ବମ୍ବେ ଜ୍ଞାନମ
ଦେଖଣା
(Bombay Gnanamରୁ ଲେଉଟି ଆସିଛି)
ଜ୍ଞାନମ ବାଲସୁଭ୍ରମଣ୍ୟନ | |
---|---|
ଅନ୍ୟ ନାମ | ବମ୍ବେ ଜ୍ଞାନମ |
ବୃତ୍ତି | ଅଭିନେତ୍ରୀ |
ଜ୍ଞାନମ ବାଲସୁଭ୍ରମଣ୍ୟନ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ତାଙ୍କ ବମ୍ବେ ଜ୍ଞାନମ ଭାବରେ ଜଣାଶୁଣା । ସେ ତାମିଲ ମଞ୍ଚ, ଦୂରଦର୍ଶନ ଏବଂ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ୧୯୮୯ ମସିହାରେ ସେ ମହାଲକ୍ଷ୍ମୀ ଲେଡିଜ୍ ଡ୍ରାମା ଗ୍ରୁପ୍ ଜରିଆରେ ଜଣେ ମଞ୍ଚ କଳାକାର ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]ସେ ପ୍ରେମି, କୋଲାଙ୍ଗଲ ଏବଂ ଚିଦାମ୍ବରା ରାଗସିୟମ୍, ସାହାନା ଭଳି ଧାରାବାହିକ ସହିତ ୫୦ରୁ ଅଧିକ ତାମିଲ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି ।[୨] ତାଙ୍କୁ ୨୦୦୫ ମସିହାରେ କଳାଇମାମଣି ଉପାଧିଦ୍ୱାରା ସମ୍ମାନିତ କରାଯାଇଥିଲା ।[୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଅଭଭାଇ ଶାନମୁଗି (୧୯୯୬)
- ଆହା ..! (୧୯୯୭)
- ୟାଇ! ନି ରୋମ୍ବା ଆଜହାଗା ଇରୁକେ! (୨୦୦୨)
- ନଳ ଦମୟନ୍ତୀ (୨୦୦୩)
- ଓରୁ ନାଲ୍ ଓରୁ କାନବୁ (୨୦୦୫)
- ଭେୟିଲ୍ (୨୦୦୬)
- ଆଜାଗିଆ ତାମିଲ ମାଗାନ୍ (୨୦୦୭)
- ଜିଗର୍ଥାନ୍ଦ (୨୦୧୪)
- ଏଣ୍ଡାରୋ ମହାଭାନୁବାଲୁ - ୨୦୧୮ (ନିର୍ଦ୍ଦେଶକ ମଧ୍ୟ)
ଆଧାର
[ସମ୍ପାଦନା]- ↑ "Voice of the woman in mainstream theatre". The Hindu. 23 May 2003. Archived from the original on 14 October 2003. Retrieved 26 November 2013.
- ↑ Lalithasai (1 May 2012). "Women Power: Creating a niche in Tamil theatre". The Hindu. Chennai. Retrieved 26 November 2013.
- ↑ "Kalaimamani awards for 123 artists". The Hindu. 26 February 2006. Retrieved 26 November 2013.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବମ୍ବେ ଜ୍ଞାନମ