ଭିୱାନ୍ଦି
ଦେଖଣା
(Bhiwandiରୁ ଲେଉଟି ଆସିଛି)
Bhiwandi | |
---|---|
Metro | |
Country | India |
State | Maharashtra |
District | Thane |
Government | |
• Mayor | Tushar Chaudhary |
• Municipal Commissioner | Balaji khatgaonkar |
Elevation | 24 m (79 ft) |
Population (2011) | |
• Total | ୭,୧୧,୩୨୯[୧] |
Language | |
• Official | Marathi |
Time zone | UTC+5:30 (IST) |
PIN | 421 302 , 421308 |
Telephone code | 02522 |
ଯାନବାହାନ ପଞ୍ଚୀକରଣ | MH-04 |
Website |
ଭିୱାନ୍ଦି ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଥନେ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଭିୱାନ୍ଦି ୧୯.୩୦୦୨ ଉତ୍ତର ଅକ୍ଷାଂଶ ଓ ୭୩.୦୫୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୭୫ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭିୱାନ୍ଦି ସହରର ମୋଟ ଜନସଂଖ୍ୟା ୫୯୮୭୦୩ ଅଟେ ।[୩] ସେଥି ମଧ୍ୟରୁ ୬୧.୪୪% ଜଣ ପରୁଷ ହୋଇଥିବା ବେଳେ ୩୮.୫୬% ଜଣ ନାରୀ ଅଟନ୍ତି । ଭିୱାନ୍ଦିର ସାକ୍ଷରତା ହାର ୬୫.୮୧% ଅଟେ । ଏହା ଜାତୀୟ ହାରଠାରୁ -୦.୯୭% ପ୍ରତିଶତ କମ ଅଟେ । ସେଥିରୁ ୪୪.୦୪% ପ୍ରତିଶତ ପୁରୁଷ ଓ ୨୧.୭୭% ନାରୀ ଅଟନ୍ତି । ୧୩.୮୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ମରାଠୀ ଭିୱାନ୍ଦିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://censusindia.gov.in/2011-prov-results/paper2/data_files/India2/Table_2_PR_Cities_1Lakh_and_Above.pdf
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.