ବସେନ ମୁର୍ମୁ

ଉଇକିପିଡ଼ିଆ‌ରୁ
(Basen Murmuରୁ ଲେଉଟି ଆସିଛି)
ବସେନ ମୁର୍ମୁ
Basen Murmu
ବସେନ ମୁର୍ମୁ
Born(1987-04-09)ଅପ୍ରେଲ ୯, ୧୯୮୭
ବାରହାଜିୟାଁ, ମୟୁରଭଞ୍ଜ, ଓଡ଼ିଶା, ଭାରତ
Died୮ ଜୁନ ୨୦୨୦(2020-06-08) (ବୟସ ୩୩)
Nationalityଭାରତୀୟ
Occupation
  • ଗାୟକ,ଗୀତିକାର
Spouseମମତା ମୁର୍ମୁ
Parent(s)ନାରାନ ମୁର୍ମୁ
ମାୟନ ମୁର୍ମୁ

ବସେନ ମୁର୍ମୁ (ଇଂରାଜୀ: Basen Murmu) (୯ ଅପ୍ରେଲ ୧୯୮୭ - ୮ ଜୁନ ୨୦୨୦) ଜଣେ ସାନ୍ତାଳୀ କଥାଚିତ୍ର ତଥା ଆଲବମ୍ ଜଗତର ଗାୟକ ଓ ଗୀତିକାର ଥିଲେ ।[୧] ବସେନ ମୁର୍ମୁ ୯ ଅପ୍ରେଲ ୧୯୮୭ରେ ମୟୂରଭଞ୍ଜ ଜିଲ୍ଲାର ବିଜତଳା ବ୍ଲକ ଅନ୍ତର୍ଗତ ବାରହାଜିୟାଁ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନାରାନ ମୁର୍ମୁ ଏବଂ ମାତାଙ୍କ ନାମ ମାୟନ ମୁର୍ମୁ । ତାଙ୍କ ସହଧର୍ମୀଣିଙ୍କ ନାମ ମମତା ମୁର୍ମୁ । ଭାଗ୍ୟଲକ୍ଷ୍ମୀ ମୁର୍ମୁ ତାଙ୍କର ଏକମାତ୍ର କନ୍ୟା ସନ୍ତାନ ।[୨]

କୃତି[ସମ୍ପାଦନା]

ବସେନ ମୁର୍ମୁ ତାଙ୍କ ସ୍ୱଳ୍ପ ଜୀବନ କାଳରେ ପାଞ୍ଚସହରୁ ଉର୍ଦ୍ଧ୍ୱ ଗୀତରେ ନିଜର ସ୍ୱର ପ୍ରଦାନ କରିଥିଲେ । "କୁଲମି ଦାରେ ଲେକା କୁଳିମ ହାରାୟେନ", “ଛେମେକ ଛେମେକ”, “ ଜିୱି ରାନି ତିସେମ ହାଜୁଗ୍”, “ଆଲାକ ଜାଳି ନାଳି ଲେକା” ଇତ୍ୟାଦି ଗୀତ ତାଙ୍କର ସୁପରିଚିତ ଗୀତ ଥିଲା[୩][୪][୫]

ମୃତ୍ୟୁ[ସମ୍ପାଦନା]

ବସେନ ମୁର୍ମୁଙ୍କର ୦୮ ଜୁନ ୨୦୨୦ରେ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୩ ବର୍ଷ ହୋଇଥିଲା ।[୪] ପୂର୍ବରୁ ତାଙ୍କର ଅସୁସ୍ଥତାର କୌଣସି ଲକ୍ଷଣ ନଥିଲା, ଜୁନ ୮ ତାରିଖ ଦିନ ସେ ହଠାତ ପଡ଼ିଯାଇଥିଲେ ଏବଂ ତାଙ୍କୁ ରାଇରଙ୍ଗପୁର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା, ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।[୬]

ଆଧାର[ସମ୍ପାଦନା]

  1. "Famous Santhali singer from Odisha Basen Murmu passes away at 33". KalingaTV. 8 June 2020. Retrieved 12 June 2020.
  2. "ᱥᱟᱱᱛᱟᱲᱤ ᱥᱮᱨᱮᱧ ᱨᱩᱥᱤᱠᱟ ᱵᱟᱥᱮᱱ ᱢᱩᱨᱢᱩ ᱫᱚᱭ ᱵᱟ.ᱜᱤᱭᱟᱫ ᱵᱚᱱᱟ". ᱰᱤᱡᱤᱴᱟᱞᱤ ᱥᱟᱱᱛᱟᱲᱤ ᱠᱷᱚᱵᱚᱨ • (in କ୍ୱେଚୁଆ). 2020-06-08. Archived from the original on 2020-06-08. Retrieved 2020-06-08.
  3. https://www.youtube.com/watch?v=q4lo4Jonhak
  4. ୪.୦ ୪.୧ "ଯୁବ ସାନ୍ତାଳୀ ଗାୟକ ବସେନ ମୁର୍ମୁଙ୍କ ପରଲୋକ" (in ᱳᱰᱤᱭᱟ). No. 39. Summa real Media Pvt.Ltd. 9 June 2020. p. 4. Archived from the original on 9 June 2020. Retrieved 9 June 2020.{{cite news}}: CS1 maint: unrecognized language (link)
  5. https://www.youtube.com/watch?v=vOUDh1yZ-f8
  6. "ମୃତ୍ୟୁ ବେଳକୁ ବସେନ ମୁର୍ମୁଙ୍କୁ ମାତ୍ର ୩୩ ବର୍ଷ ବୟସ ହୋଇଥିଲା". KNews Odisha. 8 June 2020. Archived from the original on 12 June 2020. Retrieved 12 June 2020.