ଭାରତୀ ଆଚରେକର
ଦେଖଣା
(Bharti Achrekarରୁ ଲେଉଟି ଆସିଛି)
ଭାରତୀ ଆଚରେକର | |
---|---|
ଜନ୍ମ | ୧୫ ଅକ୍ଟୋବର ୧୯୫୭ |
ଶିକ୍ଷାନୁଷ୍ଠାନ | ରାମନାରାୟଣ ରୁଇଆ କଲେଜ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୦–ଏବେଯାଏଁ |
ଭାରତୀ ଆଚରେକର ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମରାଠୀ ଏବଂ ହିନ୍ଦୀ ଥିଏଟର, କଥାଚିତ୍ର ତଥା ଦୂରଦର୍ଶନରେ କାମ କରନ୍ତି ।[୧] ସେ ଭାରତୀୟ ଦୂରଦର୍ଶନ ଧାରାବାହିକ ୱାଗଲ୍ କି ଦୁନିଆରେ ଅଭିନୀ ଚରିତ୍ର ଶ୍ରୀମତୀ ୱାଗଲ୍ ପାଇଁ ଜଣାଶୁଣା ।[୨] ସେ ୱାଗଲ୍ କି ଦୁନିୟା - ନୟି ପୀଢ଼ି ନୟେ କିସ୍ସେରେ ରାଧିକା ୱାଗଲ୍ ଭାବରେ ଅଭିନୟ କରିଛନ୍ତି ।[୩][୪]
ଅଭିନୟ ଜୀବନ
[ସମ୍ପାଦନା]ଭାରତୀ ବାସୁ ଚାଟାର୍ଜୀଙ୍କ ନିର୍ଦ୍ଦେଶିତ ଏକ ହିନ୍ଦୀ ନାଟକ ଅପ୍ନେ ପରାୟେ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି ନାଟକଟି ୧୯୧୭ ମସିହାରେ ପ୍ରକାଶିତ ହୋଇଥିବା ଶରତ ଚନ୍ଦ୍ରଙ୍କଦ୍ୱାରା ଲିଖିତ ବଙ୍ଗଳା ଉପନ୍ୟାସ ନିଷ୍କ୍ରିତି ଉପରେ ଆଧାରିତ ଥିଲା ।[୫]
ଆଧାର
[ସମ୍ପାଦନା]- ↑ "बासु चटर्जी को याद करते हुए भारती आचरेकर ने कहा- 'फिल्ममेकिंग में था थिएटर का स्टाइल'". Dainik Jagran (in ହିନ୍ଦୀ). Retrieved 12 July 2020.
- ↑ "Bharti Achrekar makes a comeback - Times of India". The Times of India. Retrieved 26 June 2016.
- ↑ "Everything about Wagle ki Duniya ― Nayi Peedhi Naye Kissey". The Indian Express.
- ↑ "Actress Bharati Achrekar feels family support is essential in the pandemic". Tribuneindia News Service (in ଇଂରାଜୀ). Archived from the original on 8 October 2022. Retrieved 11 February 2022.
- ↑ "'Mard hoti toh collector hoti' — Basu Chatterjee's Apne Paraye is a study in family dynamics". ThePrint (in ଆମେରିକୀୟ ଇଂରାଜୀ). 16 January 2022. Retrieved 11 February 2022.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭାରତୀ ଆଚରେକର