ବାଭିତ୍ରା
ଦେଖଣା
(Bavithraରୁ ଲେଉଟି ଆସିଛି)
ବାଭିତ୍ରା | |
---|---|
ଜନ୍ମ | [୧] | ୨୩ ମାର୍ଚ୍ଚ ୧୯୯୧
ଅନ୍ୟ ନାମ | ଭିଜେ ବାଭିତ୍ରା[୧] |
ବୃତ୍ତିସମୂହ |
|
ବାଭିତ୍ରା ଜଣେ ଭାରତୀୟ ଅଭିନେତ୍ରୀ ତଥା ମଡେଲ୍ ଓ ଉପସ୍ଥାପିକା, ଯିଏକି ଭିଜେ ବାଭିତ୍ରା ଭାବରେ ଜଣାଶୁଣା । ସେ ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ ଓ ଦୂରଦର୍ଶନରେ କାମ କରନ୍ତି । ତାମିଲ ଧାରାବାହିକ ନୀଳାର ମୁଖ୍ୟ ଚରତ୍ରରେ ଅଭିନୟ ପାଇଁ ସେ ଜଣାଶୁଣା । ସେ ମିସ୍ ସାଉଥ୍ ଇଣ୍ଡିଆ ବିଉଟି ପେଜେଣ୍ଟ ଜିତିଛନ୍ତି ।[୨]
ଅଭିନୟ ଜୀବନ
[ସମ୍ପାଦନା]ବାଭିତ୍ରା ଜଣେ ଏମ୍ବିଏ ଗ୍ରାଜୁଏଟ୍ ଏବଂ ମଡେଲିଂ ତଥା ଆଙ୍କରିଂ କରିବା ପୂର୍ବରୁ କର୍ପୋରେଟ୍ କମ୍ପାନୀରେ ତିନିବର୍ଷ ଚାକିରୀ କରିଥିଲେ । ୨୦୧୬ ମସିହାରେ, ସେ ଜଣେ ନାୟିକା ଭାବରେ ୫୦/୫୦ କଥାଚିତ୍ର ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୩] ୱାଣକମ୍ ତମିଜା କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ ସେ ଲୋକପ୍ରିୟତା ପାଇଥିଲେ ଏବଂ ନୀଳା ଧାରାବାହିକ ଜରିଆରେ ଜଣେ ଅଭିନେତ୍ରୀ ଭାବରେ ଦୂରଦର୍ଶନରେ କାମ କରିଥିଲେ ।[୪][୫][୬] ନୀଳା ନୀଳା ଓଡି ବା ୱେବ୍ ସିରିଜ୍ରେ ସେ କାମ କରିଛନ୍ତି ।[୭] ସେ ସିଙ୍ଗାପେନ୍ନାଇରେ ଅଭିନୟ କରିଛନ୍ତି ।[୮]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୮ | ସରକାର | - | ଅତିଥି କଳାକାର | [୧] |
୨୦୧୯ | ୫୦/୫୦ | ସାମନ୍ତା | ମୁଖ୍ୟ ନାୟିକା ଭାବରେ ପ୍ରଥମ କଥାଚିତ୍ର | [୩] |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | କାର୍ଯ୍ୟକ୍ରମ/ଧାରାବାହିକ | ଭୂମିକ | ଚେନାଲ୍ | ମନ୍ତବ୍ୟ | ଆଧାର |
---|---|---|---|---|---|
୨୦୧୪ | ନଟଚତିର କବାଡ଼ି | ଉପସ୍ଥାପିକା | ସନ୍ ଟିଭି | [୪] | |
୨୦୧୬ | ସୋପ୍ପନା ସୁନ୍ଦରୀ | ପ୍ରତିଯୋଗୀ | ସନ୍ ଲାଇଫ୍ | [୨] | |
ଥମାରାଇ | ପୂବରସି | ସନ୍ ଟିଭି | |||
୨୦୧୭ | ବିରୁନ୍ଧିନାର ପାକ୍କମ୍ | ଉପସ୍ଥାପିକା | |||
୨୦୧୭ | ସୁରିୟା ୱାଣକ୍କମ୍ | [୪] | |||
୨୦୧୮ | ୱାଣକମ୍ ତମିଜା | [୫] | |||
୨୦୧୮–୨୦୨୨ | ନାମ ଇରୁବାର ନାମାକ୍କୁ ଇରୁବାର | ତମରାଇ | ଷ୍ଟାର୍ ବିଜୟ | ||
୨୦୧୮ | ନୀଳା ନୀଳା ଓଡି ବା | ଯମୁନା | ଭିଉ | ୱେବ୍ ସିରିଜ୍ | [୭] |
୨୦୧୯–୨୦୨୧ | ନୀଳା | ନୀଳା ଓ ମତି | ସନ୍ ଟିଭି | ମୁଖ୍ୟ ଭୂମିକା; ଦ୍ୱେତ ଭୂମିକା | [୪] |
୨୦୨୦ | ପଣ୍ଡାବାର ଇଲ୍ଲାମ୍ | ନୀଳା | ଅତିଥି କଳାକାର | ||
୨୦୨୧–୨୦୨୨ | ବୈଦେଗି କାତିରୁନ୍ଦାଲ | ଆରତୀ | ଷ୍ଟାର୍ ବିଜୟ | ||
୨୦୨୩–ଏବେଯାଏଁ | ସିଙ୍ଗାପେନ୍ନାଇ | ମିତ୍ରା | ସନ୍ ଟିଭି | Negative Role |
ପୁରସ୍କାର
[ସମ୍ପାଦନା]ବର୍ଷ | ପୁରସ୍କାର | ଫଳାଫଳ | ଆଧାର |
---|---|---|---|
୨୦୧୭ | ମିସ୍ ସାଉଥ୍ ଇଣ୍ଡିଆ | ବିଜୟୀ | [୫] |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "'சொப்பன சுந்தரி' பவித்ரா மாடலிங்ல இவ்ளோ பெரிய இடத்த அடஞ்சிருக்காங்களா..." [How ’Soppana Sundari’ Bavithra became popular through modeling]. The Indian Express (in ତାମିଲ୍). 13 December 2019. Archived from the original on 31 December 2019. Retrieved 27 March 2020.
- ↑ ୨.୦ ୨.୧ "Nila fame Bavithra shares throwback pic from her beauty pageant days". The Times of India. 5 September 2019. Archived from the original on 29 September 2019. Retrieved 27 March 2020.
- ↑ ୩.୦ ୩.୧ Purushothaman, Kirubhakar (9 October 2016). "City model Bavithra to act with Sethu". Deccan Chronicle. Archived from the original on 13 August 2019. Retrieved 27 March 2020.
- ↑ ୪.୦ ୪.୧ ୪.୨ ୪.୩ "Bavithra is excited about her serial Nila". The Times of India. 18 March 2019. Archived from the original on 10 April 2020. Retrieved 27 March 2020.
- ↑ ୫.୦ ୫.୧ ୫.୨ "TV anchor Bavithra bags the lead role in Nila". The Times of India. 12 March 2019. Archived from the original on 10 April 2020. Retrieved 27 March 2020.
- ↑ "என் முகத்துக்கு கர்லிங் ஹேர் செட்டாகலை – 'நிலா' பவித்ரா". Ananda Vikatan (in ତାମିଲ୍). 8 April 2019. Archived from the original on 27 March 2020. Retrieved 27 March 2020.
- ↑ ୭.୦ ୭.୧ Rajendran, Gopinath (19 July 2018). "Ashwin and Sunainaa's web series, Nila Nila Odi Vaa, to be about vampires". The New Indian Express. Archived from the original on 16 October 2019. Retrieved 9 April 2020.
- ↑ "Pandavar Illam actress Bavithra joins the cast of 'Singa Pennae". timesofindia.indiatimes.com. 19 October 2023.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ବାଭିତ୍ରା
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ବାଭିତ୍ରା