ଭାବୁଆ
ଦେଖଣା
Bhabua
भभुआ | |
|---|---|
city | |
| Country | |
| State | Bihar |
| Division | Patna district = Kaimur (Bhabua) |
| Ward | 26 wards altitude = 76 |
| Government | |
| • M.L.A | Dr. Pramod Kumar Singh |
| Population (2001) | |
| • Total | ୪୧,୭୭୫ |
| Languages | |
| • Official | bhojpuri, English |
| Time zone | UTC+5:30 (IST) |
| PIN | 821101 |
| Telephone code | 91-6189 |
| ଯାନବାହାନ ପଞ୍ଚୀକରଣ | BR-45 |
| Website | www |
ଭାବୁଆ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର କଇମୁର୍ (ଭବୁଅ) ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଭାବୁଆ ୨୫.୦୪୧୩ ଉତ୍ତର ଅକ୍ଷାଂଶ ଓ ୮୩.୬୦୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୪୬ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭାବୁଆ ସହରର ମୋଟ ଜନସଂଖ୍ୟା ୪୧୫୦୭ ଅଟେ ।[୨] ସେଥି ମଧ୍ୟରୁ ୫୪.୪୧% ଜଣ ପରୁଷ ହୋଇଥିବା ବେଳେ ୪୫.୫୯% ଜଣ ନାରୀ ଅଟନ୍ତି । ଭାବୁଆର ସାକ୍ଷରତା ହାର ୬୫.୫୩% ଅଟେ । ଏହା ଜାତୀୟ ହାରଠାରୁ -୦.୬୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୮୧% ପ୍ରତିଶତ ପୁରୁଷ ଓ ୨୫.୭୨% ନାରୀ ଅଟନ୍ତି । ୧୫.୭୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଭାବୁଆର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.