ଭାରତୀ ଆଚରେକର

ଉଇକିପିଡ଼ିଆ‌ରୁ
ଭାରତୀ ଆଚରେକର
ଜନ୍ମ (1957-10-15) ୧୫ ଅକ୍ଟୋବର ୧୯୫୭ (ବୟସ ୬୬)
ଶିକ୍ଷାନୁଷ୍ଠାନରାମନାରାୟଣ ରୁଇଆ କଲେଜ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୦–ଏବେଯାଏଁ

ଭାରତୀ ଆଚରେକର ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମରାଠୀ ଏବଂ ହିନ୍ଦୀ ଥିଏଟର, କଥାଚିତ୍ର ତଥା ଦୂରଦର୍ଶନରେ କାମ କରନ୍ତି ।[୧] ସେ ଭାରତୀୟ ଦୂରଦର୍ଶନ ଧାରାବାହିକ ୱାଗଲ୍ କି ଦୁନିଆରେ ଅଭିନୀ ଚରିତ୍ର ଶ୍ରୀମତୀ ୱାଗଲ୍ ପାଇଁ ଜଣାଶୁଣା ।[୨] ସେ ୱାଗଲ୍ କି ଦୁନିୟା - ନୟି ପୀଢ଼ି ନୟେ କିସ୍ସେରେ ରାଧିକା ୱାଗଲ୍ ଭାବରେ ଅଭିନୟ କରିଛନ୍ତି ।[୩][୪]

ଅଭିନୟ ଜୀବନ[ସମ୍ପାଦନା]

ଭାରତୀ ବାସୁ ଚାଟାର୍ଜୀଙ୍କ ନିର୍ଦ୍ଦେଶିତ ଏକ ହିନ୍ଦୀ ନାଟକ ଅପ୍ନେ ପରାୟେ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି ନାଟକଟି ୧୯୧୭ ମସିହାରେ ପ୍ରକାଶିତ ହୋଇଥିବା ଶରତ ଚନ୍ଦ୍ରଙ୍କଦ୍ୱାରା ଲିଖିତ ବଙ୍ଗଳା ଉପନ୍ୟାସ ନିଷ୍କ୍ରିତି ଉପରେ ଆଧାରିତ ଥିଲା ।[୫]

ଆଧାର[ସମ୍ପାଦନା]

  1. "बासु चटर्जी को याद करते हुए भारती आचरेकर ने कहा- 'फिल्ममेकिंग में था थिएटर का स्टाइल'". Dainik Jagran (in ହିନ୍ଦୀ). Retrieved 12 July 2020.
  2. "Bharti Achrekar makes a comeback - Times of India". The Times of India. Retrieved 26 June 2016.
  3. "Everything about Wagle ki Duniya ― Nayi Peedhi Naye Kissey". The Indian Express.
  4. "Actress Bharati Achrekar feels family support is essential in the pandemic". Tribuneindia News Service (in ଇଂରାଜୀ). Retrieved 11 February 2022.
  5. "'Mard hoti toh collector hoti' — Basu Chatterjee's Apne Paraye is a study in family dynamics". ThePrint (in ଆମେରିକୀୟ ଇଂରାଜୀ). 16 January 2022. Retrieved 11 February 2022.

ବାହାର ଲିଙ୍କ୍[ସମ୍ପାଦନା]