ଦେଓ ନାରାୟଣନ ଯାଦବ
ଦେଖଣା
(Deo Narayan Yadavରୁ ଲେଉଟି ଆସିଛି)
ଦେଓ ନାରାୟଣନ ଯାଦବ | |
|---|---|
| ୧୨ଶ ବାଚସ୍ପତି: ବିହାର ବିଧାନ ସଭା[୧] | |
| କାର୍ଯ୍ୟକାଳ ୧୨ ଅପ୍ରେଲ ୧୯୯୫ – ୬ ମାର୍ଚ୍ଚ ୨୦୦୩ | |
| ପୂର୍ବ ଅଧିକାରୀ | ଗୁଲାମ ସରୱର |
| ପର ଅଧିକାରୀ | ସଦାନନ୍ଦ ସିଂହ |
| ବିଧାୟକ: ବିହାର ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୭ – ୨୦୦୩ | |
| ପୂର୍ବ ଅଧିକାରୀ | ନିଜେ |
| ପର ଅଧିକାରୀ | ଉମା କାନ୍ତ ଯାଦବ |
| ନିର୍ବାଚନ ମଣ୍ଡଳୀ | ବାବୁବାରୀ |
| ବିଧାୟକ: ବିହାର ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୫ – ୨୦୦୦ | |
| ପୂର୍ବ ଅଧିକାରୀ | ନିଜେ |
| ନିର୍ବାଚନ ମଣ୍ଡଳୀ | ବାବୁବାରୀ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ମଧୁବନୀ, ବିହାର, ଭାରତ |
| ମୃତ୍ୟୁ | ୪ ମାର୍ଚ୍ଚ ୨୦୦୩ (୮୨ ବର୍ଷ) ପାଟଣା, ବିହାର, ଭାରତ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ରାଷ୍ଟ୍ରିୟ ଜନତା ଦଳ (୧୯୯୫–ମୃତ୍ୟୁ ଯାଏଁ) ଜନତା ଦଳ |
| ଘର | ପାଟଣା, ବିହାର |
| ପେଷା | ରାଜନେତା ସମାଜସେବୀ ସ୍ୱାଧୀନତା ସଂଗ୍ରାମ |
ଦେଓ ନାରାୟଣନ ଯାଦବ (ମୃତ୍ୟୁ: ୪ ମାର୍ଚ୍ଚ ୨୦୦୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ଥିଲେ । ୧୯୫୨ ଓ ୧୯୫୭ ନିର୍ବାଚନରେ ସେ ଲାଦାନିୟା ନିର୍ବାଚନ ମଣ୍ଡଳୀରୁ ୧ମ ଓ ୨ୟ ବିହାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । କୃଷ୍ଣ ସିହ୍ନାଙ୍କ ନେତୃତ୍ୱରେ ବିହାର ସରକାରର ପ୍ରଥମ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ ।[୨] ସେ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିହାର ବିଧାନ ସଭାର ଦ୍ୱାଦଶ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଏବଂ ୧୯୯୦ ମସିହାରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମଧୁବାନୀ ଜିଲ୍ଲାର ବାବୁବାରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବରେ ବିହାର ବିଧାନ ସଭାରେ କାର୍ଯ୍ୟ କରିଥିଲେ । ୮୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Speaker of the Bihar Legislative Assembly" (PDF). www.vidhansabha.bih.nic. Retrieved 1 June 2020.
- ↑ "Ex-Speaker Dev Narayan Yadav passes away". timesofindia.indiatimes.com. Retrieved 5 March 2003.