Jump to content

ବାକ୍ଲୋଫେନ

ଉଇକିପିଡ଼ିଆ‌ରୁ
(Baclofenରୁ ଲେଉଟି ଆସିଛି)
ବାକ୍ଲୋଫେନ
Clinical data
Trade namesLioresal, Liofen, Gablofen, others
Synonymsβ-(4-chlorophenyl)-γ-aminobutyric acid (β-(4-chlorophenyl)-GABA)
AHFS/Drugs.commonograph
MedlinePlusa682530
data
Pregnancy
category
    Routes of
    administration
    By mouth, intrathecal
    ATC code
    Legal status
    Legal status
    Pharmacokinetic data
    BioavailabilityWell-absorbed
    Protein binding30%
    Metabolism85% excreted in urine/faeces unchanged. 15% metabolised by deamination
    Elimination half-life1.5 to 4 hours
    ExcretionKidney (70–80%)
    Identifiers
    • (RS)-4-Amino-3-(4-chlorophenyl)butanoic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.013.170 Edit this at Wikidata
    Chemical and physical data
    FormulaC10H12ClNO2
    Molar mass୨୧୩.୬୬ g·mol−1
    3D model (JSmol)
    ChiralityRacemic mixture
    • NCC(CC(=O)O)c1ccc(Cl)cc1
    • InChI=1S/C10H12ClNO2/c11-9-3-1-7(2-4-9)8(6-12)5-10(13)14/h1-4,8H,5-6,12H2,(H,13,14) checkY
    • Key:KPYSYYIEGFHWSV-UHFFFAOYSA-N checkY
      (verify)

    ବାକ୍ଲୋଫେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଲିଓରେସାଲ, ଏକ ଔଷଧ ଯାହା ଏକାଧିକ ସ୍କ୍ଲେରୋସିସ ଓ ମେରୁଦଣ୍ଡରେ ଜାତ ହେଉଥିବା ମାଂସପେଶୀର ସ୍ପାଷ୍ଟିସିଟିର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[] [] ଏହା ଜୀବନର ଆନ୍ତିମ ଭାଗରେ ହେଉଥିବା ହିକ୍କା ଓ ମାଂସପେଶୀର ସ୍ପାଜ୍ମ ନିମନ୍ତେ ବ୍ୟବହୃତ ହୋଇପାରେ | [] ଏହା ପାଟିରେ କିମ୍ବା ସ୍ପାଇନାଲ କେନାଲ ଭିତରେ ଦିଆଯାଏ ।[]

    ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଦୁର୍ବଳତା ଓ ମୁଣ୍ଡ ବୁଲା ହୋଇପାରେ ।.[] ହଠାତ ଔଷଧ ସେବନ ବନ୍ଦ କରିଦେଲେ ଗମ୍ଭୀର ପ୍ରତିକ୍ରିୟାରେ ବାତରାବଡୋମାୟୋଲାଇସିସ ହୋଇପାରେ । ଗର୍ଭାବସ୍ଥାରେ ଏହାର ବିପଦ ଅସ୍ପଷ୍ଟ ରହିଛି କିନ୍ତୁ ସ୍ତନ୍ୟପାନ ନିମନ୍ତେ ବୋଧହୁଏ ବିପଦମୁକ୍ତ ଅଛି ।[୧୦] ନିଉରୋଟ୍ରାନ୍ସମିଟ କମେଇ ଦେଇ କାର୍ଯ୍ୟକ୍ଷମ ହୁଏ ।

    ୧୯୭୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ବ୍ୟାକ୍ଲୋଫେନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଦିନକୁ ୫୦ ମିଗ୍ରା ମାତ୍ରାରେ ଯୁକ୍ତରାଜ୍ୟରେ ଏକ ମାସ ଯୋଗାଣ ପାଇଁ ୨୦୧୦ ସୁଦ୍ଧା ୫.୫୦ ପାଉଣ୍ଡ ଖର୍ଚ୍ଚ କରିଥାଏ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୮.୪୦ ଆମେରିକୀୟ ଡଲାର ଅଟେ।[୧୧] ୨୦୧୭ ରେ, ଏହା ଯୁକ୍ତରାଷ୍ଟ୍ରରେ ୧୪୦ ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଚାରି ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୧୨] [୧୩]

    1. ଆଧାର ଭୁଲ: ଅଚଳ <ref> ଚିହ୍ନ; Gablofen FDA label ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
    2. "Lioresal- baclofen injection". DailyMed. Retrieved 7 November 2021.
    3. "Ozobax- baclofen solution". DailyMed. Retrieved 7 November 2021.
    4. "Lyvispah- baclofen granule". DailyMed. Retrieved 19 December 2021.
    5. "Fleqsuvy- baclofen suspension". DailyMed. 4 February 2022. Retrieved 16 March 2022.
    6. 1 2 3 "Baclofen Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 26 April 2019. Retrieved 3 March 2019.
    7. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1190-1191. ISBN 978-0-85711-369-6.{{cite book}}: CS1 maint: date format (link)
    8. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1190-1191. ISBN 978-0-85711-369-6.{{cite book}}: CS1 maint: date format (link)
    9. "Baclofen Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 26 April 2019. Retrieved 3 March 2019.
    10. "Baclofen Pregnancy and Breastfeeding Warnings". Drugs.com (in ଇଂରାଜୀ). Archived from the original on 3 December 2018. Retrieved 3 March 2019.
    11. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    12. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
    13. "Baclofen - Drug Usage Statistics". ClinCalc. Archived from the original on 12 April 2020. Retrieved 11 April 2020.