ସେଭିମେଲାଇନ
ଦେଖଣା
(Cevimelineରୁ ଲେଉଟି ଆସିଛି)
| Clinical data | |
|---|---|
| Pronunciation | se vim' e leen[୧] |
| Trade names | Evoxac |
| AHFS/Drugs.com | monograph |
| MedlinePlus | a608025 |
| Pregnancy category |
|
| Routes of administration | By mouth (capsules) |
| Legal status | |
| Legal status |
|
| Pharmacokinetic data | |
| Protein binding | <20% |
| Identifiers | |
| |
| Chemical and physical data | |
| Formula | C10H17NOS |
| Molar mass | ୧୯୯.୩୧ g·mol−1 |
| 3D model (JSmol) | |
| |
| |
| (verify) | |
ସେଭିମେଲାଇନ, ବେପାର ନାମ ଇଭୋକ୍ସାକ୍, ଏକ ଔଷଧ ଯାହା ଜୋଗ୍ରାନ ସିଣ୍ଡ୍ରୋମ କିମ୍ବା ବିକିରଣ ଚିକିତ୍ସା ଜନିତ ଶୁଖିଲା ପାଟିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଇକାର୍ପିନ ସହିତ ଏକ ସମାନ । [୨] ଏହା ପାଟିରେ ଦିଆଯାଏ । [୧],
ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ହୁଏ ଏବଂ ଏଥିରେ ବର୍ଦ୍ଧିତ ଝାଳ, ନାକରୁ ପାଣି ପ୍ରବାହିତ, ଅଇ, ତରଳ ଝାଡ଼ା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଦୃଷ୍ଟି ବ୍ୟାଘାତ ଏବଂ ଥକ୍କାପଣ ହୋଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୨] ଏହା ଏକ ମସ୍କାରିନିକ୍ ଆଗୋନିଷ୍ଟ, ଯାହାଦ୍ୱାରା ଲାଳ ଉତ୍ପାଦନ ବୃଦ୍ଧି ପାଇଥାଏ | [୧]
୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସେଭିମେଲାଇନ ଅନୁମୋଦିତ ହୋଇଥିଲା। [୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାସ ଔଷଧର ମୂଲ୍ୟ ପ୍ରାୟ ୫୨ ଡଲାର ଅଟେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Cevimeline". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 3 January 2022.
- ↑ ୨.୦ ୨.୧ ୨.୨ "Cevimeline Monograph for Professionals". Drugs.com (in ଇଂରାଜୀ). Retrieved 3 January 2022.
- ↑ ୩.୦ ୩.୧ "Cevimeline Prices, Coupons & Savings Tips - GoodRx". GoodRx. Archived from the original on 26 September 2016. Retrieved 3 January 2022.