ଚାନ୍ଦାଉସି
ଦେଖଣା
(Chandausiରୁ ଲେଉଟି ଆସିଛି)
Chandausi | |
---|---|
Devloping Town | |
Nickname: Chand-si | |
ଦେଶ | India |
ରାଜ୍ୟ | Uttar Pradesh |
ଜିଲ୍ଲା | Sambhal |
Elevation | 284 m (932 ft) |
Population (2011) | |
• Total | ୧,୧୪,୩୮୩ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 244412 |
ଯାନବାହାନ ପଞ୍ଚୀକରଣ | UP 38 |
ଚାନ୍ଦାଉସି ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ମୋରଦବଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଚାନ୍ଦାଉସି ୨୮.୪୫୩୦ ଉତ୍ତର ଅକ୍ଷାଂଶ ଓ ୭୮.୭୮୨୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚାନ୍ଦାଉସି ସହରର ମୋଟ ଜନସଂଖ୍ୟା ୧୦୩୭୫୭ ଅଟେ ।[୨] ସେଥି ମଧ୍ୟରୁ ୫୩.୧୭% ଜଣ ପରୁଷ ହୋଇଥିବା ବେଳେ ୪୬.୮୩% ଜଣ ନାରୀ ଅଟନ୍ତି । ଚାନ୍ଦାଉସିର ସାକ୍ଷରତା ହାର ୫୮.୧୫% ଅଟେ । ଏହା ଜାତୀୟ ହାରଠାରୁ ୬.୬୯% ପ୍ରତିଶତ କମ ଅଟେ । ସେଥିରୁ ୩୩.୨୧% ପ୍ରତିଶତ ପୁରୁଷ ଓ ୨୪.୯୩% ନାରୀ ଅଟନ୍ତି । ୧୪.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଚାନ୍ଦାଉସିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.