ଭାବୁଆ

ଉଇକିପିଡ଼ିଆ‌ରୁ
(Bhabuaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bhabua
भभुआ
city
Country India
StateBihar
DivisionPatna district = Kaimur (Bhabua)
Ward26 wards altitude = 76
Government
 • M.L.ADr. Pramod Kumar Singh
Population
 (2001)
 • Total୪୧,୭୭୫
Languages
 • Officialbhojpuri, English
Time zoneUTC+5:30 (IST)
PIN
821101
Telephone code91-6189
ଯାନବାହାନ ପଞ୍ଚୀକରଣBR-45
Websitewww.kaimur.bih.nic.in


ଭାବୁଆ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର କଇମୁର୍ (‌‌ଭବୁଅ) ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଭାବୁଆ ୨୫.୦୪୧୩ ଉତ୍ତର ଅକ୍ଷାଂଶ ଓ ୮୩.୬୦୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୪୬ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭାବୁଆ ସହରର ମୋଟ ଜନସଂଖ୍ୟା ୪୧୫୦୭ ଅଟେ ।[୨] ସେଥି ମଧ୍ୟରୁ ୫୪.୪୧% ଜଣ ପରୁଷ ହୋଇଥିବା ବେଳେ ୪୫.୫୯% ଜଣ ନାରୀ ଅଟନ୍ତି । ଭାବୁଆର ସାକ୍ଷରତା ହାର ୬୫.୫୩% ଅଟେ । ଏହା ଜାତୀୟ ହାରଠାରୁ -୦.୬୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୮୧% ପ୍ରତିଶତ ପୁରୁଷ ଓ ୨୫.୭୨% ନାରୀ ଅଟନ୍ତି । ୧୫.୭୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ଭାବୁଆର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]