ଚାନ୍ଦାଉସି

ଉଇକିପିଡ଼ିଆ‌ରୁ
(Chandausiରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Chandausi
Devloping Town
Nickname: 
Chand-si
ଦେଶ India
ରାଜ୍ୟUttar Pradesh
ଜିଲ୍ଲାSambhal
Elevation
284 m (932 ft)
Population
 (2011)
 • Total୧,୧୪,୩୮୩
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN
244412
ଯାନବାହାନ ପଞ୍ଚୀକରଣUP 38

ଚାନ୍ଦାଉସି ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମୋରଦବଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଚାନ୍ଦାଉସି ୨୮.୪୫୩୦ ଉତ୍ତର ଅକ୍ଷାଂଶ ଓ ୭୮.୭୮୨୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚାନ୍ଦାଉସି ସହରର ମୋଟ ଜନସଂଖ୍ୟା ୧୦୩୭୫୭ ଅଟେ ।[୨] ସେଥି ମଧ୍ୟରୁ ୫୩.୧୭% ଜଣ ପରୁଷ ହୋଇଥିବା ବେଳେ ୪୬.୮୩% ଜଣ ନାରୀ ଅଟନ୍ତି । ଚାନ୍ଦାଉସିର ସାକ୍ଷରତା ହାର ୫୮.୧୫% ଅଟେ । ଏହା ଜାତୀୟ ହାରଠାରୁ ୬.୬୯% ପ୍ରତିଶତ କମ ଅଟେ । ସେଥିରୁ ୩୩.୨୧% ପ୍ରତିଶତ ପୁରୁଷ ଓ ୨୪.୯୩% ନାରୀ ଅଟନ୍ତି । ୧୪.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ଚାନ୍ଦାଉସିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]