. October 3, 2012.