କ୍ଲାସ୍କୋଟେରୋନ
ଦେଖଣା
(Clascoteroneରୁ ଲେଉଟି ଆସିଛି)
Clinical data | |
---|---|
Trade names | Winlevi |
Synonyms | CB-03-01; Breezula; 11-Deoxycortisol 17α-propionate; 17α-(Propionyloxy)- deoxycorticosterone; 21-Hydroxy-3,20-dioxopregn-4-en-17-yl propionate |
AHFS/Drugs.com | monograph |
data |
|
Routes of administration | Topical (cream) |
Legal status | |
Legal status | |
Identifiers | |
| |
ECHA InfoCard | 100.210.810 |
Chemical and physical data | |
Formula | C24H34O5 |
Molar mass | ୪୦୨.୫୩ g·mol−1 |
3D model (JSmol) | |
| |
|
,
କ୍ଲାସ୍କୋଟେରୋନ, ଏକ ବେପାର ନାମ, ୱିନଲେଭି, ହେଉଛି ଏକ ଔଷଧ ଯାହାକି ଅତି କମରେ ୧୨ ବର୍ଷ ବୟସର ଲୋକର ହୋଇଥିବା ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଚର୍ମରେ କ୍ରିମ୍ ଭାବରେ ପ୍ରୟୋଗ କରାଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ, ଗଲୁ, ଶୁଷ୍କ ଚର୍ମ ଏବଂ ଲୋକାଲ୍ ଫୁଲା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତରେ ଉଚ୍ଚ ପୋଟାସିୟମ ସ୍ତର ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏକ ଆଣ୍ଡ୍ରୋଜେନ୍ ରିସେପ୍ଟର ଇନହିବିଟର ।[୨] ଚର୍ମରେ ପ୍ରୟୋଗ କଲେ ରକ୍ତ ସଞ୍ଚାଳନରେ ସର୍ବନିମ୍ନ ଅବଶୋଷଣ ଦେଖାଯାଏ ।[୩]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ଲାସ୍କୋଟେରୋନ ଅନୁମୋଦିତ ହୋଇଥିଲା ।[୨] ୨୦୨୨ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ନୁହେଁ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୬୦ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ୪୮୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ "Winlevi (clascoterone) cream, for topical use" (PDF). Cassiopea. Archived (PDF) from the original on 18 September 2020. Retrieved 9 September 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "DailyMed - WINLEVI- clascoterone cream". dailymed.nlm.nih.gov. Archived from the original on 28 October 2021. Retrieved 3 November 2022.
- ↑ Kircik LH (July 2019). "What's new in the management of acne vulgaris". Cutis. 104 (1): 48–52. PMID 31487336. Archived from the original on 2020-10-26. Retrieved 2022-09-09.
- ↑ "Clascoterone". SPS - Specialist Pharmacy Service. 3 March 2018. Archived from the original on 5 December 2021. Retrieved 3 November 2022.
- ↑ "Winlevi". GoodRx. Archived from the original on 11 November 2022. Retrieved 3 November 2022.